ସେଇଟା କଣ ? ରାତିରେ ପୁରେଇଲେ କଡ଼କ ହୋଇଥାଏ ସକାଳୁ କାଢିଲା ବେଳକୁ ନରମ ହୋଇଯାଏ ? ଦମ୍ ଅଛି ତ ପ୍ରଶ୍ନର ଉତ୍ତର ଦିଅ…

ହଁ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ପ୍ରତେକ ଦିନ ଅନେକ ଲୋକଙ୍କ ସହିତ ମିସିଥାଉ ଓ ତାହା ସହିତ ବିଭିନ୍ନ ବିଷୟରେ କଥା ମଧ୍ୟ ଆମେ ହେଇଥାଉ, କିନ୍ତୁ ଯଦି ଆମେ ଜଣେ ପୁରୁଣା କାଳିଆ ଲୋକ ବା ବୁଢା ବୁଢ଼ୀ ଙ୍କ ସହିତ ମିଶିବା ତେବେ ଆମେ ତାଙ୍କ ଠାରୁ ବହୁତ ଗୁଡିଏ ପୁରୁଣା କଥା ଆଉ ଢୋଗ ମଧ୍ୟ ଶୁଣିବାକୁ ପାଇଥାଉ | ଆଉ ଯାହାକୁ ଶୁଣି ଆମକୁ ବହୁତ ମଜା ମଧ୍ୟ ଲାଗିଥାଏ | ଅନେକ ସମୟରେ ଅତି ସାଧାରଣ ପ୍ରଶ୍ନ ଗୁଡିକ ଯଦି ବୁଲେଇ ବଙ୍କେଇ କେହି ଆମକୁ ପଚାରିଦିଅନ୍ତି ତେବେ ଆମକୁ ସେହି ପ୍ରଶ୍ନର ଉତ୍ତର ଖୋଜିକି ପାଇବା ବହୁତ କଷ୍ଟ କର ହେଇଯାଇଥାଏ , କିନ୍ତୁ ଯଦି ସେଭଳି ପ୍ରଶ୍ନକୁ ଆମେ ଜଣେ ପୁରୁଣା କାଳିଆ ବୁଢ଼ୀ ଓ ବୁଢାକୁ ପଚାରିବା ତେବେ ସେମାନେ ବହୁତ ସହଜରେ ସେଗୁଡିକର ଉତ୍ତର ଦେଇଦେଇପାରିବେ | ତେବେ ଚାଲନ୍ତୁ ଆଜି ଆମେ ସେହିଭଳି କିଛି ପ୍ରଶ୍ନ ର ଉତ୍ତର ଜାଣିବା ଓ ମଜା ନେବା |

1. ଟିକି ବାଛୁରୀ ଗଲାରେ ପୋଘା ଟିକି ଦାନ୍ତରେ କାମୁଡ଼େ ପୋଘା?
ଉତ୍ତର :-ଛୁଞ୍ଚି ଓ ସୂତା

2. ମାମୁ ଘରେ ଗୋଠେ ଗାଈ ରାତି ପାହିଲେ ଆଦୁ ନାହିଁ ସେ କିଏ?
ଉତ୍ତର :-ତାରା

3. ଏପରି କିଛି ଜିନିଷର ନାମ ଆପଣମାନେ କୁହନ୍ତୁ ଯାହାକୁ ନିଜେ ଝିଅ ଇଚ୍ଛା କରି ଧରି ନିଜ କଣାର ପୁରେଇ ଦିଏ?
ଉତ୍ତର :-ଝିଅ ନିଜ କାନ ଫୁଲକୁ ଧରି ନିଜ କାନରେ ପୁରେଇ ଦିଏ |

4.ଏପରି କୋଉ ଜିନିଷ ଅଛି ଯାହାକୁ ଝିଅ ମାନେ ଆଉସି ଦେଲା ମାତ୍ରେ ତାହା ଛିଡା ହେଇଯାଏ ?
ଉତ୍ତର :-ତାଙ୍କ ଶୋଇଥିବା ପୋଷା କୁକୁର |

5.ଝିଅ ପାଖରେ ଏପରି କୋଉ ଜିନିଷ ଥାଏ ଯାହା ବିବାହ ପୂର୍ବରୁ ଓ ପରେ ରହିଥାଏ କିନ୍ତୁ ବାହାଘର ଦିନ ନଥାଏ?
ଉତ୍ତର :-ଝିଅର ଟାଇଟେଲ ବାହାଘର ପୂର୍ବରୁ ବାପାଙ୍କର ଥାଏ ଆଉ ବାହାଘର ପରେ ସ୍ୱାମୀର |

6.ସାତ ଓ ଆଠ ଇଞ୍ଚ ର ଏପରି କୋଉ ଜିନିଷ ଯାହାକୁ ନ ପାଇଲେ ଝିଅ ମାନେ ଆଙ୍ଗୁଳିରେ କାମ ଚଳେଇ ଦିଅନ୍ତି?
ଉତ୍ତର :-ଦାନ୍ତ ଘୋଷା ବ୍ରସ

7.ଏପରି ଗୋଟିଏ ଜିନିଷ କୁହ ଯାହା ଗଲା ବେଳେ ନୀଳ ଶାଡୀ ପିନ୍ଧିକି ଯାଏ ଆସିଲା ବେଳେ ନାଲି?
ଉତ୍ତର :-ତରଭୁଜ

8.ବାହାଘର ପରେ ଝିଅ ମାନଙ୍କର କୋଉ ଜିନିଷ ବଡ ହେଇଯାଏ?
ଉତ୍ତର :-ବାହାଘର ପରେ ଝିଅ ମାନଙ୍କର ଦାୟିତ୍ୱ ବଡ ହୋଇଯାଏ |

9.ବିଲେଇର ତିନିଟି ଛୁଆର ନାମ ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ତେବେ ବିଲେଇ ଟିର ନାମ କଣ?
ଉତ୍ତର :-ବିଲେଇ ର ନାମ କଣ

10. ରାତିରେ ପୁରେଇବା ବେଳେ କଡ଼କ ଥାଏ, କିନ୍ତୁ ସକାଳେ କାଡିବା ବେଳେ ନରମ ହେଇଯାଏ ?
ଉତ୍ତର:-‘ମଟର’ ରାତିରେ ପାଣିରେ ଭିଜେଇ ଦେଲର ସକାଳେ ତାହା ନରମ ହେଇଯାଏ ।

ତେବେ ଏହି ପରି ଅନେକ ପ୍ରକାରର ଢଗ ରହିଛି ଯାହାକୁ ଜାଣି ଆମେ ମଜା ନେଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment