Jyotisha Shastra – ଶନି ଚଳନ କୁମ୍ଭ ରାଶିକୁ 7ଟି ରାଶିରେ ଧନ ଲାଭ 3ଟି ରାଶିରେ ଦୁଃଖର ପାହାଡ…

ଶନିଦେବ ଙ୍କୁ ଆମେ ନ୍ୟାୟର ଦେବତା କହିଥାଉ କାରଣ ସେ ଦୋଷୀ ଦଣ୍ଡ ଓ ସମସ୍ତ ଙ୍କ ପାଇଁ ଉଚିତ ନ୍ୟାୟ କରିଥାନ୍ତି ।ତେବେ ଯେତେବେଳେ ଶନିଦେବଙ୍କ ର ଚଳନ ହେଇଥାଏ ସେତେବେଳେ କୋଉ କୋଉ ରାଶିର ଉପରେ କୁଦୃଷ୍ଟି ଓ କୋଉ ରାଶି ଉପରେ ଭଲ ଦୃଷ୍ଟି ପଡିଥାଏ ତାହା କିଛି କହି ହୁଏ ନାହିଁ ।ତେବେ ଗ୍ରହ ନକ୍ଷତ୍ର ଗଣନା କରି ଜଣା ପଡ଼ିଛି କି ନିକଟରେ ଶନିଦେବଙ୍କର ବିଶେଷ କୃପା କିଛି ରାଶିର ବ୍ୟକ୍ତି ମାନଙ୍କ ଉପରେ ରହିଛି ।ଆଉ କିଛି ଏମିତି ରାଶିର ବ୍ୟକ୍ତି ମାନେ ବି ରହିଛନ୍ତି ଯେଉଁ ମାନଙ୍କ ଉପରେ ଶନିଦେବଙ୍କ କୁଦୃଷ୍ଟି ରହୁଛି ।

ତେବେ ବନ୍ଧୁ ଜାଣି ରଖନ୍ତୁ ସେହି ରାଶି ଗୁଡିକ କଣ କଣ ଯେଉଁ ମାନଙ୍କ ଉପରେ ଶନିଦେବଙ୍କ ଅଶେଷ କୃପା ରହିଛି ଓ ତାଙ୍କ ଜୀବନରେ କଣ ନୂଆ ଘଟିବ ।

1.ମେଷ ରାଶି :- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ରାଜଯୋଗର ସୁଯୋଗ ରହିଛି ।ପାରିବାରିକ ଜୀବନ ଖୁସିରେ ବିତିବ ଛାତ୍ରଛାତ୍ରୀ ଆଣେ କୃତକାର୍ଯ୍ୟ ହେବେ ।

2.ବୃଷ ରାଶି:- ଶନଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ମାନେ ବୃଥା ଚିନ୍ତାରୁ ମୁକ୍ତି ହେବେ ଓ ରୋଗ ବ୍ୟାଧିରୁ ଭଲ ହେବେ ।ବ୍ୟବସାୟରେ ଯୋଗଦାନ କରିବେ କର୍ମକ୍ଷେତ୍ରରେ ଉନ୍ନତି କରିବେ ।

3.ମିଥୁନ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ବ୍ୟର୍ଥ ବ୍ୟୟ ଓ ଅର୍ଥ ଖର୍ଚ୍ଚର ଯୋଗ ରହିଛି ଆଗକୁ ।ନୂତନ ଗୃହ ନିର୍ମାଣ କରିବେ ଶତ୍ରୁ ପରାଜିତ ହେବେ ।

4.କର୍କଟ ରାଶି:- ଏମାନେ ଅଯଥାରେ ବିବାଦ ଭିତରୁ ପଶିବାର ସୁଯୋଗ ରହିଛି ତେଣୁ ଏମାନେ ସତର୍କ ରହିବା ଉଚିତ ।

5.ସିଂହ ରାଶି:- ଏହି ବ୍ୟକ୍ତି ମାନଙ୍କ ଜୀବନରେ ଆଗକୁ ଅପମାନିତ ହେବାର ଓ ଲୋକଲଜ୍ଜା ହେବାର ମୁହୂର୍ତ୍ତ ରହିଛି ।

6.କନ୍ୟା ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଅର୍ଥ ଲାଭ,ଶତ୍ରୁ କ୍ଷୟ ହେବାର ଯୋଗ ରଜିଛି ।

7.ତୁଳା ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କର ସନ୍ତାନ ପ୍ରତି ବିପଦ ରହିଛି ।

8.ବିଛା ରାଶି:-ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଶତ୍ରୁ ବୃଦ୍ଧି ହେବାକୁ ଯାଉଛି ।

9.ଧନୁ ରାଶି:- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶତ୍ରୁ ମିତ୍ର ସାବ୍ୟସ୍ତ ହେବେ ।

10.ମକର ରାଶି:-ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ମୃତ୍ୟ ପ୍ରି ପୀଡ଼ା ରହିଛି ।

11.କୁମ୍ଭ ରାଶି:-ଏମାନଙ୍କ ପାଇଁ ଧନ ହାନି,ଦେହ ପୀଡ଼ା ଆଦିର ଯୋଗ ରହିଛି ।

12.ମିନ ରାଶି:- ଏମାନଙ୍କ ପାଇଁ ଅନିଷ୍ଟ ଓ ଅନର୍ଥ ର ଯୋଗ ରହିଛି ।

ତେବେ ଯେଉଁ ମାନଙ୍କ ଉପରେ ଶନି ଦେବଙ୍କର କୁଦୃଷ୍ଟି ରହିଛି ସେମାନେ ଏହି ଉପାୟଟିକୁ କରନ୍ତୁ ଦେଖିବେ ସବୁକିଛି ଠିକ ହେବାକୁ ଲାଗିବ ।ସେଥିପାଇଁ ଆପଣ ପ୍ରଥମେ ଗୋଟିଏ ଦେଉରିଆ ଭିତରେ ବାଡ଼ିରେ ଥିବା ଅଁଳା ର ଚେରକୁ ଦେଉରିଆରେ ପୁରାଇ ମହିଳା ମାନେ ବାମ ଓ ପୁରୁଷ ମାନେ ଡାହାଣ ହାତରେ ପିନ୍ଧିବା ଦରକାର

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment