ଯିଏ ଯାହା ଭାବୁ, କଲେଜରୁ ଆସିଲେ ଏଠି ଠେଲା ଲଗାଉଛୁ, ପଇସା କମାଉଛୁ ନିଜ ଗୋଡରେ ଛିଡ଼ା ହେଇଛୁ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆଜି କାଲି ଦୁନିଆରେ ଖଣ୍ଡେ ଚାକିରୀ ପାଇବା କେତେ ଯେ କଷ୍ଟ କର ତାହା ଆପଣ ମାନେ ବହୁତ ଭଲ ଭାବରେ ଜାଣନ୍ତି | ତେବେ ପାଠ ପଢା ସରିବା ପରେ କିଛି ଛାତ୍ରୀ ମାନେ ସେମାନଙ୍କ ଭବିଷ୍ୟତ ପାଇଁ ଚିନ୍ତା କରିଥିବା ଆପଣମାନେ ଆଗରୁ ଦେଖିଥିବେ | ହେଲେ ଏମିତି କିଛି ଛାତ୍ର ଛାତ୍ରୀ ଅଛନ୍ତି ଯେଉଁମାନେ କି ପାଠ ପଢା ସହିତ ନିଜ ଘର ର ଆର୍ଥିକ ପରିସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରିଥାନ୍ତି | ତେବେ ଏହା ସେମାନେ ଟିୟୁସନ କରି ହେଉ କିମ୍ବା ଅଲଗା କିଛି କାମ କରି ସେମାନେ ନିଜେ ନିଜର ଖର୍ଚ୍ଚ ଉଠାଇବା ସହିତ ପରିବାର ପ୍ରତି ଧ୍ୟାନ ଦେଇଥାନ୍ତି | ତେବେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ନେଇ ଏବେ ଦୁଇ କଲେଜ ଛାତ୍ରୀ ବେଶ ଚର୍ଚ୍ଚା ସାଉଁଟି ଥିବା ଜଣା ପଡିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ହଁ ବନ୍ଧୁ ଗଣ ଆମେ ଏଠି କେହି ଯୁବକ କଥା କହୁନାହୁଁ | ଆମେ ଏଠି କହୁଛୁ ମୟୁରଭଞ୍ଜ ର ଦୁଇ କଲେଜ ଛାତ୍ରୀ ଙ୍କ ବିଷୟରେ | ଯେଉଁ ମାନେ ପାଠ ପଢ଼ିବା ସହିତ ନିଜର ବ୍ୟବସାୟ ଆରମ୍ଭ କରି ଅନ୍ୟ କୁ ମଧ୍ୟ ରୋଜଗାର ଦେଇପାରୁଛନ୍ତି | ହଁ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ ମୟୁରଭଞ୍ଜର ଏମ. ବି ସି କଲେଜ ର ଯୁକ୍ତ 3 ଅଧୟନ କରୁଥିବା ଦୁଇ ଛାତ୍ରୀ ପାଠ ପଢିବା ସହିତ, ଲୋକ ଲଜ୍ୟା କୁ ଖାତିର ନ କରି ରାସ୍ତାରେ କୋଡ଼ ରେ ଠେଲା ଲଗାଇ ସ୍ପ୍ରିଙ୍ଗ ପୋଟାଟୋ ବିକ୍ରି କରୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ତେବେ ସାଙ୍ଗ ସାଥି ଓ ଲୋକ ଲଜ୍ୟା କୁ ଖାତିର ନ କରି ରାସ୍ତାରେ ଆରମ୍ଭ କରିଦେଇଛନ୍ତି ଏକ ଛୋଟ ବ୍ୟବସାୟ | ତାହା ବ୍ୟତୀତ ଛାତ୍ରୀ ଦୁଇଜଣ ଙ୍କ କହିବା କଥା ଅନୁଯାୟୀ ସେମାନେ ଏହି ବ୍ୟବସାୟ ଦୁଇ ମାସ ପୂର୍ବରୁ ଆରମ୍ଭ କରିଛନ୍ତି | ପ୍ରଥମେ ପ୍ରଥମେ ସେମାନଙ୍କର ଏହି କାର୍ଯ୍ୟକୁ ଦେଖି ସେମାନଙ୍କ ସାଙ୍ଗ ସାଥି ସେମାନଙ୍କୁ ବିଭିନ୍ନ କଥା କହୁଥିବା ବେଳେ ଏବେ ସେମାନେ ଆସି ତାଙ୍କର ଏହି ଠେଲା ଏହି ଖାଦ୍ୟ ଖାଇ ବେଶ ପ୍ରଶଂସା କରୁଛନ୍ତି | ଏହା ବ୍ୟତୀତ ଏହି ବ୍ୟବସାୟ ଭଗବାନ ଚାହିଁଲେ ବହୁତ ଆଗକୁ ବଢିବ ବୋଲି କହିଛନ୍ତି | ତେବେ ତାଙ୍କର ଏହି ଚେଷ୍ଟା ବଳରେ ସେମାନେ ଅନ୍ୟ କୁ ରୋଜଗାର ଦେବା ସହିତ ନିଜର ପରିବାରର ଆର୍ଥିକ ପରିସ୍ଥିତି କୁ ମଧ୍ୟ ସୁଧାରି ପାରୁଛନ୍ତି ଏହା ଛଡା ସେମାନେ କାହା ଉପରେ ନିର୍ଭର ନ କରି ନିଜେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି |

ଯାହା କୁହାଯାଉଛି କି ମୟୁରଭଞ୍ଜ ରେ ଏପରି କୌଣସି ଫାଷ୍ଟ ଫୂଡ଼ ର ଦୋକାନ ନ ଥିବାରୁ ସେମାନଙ୍କର ବ୍ୟବସାୟ ମଧ୍ୟ ଭଲ ରେ ଚାଲିଥିବା ଜଣା ପଡିଛି ଓ ଲୋକମାନେ ଏହି ପ୍ରକାର ଖାଦ୍ୟ ଖାଇବା କୁ ବେଶ ପସନ୍ଦ କରିଥିବା ର ଜଣା ପଡିଛି | ଆଉ ଝିଅ ଟି ର ଏହି ଭଳି ପାଠ ପଢା ସାଙ୍ଗକୁ ଟଙ୍କା ରୋଜଗାର କରିବା ର ଉଦ୍ୟମ କୁ ଦେଖିବା ପରେ ସମସ୍ତେ ବେଶ ପ୍ରସଂଶା ମଧ୍ୟ କରୁଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment