ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ଶୁଣିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ସେହିଭଳି ଏକ ଭିଡିଓ ଦେଖିବାକୁ ମିଳିଛି | ଆଉ ଯେଉଁଠି ରାସ୍ତା ଉପରେ ଗାଈ ଜଣଙ୍କ ପୋଡ଼ିଯାଇଥିଲା ଆଉ ହଠାତ ଗାଈ ଟିର ଦେହ ମଧ୍ୟ ଖରାପ ହୋଇଯାଇଥିଲା | ଆଉ ଯାହା ଜଣା ପଡିଛି କି ଲୋକ ମାନଙ୍କର ଭୁଲ ପାଇଁ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବୋଲି କୁହାଯାଉଛି | ଆଉ ଅଧିକ ପଲିଥିନ ଖାଇ ଦେଇଥିବାରୁ ଗାଈ ଜଣଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଘଟଣା ଟି ଉପରେ ଟିକିଏ ନଜର ପକାଇବା |
ତେବେ ଭାଇରାଲ ହେଉଥିବା ଭିଡିଓ ଟିରୁ ଯାହା ଜଣା ପଡିଛି କି ମା ଗାଈ ଟି ରାସ୍ତା ଉପରେ ପଡିଛି ଆଉ ତାର ଦେହ ମଧ୍ୟ ଖରାପ ହୋଇଛି | ଆଉ ସେତିକି ବେଳେ କଅଳ ବାଛୁରୀ ଟି ତାର ମା ପାଖରେ ପହଞ୍ଚି ଯାଇଛି | ଆଉ ତାହାର ମା ପାଖରେ ପହଞ୍ଚି କହୁଛି ମା ଉଠିପଡ଼ ତୋର ପୁଅ ତୋତେ ଅପେକ୍ଷା କରିଛି | ଆଉ ମା ଏହି ମଣିଷ ଗୁଡିକ ନା ଆଦୁ ଭଲ ନୁହନ୍ତି, ଆଉ ସେମାନେ ଖାଲି ଏ ଆଡେ ସିଆଡେ ପଲିଥିନ କୁ ବ୍ୟବହାର କରିକି ଫିଙ୍ଗୁଛନ୍ତି | ଆଉ ଯେଉଁଥିପାଇଁ ଆଜି ତୋର ଏହି ଅବସ୍ଥା ହୋଇଛି ବୋଲି କହି ନିଜର ମା ପାଖରେ ଛିଡା ହୋଇଛି ବାଛୁରୀ ଟି |
ତେବେ ମିଳିଥିବା ସୂଚନା ରୁ ଯାହା ଜଣା ପଡିଛି କି ଗାଈ ଟି ରାସ୍ତା ଉପରେ ପଡ଼ିଥିବା ପଲିଥିନ କୁ ଅଧିକ ପରିମାଣ ରେ ଖାଇ ଦେଇଛି | ଆଉ ଯାହା ଫଳରେ ତାହାର ପେଟ ଫୁଲି ଯାଇଛି ଓ ନାକ ଓ ପାଟି ପଟେ ବାହାରୁଛି ଝାଡା | ଆଉ ଯାହା ଫଳରେ ହଠାତ କଚାଡ଼ି ହୋଇ ରାସ୍ତା ଉପରେ ପଡି ଯାଇଥିଲା ଗାଈ ଟି | ଆଉ ଗାଈ ଟିର ଏହି ଅବସ୍ଥା କୁ ଦେଖିବା ପରେ ପଶୁ ଡାକ୍ତର ରାକେଶ ମଲ୍ଲିକ ଓ ସୂର୍ଯ୍ୟ କୁମାର ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା |
ଆଉ ଯାହା ଜଣା ପଡିଛି କି ଘଟଣା ସ୍ଥଳରେ ଗାଈ ଟିର ମୃତ୍ୟୁ ମଧ୍ୟ ହୋଇଥିଲା ବୋଲି କୁହା ଯାଉଛି | ତେବେ ଗାଈଟିର ମୃତ୍ୟୁ ପରେ ଅଣ୍ଡିରା ବାଛୁରୀ ଟିକୁ ଷଣ୍ଢ ସେବୀ ସୁନା କର ନେଇଛନ୍ତି ଆଉ ତାଙ୍କର ସୁରକ୍ଷା ର ଦାୟିତ୍ୱ ମଧ୍ୟ ନେଇଛନ୍ତି | ଆଉ ମଣିଷ ମାନଙ୍କ ଭୁଲ ପାଇଁ ଆଜି ନିରୀହ ଗାଈ ଟିର ଜୀବନ ଯାଇଛି ବୋଲି କୁହା ଯାଉଛି | ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।