IAS ପ୍ରଶ୍ନ : ସେଇଟା କ’ଣ, ଯାହାର ଚାରିପଟେ ବାଳ ଥାଏ, ତା ମଝିରେ ସ୍ୱାମୀ ଥରେ ପୁରାଏ ତା’ପରେ ସ୍ତ୍ରୀ ନିଜେ ସବୁଦିନ ନିଜେ ନିଏ ?

0

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏମିତି ପ୍ରଶ୍ନ ଯାହାଦ୍ଵାରା ଆପଣ ଆପଣଙ୍କ ସାଧାରଣ ଜ୍ଞାନର ପରୀକ୍ଷା କରି ପାରିବେ। ଏମିତି ରେ ଲୋକେ ଆଜିକାଲି ଅଧିକ ପାଠ ପଢି ମଧ୍ୟ ବେଳେବେଳେ କିଛି ସାଧାରଣ ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ସକ୍ଷମ ହୋଇ ପାରି ନଥାନ୍ତି କାରଣ ସେସବୁ ପ୍ରଶ୍ନ କେତେବେଳେ ପୂର୍ବ କାଳର ଢଗ ଢମାଳି କୁ ନେଇ ପ୍ରସ୍ତୁତ ହୋଇଥାଏ ତ ପୁଣି କେତେବେଳେ ବିଚକ୍ଷଣ ବୁଦ୍ଧିର ପ୍ରୟୋଗରେ ତିଆରି ହୋଇଥାଏ ବା ସଂଗଠିତ ହୋଇଥାଏ।ଆଜିକାଲି ଯୁଗ ବଦଳିବା ସାଙ୍ଗକୁ କିଛି କିଛି ପୂର୍ବ କାଳର ବିଷୟ ଭିତ୍ତିକ ଧାରଣା ମଧ୍ୟ ସବୁ ଲୋକଙ୍କୁ ଜଣା ରହୁନାହିଁ।ଯାହା ରହିବା ନିହାତି ଆବଶ୍ୟକ ଅଟେ।

ତେବେ ସେହି କ୍ରମରେ ଆମେ ଆଜି ଏମିତି କିଛି ପ୍ରଶ୍ନ ଆପଣଙ୍କ ଆଗରେ ରଖିବୁ ଯାହା ଆପଣଙ୍କ ସୃଜନଶୀଳତା କୁ ପ୍ରମାଣ କରିବା ସହିତ ଆପଣଙ୍କ ବୁଦ୍ଧି ବିବେକର ମଧ୍ୟ ପରୀକ୍ଷା କରିବା।ଏବଂ ଆପଣ କେତେ ଚତୁରତାର ସହିତ ସାଧାରଣ ଜ୍ଞାନର ଉତ୍ତର ଦେଇ ପାରୁଛନ୍ତି ତାହା ଏଠାରୁ ଆପଣ ପ୍ରମାଣ ସ୍ୱରୂପ ଜାଣି ପାରିବେ। ବର୍ତ୍ତମାନ ଲୋକେ ଏହିଭଳି ପ୍ରଶ୍ନ ସଂସ୍ପର୍ଶରେ ପ୍ରାୟତଃ ଆସୁ ନାହାନ୍ତି କାରଣ ଏହା ବିଷୟ ଭିତ୍ତିକ ପାଠ ନୁହେଁ। କିନ୍ତୁ ଏହା ଆପଣଙ୍କୁ ଅନେକ ପ୍ରବେଶିକା ପରୀକ୍ଷା ରେ ପଚରା ଯାଇପାରେ। ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ବିଷୟରେ।

ପ୍ରଶ୍ନ ୧- କେଉଁ ଜୀବ ନିଆଁ ରେ ଜଳିଲେ ବାରୁଦ ଭଳି ଫାଟିଥାଏ ?
ଉତ୍ତର – ବୁଢିଆଣୀ

ପ୍ରଶ୍ନ ୨- କୁହନ୍ତୁ ଦେଖିବା କେଉଁ ଦେଶର ଲୋକ ସବୁଠୁ ଅଧିକ ଆତ୍ମହତ୍ୟା କରନ୍ତି ?
ଉତ୍ତର- ଚୀନ

ପ୍ରଶ୍ନ ୩- ଭାରତରେ ସବୁଠାରୁ ପ୍ରଥମେ ସୂର୍ଯ୍ୟ କେଉଁଠାରେ ଉଦୟ ହୋଇଥାଏ ?
ଉତ୍ତର – ଅରୁଣାଞ୍ଚଳ ପ୍ରଦେଶ

ପ୍ରଶ୍ନ ୪- ବିଶ୍ବରେ ପ୍ରଥମ ରେଳ ଗାଡି କେବେ ଚାଲିଥିଲା ?
ଉତ୍ତର – ୧୮୨୫

ପ୍ରଶ୍ନ ୫- ଏମିତି କେଉଁ ଜିନିଷ ଯାହା ବଢ଼ିଥାଏ କିନ୍ତୁ କେବେ କମେ ନାହିଁ ?
ଉତ୍ତର – ଉଚ୍ଚତା ବା ବୟସ କେବେ କମେ ନାହିଁ।

ପ୍ରଶ୍ନ ୬- ଶରୀର ରୁ କେଉଁ ଅଂଶରୁ କେବେ ଝାଳ ବୋହେ ନାହିଁ ?
ଉତ୍ତର – ଓଠ, ଏଠାରୁ କେବେ ଝାଳ ବୋହି ନଥାଏ।

ପ୍ରଶ୍ନ ୭- ଦୁନିଆରେ କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନଥାଏ ?
ଉତ୍ତର – ବର୍ଷା

ପ୍ରଶ୍ନ ୮- ସେଇଟା କଣ, ଯାହାର ଚାରିପଟେ ବାଳ ଥାଏ, ତା ମଝିରେ ସ୍ୱାମୀ ଥରେ ପୁରାଏ ତା’ପରେ ସ୍ତ୍ରୀ ନିଜେ ସବୁଦିନ ନିଜେ ନିଏ ।
ଉତ୍ତର :- ସିନ୍ଦୁର

ପ୍ରଶ୍ନ ୯- କୁହନ୍ତୁ ଦେଖିବା ସେ କିଏ ଅଟେ ଯିଏକି ମୁକ ବଧିର ଓ ଅନ୍ଧ ହେଲେ ମଧ୍ୟ ସବୁବେଳେ ସତ କହେ?
ଉତ୍ତର- ଆଇନା।

ପ୍ରଶ୍ନ ୧୦- ଓଡ଼ିଶାର ବୃହତ୍ତମ ପୋଲ ର ନାମ କଣ ?
ଉତ୍ତର- ଏହା ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ସେତୁ ଯାହାକି କଟକ ରେ ଅବସ୍ଥିତ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।