Jyotisha Shastra – ଶନି ଚଳିଲେ ଓଲଟା ଗତିରେ… ମେଷ ରାଶି ଆଗକୁ 44 ଦିନ ଇତିହାସ ବଦଳିଯିବ

ଆମ ଗ୍ରହ ନକ୍ଷତ୍ର ଗୁଡିକର ଗଣନା ଅନୁସାରେ ଜଣା ପଡିଛି କି ଆଗାମୀ 44 ଦିନ ମେଷ ରାଶିର ବ୍ୟକ୍ତି ଙ୍କ ଜୀବନର ଭାଗ୍ୟ ପରିବର୍ତ୍ତନ କରିଦେବ ।ସବୁ ଗ୍ରହର ଚଲନରୁ ଏହା ଜଣାପଡିଛି, ତେବେ ମେଷ ରାଶିର ଗ୍ରହ ମଙ୍ଗଳ ଗ୍ରହ ଅଟେ ଆଉ ତାଙ୍କ ଯୋଗୁ ବି ଆପଣ ଯୋଉ କଷ୍ଟ ଅନୁଭବ କରୁଥିଲେ ସେସବୁ ବି ଦୁର ହେଇଯିବ ।ତେବେ ପ୍ରତ୍ୟେକ ମଣିଷ ନିଜ ଜୀବନରେ କଁ ପରିଶ୍ରମରେ ବହୁତ କିଛି ପାଇବାକୁ ଚାହାନ୍ତି ତେବେ ଏହି ପରି ସମୟ ଆସୁଛି ମେଷ ରାଶିର ଜୀବନରେ ।

ଏହି ରାଶିର ବ୍ୟକୟୀ ମାନେ ସାଧାରଣତଃ ବହୁତ ପରିଶ୍ରମୀ ହେଇଥାନ୍ତି ସେମାନେ ଗୋଟିଏ ଜାଗାରେ ଚୁପ ହେଇ ବସି ପାରନ୍ତି ନାହିଁ ।ତେବେ ଧ୍ୟାନ ଦେଇ ଜାଣନ୍ତୁ ଏହି ରାଶିର ଜୀବନରେ ଆଉ କଣ କଣ ସବୁ ପରିବର୍ତ୍ତନ ଆସୁଛି ।

ମେଷ ରାଶିରେ ଆସୁଥିବା ପରିବର୍ତ୍ତନ ଗୁଡିକ:-

-ଆପଣଙ୍କ ଲକ ସବୁବେଳେ ଆପଣଙ୍କ ସାଥିରେ ରହିବ, ଆପଣ କମ କାମ କରି ବି ଅଧିକ ସଫଳତା ହାସଲ କରିବେ ।

-ବ୍ୟବସାୟ କରୁଥିବା ଲୋକ ମାନଙ୍କ ପାଇଁ ଏହି ସମୟ ବହୁତ ଶୁଭ ଅଟେ ଆଉ ସେମାନେ ଏଥିରେ ଉନ୍ନତି କରିବେ ।

-ଯଦି କେହି ଏହି ସମୟରେ ଡିଫେନ୍ସ ଚାକିରୀ ପାଇଁ ଚେଷ୍ଟା କରିବେ ତ ସଫଳ ହେଇ ପାରନ୍ତି ।ରାଜନୀତିରେ ବି ଆପଣଙ୍କ ପାଇଁ ଏହି ସମୟ ବହୁତ ଶୁଭ ଅଟେ ।

-ଏହି 44 ଦିନ ଭିତରେ ଆପଣଙ୍କର ବିବାହ ବି ଭଲ ଜାଗାରେ ଠିକ ହେଇ ପାରେ ଓ ଏହି ସମୟରେ ଆପଣ ବିଦେଶକୁ ଯାତ୍ରା କରି ପାରନ୍ତି ।

-ଆପଣ ଯାହା ବି ସ୍ୱପ୍ନ ରଖିଛନ୍ତି ଏହି ସମୟରେ ତାହା ପୂରଣ ହେଇପାରେ ଏହି ସମୟରେ ଆପଣ ସାମାନ୍ୟ କ୍ରୋଧିତ ରହିପାରନ୍ତି ।

-ଭାଇ ମାନଙ୍କ ସହିତ କିଛି ମତାନ୍ତର ବା ମନାନ୍ତର ହେଇପାରେ ତେଣୁ ତାଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିବେ ।

-ଯଦି କେହିବି ଆଗରୁ କିଛି ରୋଗରେ ପୀଡ଼ିତ ହେଇଥିଲେ ଏବେ ସେହି ରୋଗ ଭଲ ହେଇଯିବ ।

-ଯଦି ଆପଣ ଏକ ଘର କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହି ସମୟରେ ଘର କିଣିବା ବା ତିଆରି କରିବା ପାଇଁ ଏହି ସମୟରେ ନେଉଥିବା ନିଷ୍ପତ୍ତି ଭଲ ଅଟେ ।

-ପାଠପଡ଼ାରେ ଆପଣ ଧ୍ୟାନ ଦେଲେ ଭଲ ଫଳ ମିଳିବ ,ବଡ଼ ମାନଙ୍କର ଓ ସାଙ୍ଗ ମାନଙ୍କକର ସହଯୋଗ ମିଳିବ ।

ତେବେ ଏହି ସମୟରେ ଆପଣ କିଛି ନିୟମ ମାନି ଚଳିଲେ ଖୁବ ଭଲ ହେଇଥାଏ ।

-ମଙ୍ଗଳବାର ଦିନ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ,

-ମୁଙ୍ଗା ରତ୍ନ ର ଦଂ କଲେ ବି ଶୁଭ ଫଳ ମିଳିଥାଏ ।

-ଏହି ସମୟରେଚାଉଳ,କ୍ଷୀର, ଧନ, ଗୁଡ଼ ଧର୍ମ ସ୍ଥାନରେ ଦାନ କଲେ ବହୁତ ଭଲ ହେବ ।

-ଏହି ଡ଼ମ୍ବରେ ବଡ଼ ଭାଇ ଭାଉଜଙ୍କ ପରାମର୍ଶ ଅନୁଯାୟୀ କାମ କଲେ ବହୁତ ଜଳଦି ସଫଳତା ହାସଲ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment