ସେଇଟା କଣ ଯାହା ଝିଅମାନେ ପ୍ରଥମଥର କଲେ କଷ୍ଟ ହୋଇଥାଏ ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ

0

ବର୍ତ୍ତମାନ ସମୟରେ ସାଧାରଣ ଜ୍ଞାନର ଆବଶ୍ୟକତା ଏତେ ମାତ୍ରାରେ ବଢିଚାଲିଛି ଯେ ତାର କଳ୍ପନା କରିବା ମଧ୍ୟ ବହୁତ କଷ୍ଟ କର । କାରଣ ପ୍ରତ୍ୟେକ ପରିକ୍ଷାରେ ବା କମ୍ପିଟେଟିଭ ଏଗ୍ଜାମରେ ସାଧାରଣ ଜ୍ଞାନ ହିଁ ଆସିଥାଏ । ପ୍ରତ୍ୟେକ ପିଲା ଛୋଟ ଛୋଟ ଭୁଲ ପାଇଁ ପଛରେ ରହିଯାଇଥାନ୍ତି ଏବଂ ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅନେକ ପରିଶ୍ରମ କରିବା ପାଇଁ ପଡିଥାଏ । ସାଧାରଣ ଜ୍ଞାନ ପୌରାଣିକ ହେଉ ବା ରାଜନୈତିକ ବା ସାମାଜିକ କ୍ଷେତ୍ରରେ ବିଭିନ୍ନ ପ୍ରକାର ପ୍ରଶ୍ନ ଆସିଥାଏ । ଯେଉଁ ପିଲା ଏହି ସବୁ ପ୍ରଶ୍ନର ଉତ୍ତର ସଠିକ ଭାବରେ ଦେଇପାରେ ସେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିଥାଏ । ସେଥିପାଇଁ ଆସନ୍ତୁ ଜାଣିବା ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।

1 କେଉଁ ଜୀବ ଗୋଟିଏ ଦିନରେ ମାତ୍ର 16 ମିନିଟ ଆରାମ କରିଥାଏ ?
ଉତ୍ତର – ଚାଟି ।

2 କେଉଁ ଭିଟାମିନ ଅଭବାରୁ ମୁଣ୍ଡର ବାଳ ଧଳା ହୋଇଥାଏ ?
ଉତ୍ତର – ଭିଟାମିନ B6 ଏବଂ B12 ।

3 ଭାରତରେ କେଉଁ ବ୍ୟକ୍ତିଙ୍କ ଫୋଟ ସବୁଠୁ ଅଧିକ ଛପାଯାଏ ?
ଉତ୍ତର – ମହାତ୍ମା ଗାନ୍ଧୀ ।

4 ସେ କିଏ ଯାର ମୁଣ୍ଡ ନାହିଁ କିନ୍ତୁ ଟୋପି ପିନ୍ଧେ ?
ଉତ୍ତର – ବୋତଲ ।

5 କେଉଁ ଜିନିଷ ଗାଧୋଇଲା ପରେ ଛୋଟ ହୋଇଯାଏ ?
ଉତ୍ତର – ସାବୁନ ।

6 ଉପରୁ ପଡିଲା ବୁଢା ବ୍ରାହ୍ମଣ ତା ଦେହ ସାରା ପଇତା ବଣ ?
ଉତ୍ତର – ମସିଣା ।

7 କେଉଁ ପ୍ରାଣୀର 5 ଟି ଆଖି ଅଛି ?
ଉତ୍ତର – ମହୁମାଛି ।

8 ଏମିତି କେଉଁ ପକ୍ଷୀ ସେ ଯେଉଁବାଟେ ଖାଇଥାଏ ସେଇବାଟେ ମଳତ୍ୟାଗ କରିଥାଏ ?
ଉତ୍ତର – ବାଦୁଡି ।

9 ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥର କଲେ କଷ୍ଟ ହୋଇଥାଏ ?
ଉତ୍ତର – କାନ କିମ୍ୱା ନାକ ଫୋଡିଲା ବେଳେ ।

10 ସବୁଠାରୁ ଦ୍ରୁତ ଗତିରେ ଦୌଡୁଥିବା ପକ୍ଷୀ ର ନାମ କଣ ?
ଉତ୍ତର – ବାଜ ପକ୍ଷୀ ।

11 ଭାରତର କେଉଁ ସ୍ଥାନରେ ବଙ୍ଗୋପସାଗର ଆରବସାଗର ଏବଂ ଭାରତ ମହାସାଗର ଏକତ୍ର ହୋଇଛନ୍ତି ?
ଉତ୍ତର – କନ୍ୟାକୁମାରୀ ।

12 କିଏ ସବୁବେଳେ ଆସେ ହେଲେ କେବେ ପହଞ୍ଚେ ନାହିଁ ?
ଉତ୍ତର – ଆସନ୍ତାକାଲି ।

13 କ୍ଷେତ୍ରଫଳ ଆନୁସାରେ ଭାରତ ପୃଥିବୀର କେତେ ନମ୍ୱର ଦେଶ ଅଟେ ?
ଉତ୍ତର – 7 ନମ୍ୱର ।

14 କେଉଁ କୁଆ ଉଡେ ନାହିଁ ?
ଉତ୍ତର – ଠେକୁଆ ।

15 କେଉଁ ଦେଶର ଲୋକମାନେ ଅଧିକ PUBG ଖେଳନ୍ତି ?
ଉତ୍ତର – ଭାରତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।