ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ ! ସିରିଏଲ ଆକ୍ଟର ଚନ୍ଦନ ଏବଂ ମାହି ବିବାହ ବାର୍ଷିକୀ କେମିତି ପାଳନ କଲେ ଦେଖନ୍ତୁ….

0

ମଣିଷ ଜୀବନ ମାନେ ଆମେ ଦିନେ ନା ଦିନେ ସମସ୍ତେ ମରିବା । ତେଣୁ ଆମେ ଏ ସଂସାର କୁ ଆସିଛୁ କିଛି ନାଟକ କରିବା ପାଇଁ । କାହାର ଅଭିନୟ କେମିତି ପଡିବ ତାହା କେବଳ ଭଗବାନ ଙ୍କ ପାଖରେ କଥା । ତେଣୁ ସେହି ନାଟକ ଭିତରେ ମଧ୍ୟ ରହି ଯାଉଛି ବିବାହର କଥା । ତେଣୁ ଏହା ମଧ୍ୟ ସତ୍ୟ ଯେ ଆମେ ସଂସାର କୁ ଆସିଛୁ ମାନେ ଆମେ ବାହା ହେବା ଉଚିତ ।

ବାହା ନ ହେଲେ ଏ ସଂସାର କୁ ଏକ ନୂଆ ଜୀବ ଆସି ପାରିବ ନାହିଁ । ତେଣୁ ଆଜି ଆମେ ଏତେ କଥା କହି ବାର କାରଣ ଓଲିଉଡ ଜଗତର ଜଣେ ସୁନ୍ଦର ଅଭିନୟ କାରୀ ଯିଏ କି ସେ ସିରିଏଲ ଦୁନିଆର ହୀର ଏବଂ ସେ ମଧ୍ୟ ଫିଲିମ କରିଛନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଚନ୍ଦନ ତାଙ୍କର ଆଜି ରିସେପସନ ତେବେ ବନ୍ଧୁ ମାନେ ଏବେ ଜାଣିବା ଅସନ୍ତୁ ସେ କେବେ ଏବଂ କାହାକୁ ବିବାହ କରି ଛନ୍ତି ।

ସିରିଏଲ ଦୁନିଆର ଅଭିନାୟକ ଚନ୍ଦନ ଙ୍କର ବିବାହ ହୋଇ ଯାଇଛି ଗତ ଦୁଇ ଦିନ ତଳେ ତାଙ୍କର ବିବାହ ହୋଇ ଯାଇଛି । ସେ ଅଭିନାୟିକା ମାହି ଙ୍କୁ ବିବାହ କରିଛନ୍ତି । ତାଙ୍କର ଆଜି ରିସେପସନ । ଏହି ରିସେପସନ ରେ ତାଙ୍କ ଘରକୁ ବହୁତ ଆକ୍ଟର ମାନେ ତାଙ୍କ ଘରକୁ ଆସି ଛନ୍ତି ।

ଚନ୍ଦନ ଙ୍କର ସବୁ ଠାରୁ ଭଲ ସିରିଏଲ ଥିଲା ତ ଅଗଣର ତୁଳସୀ ମୁଁ , ସେ ଏହି ସିରିଏଲ ରେ ହିରୋ ଭାବରେ ଅଂଶ ଗ୍ରହଣ କରି ଥିଲେ । ଯେତେ ବେଳେ ଚନ୍ଦନ ଓ ତୁଳସୀ ଙ୍କର ବିବାହ ହୋଇ ଯାଇ ଥିଲା । ସେହି ସମୟରେ ନିଶା ଆସି ତାଙ୍କ ସମ୍ପର୍କ କୁ ଭାଙ୍ଗି ଚନ୍ଦନ ଙ୍କୁ ବିବାହ କରିବା ପାଇଁ ଚାହିଁ ଥିଲା । କିନ୍ତୁ କେବେ ହେଲେ ଚନ୍ଦନ କୁ ପାଇ ପାରି ନ ଥିଲା ।

ତେବେ ଏହା ଥିଲା ତାଙ୍କର ସବୁ ଠାରୁ ହିଟ ସିରିଏଲ । ଏହି ସିରିଏଲ ଟି କରି ସେ ବହୁତ ନା କମେଇ ଛନ୍ତି । ଏହି ସିରିଏଲ ରେ ସେ ଭଲ ଏକଟିଂ କରିବାରୁ ତାଙ୍କୁ ଓଲିଉଡ ଜଗତର ଫିଲିମ କରିବା ପାଇଁ ଚାନ୍ସ ମିଳି ଥିଲା ଏବଂ ସେ ବହୁତ ଗୁଡିଏ ଫିଲିମ ମଧ୍ୟ କରି ଥିଲେ ।

ତେବେ ତାଙ୍କର ମାହି ସାଙ୍ଗରେ ଏହି କିଛି ଦିନ ପୂର୍ବେ ସେ ମାହି କୁ ଭଲ ପାଇ ଥିଲେ , କିନ୍ତୁ ସେ ଏବେ ମାହି ଙ୍କୁ ବିବାହ କରି ସାରି ଛନ୍ତି । ତାଙ୍କର ଆଜି ରିସେପସନ , ତେଣୁ ଏହି ରିସେପସନ ରେ ବହୁତ ବହୁତ ଫିମ ଆକ୍ଟର ବହୁତ ସିରିଏଲ ଆକ୍ଟର ଆସିବେ ବୋଲି କହି ଛନ୍ତି । ତେଣୁ ସେ ଏବେ ବହୁତ ଖୁସି ଥିବାର ଦେଖା ଯାଇଛି । ସେ ମାହି କୁ ପାଇ ବହୁତ ଖୁସିରେ ରହିବେ ବୋଲି କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।