Jyotisha Shastra – ଶନି ସାଢ଼େ ସତୀ ଆରମ୍ଭ, ଏହି ୫ରାଶି ବେଳା ଖରାପ୍

0

ଆମ ଶାସ୍ତ୍ର ଅନୁସାରେ ଶନିଦେବ ଙ୍କୁ ନ୍ୟାୟର ଦେବତା କୁହାଯାଇଛି ସେ ଦୋଷୀକୁ ଦଣ୍ଡ ଓ ନିର୍ଦୋଷ କୁ ନ୍ୟାୟ ଦେଇଥାନ୍ତି ।ତେବେ ଯେତେବେଳେ କେହି ଭୁଲ କାର୍ଯ୍ୟ କରିଥାଏ ତାଙ୍କ ଜୀବନରେ ଶନିଙ୍କର ସାଡ଼େ ସାତୀ ଚାଲିବା ଆରମ୍ଭ ହେଇ ଥାଏ ।ଆଉ କେହି କେହି ଏହାକୁ ଶନି ଦଶା ପଡିଛି ବୋଲି କହି ଥାଆନ୍ତି ତେବେ ଏହି ଦଶା ଭିତରେ ଯଦି କାହାର ଜୀଵନ ଫସି ଯାଏ ତାହେଲେ ସେହି ବ୍ୟକ୍ତି ସେହି ସମୟ ଭିତରେ କେବେ କୋଉ ଥିରେ ଖୁସି ହେଇ ପାରେ ନାହିଁ ।ଆଉ ତାଙ୍କ ଜୀବନରେ ସବୁବେଳେ ଅଭାବ ଅନଟନ, ଅସୁବିଧା ଲାଗି ରହିଥାଏ ।

ତେବେ ଏହି ସାଡ଼େ ସାତୀ କେତେ ବେଳେ ଓ କୋଉ କୋଉ ରାଶି ଉପରେ ପଡେ ତାହା ଜାଣି ହୁଏ ନାହିଁ ।ତେବେ ଖୁସିର କଥା ଏହା ଯେ ଗ୍ରହ ନକ୍ଷତ୍ର ଗଣନା କରି ଜଣା ପଡ଼ିଛି କି ନିକଟରେ କିଛି ଦିନ ଭିତରେ ଶନି ଦେବଙ୍କର ବିଶେଷ କୃପା କିଛି ରାଶି ଉପରୁ ଶନିଙ୍କର ସାଡ଼େ ସାତୀ ହଟି ଯିବ ।ତେବେ ଜାଣିଛନ୍ତି ଶନି ସାଡ଼େ ସାଟିର 3ଟି ଚରଣ ରହିଥାଏ ପ୍ରଥମ ଚରଣଙ୍କୁ ବୁଧ ଚରଣ ଓ ଦ୍ୱିତୀୟ ଚରଣ କୁ ଶିଖର ଚରଣ ଓ ତୃତୀୟ ଚରଣକୁ ଅସ୍ତ ଚରଣ କୁହାଯାଏ ।

ଏବେ ଶନି ମକର ରାଶିରେ ଗୋଚର କରୁଛନ୍ତି କିନ୍ତୁ 2022 ଅପ୍ରେଲ 29 ତାରିଖରୁ ସେ କୁମ୍ଭ ରାଶିରେ ଗୋଚର କରିବେ ।ଆଉ ସେବେ ଠାରୁ ଧନୁ ରାଶିର ସାଡ଼େ ସାତୀ ଶେଷ ହେବ ।2014 ନଭେମ୍ବର 2 ତାରିଖରୁ ଏମାନଙ୍କ ସାଡ଼େ ସସଟି5 ଚାଲି ଆସୁଥିଲା କିନ୍ତୁ ଏହି ରାଶିର ବ୍ୟକ୍ତି ମାନେ ସେଥିରୁ ମୁକ୍ତି ପାଇଲେ ବି ସମ୍ପୂର୍ଣ୍ଣ ମୁକ୍ତି 17 ଜାନୁଆରୀ 2023 ରେ ମୁକ୍ତି ମିଳିବ ।କାରଣ 12 ଜୁଲାଇ 2022ରୁ 17 ଜାନୁଆରୀ 2023 ପର୍ଯ୍ୟନ୍ତ ଶନି ପୁଣି ଥରେ ମକର ରାଶିକୁ ଗୋଚର କରିବେ ।ଆଉ ସେବେଠାରୁ ପୁଣି ଧନୁ ରାଶି ଉପରେ ଶନିଙ୍କ କୋପ ଦୃଷ୍ଟି ପଡିଯିବ କିନ୍ତୁ ମିଥୁନ ଓ ତୁଳା ରାଶି ବି ସାଡ଼େ ସାତୀରୁ ମୁକ୍ତି ପାଇଯିବ ।

ତେବେ ଶନି ଯେବେ କୁମ୍ଭ ରାଶିରେ ପ୍ରବେଶ କରିବେ ସେବେଠାରୁ ମିନ ରାଶିରେ ଶନି କର ସାଡ଼େ ସାତୀର ପ୍ରଥମ ଚରଣ ଆରମ୍ଭ ହେଇଯିବ ।ଆଉ କୁମ୍ଭ ରାଶି ଉପରେ ଷଣୀଙ୍କର ଦ୍ଵିତୀୟ ଚରଣ ଆରମ୍ଭ ହେବ ଆଉ ମକର ରାଶି ଉପରେ ଷଣୀଙ୍କର ପ୍ରଥମ ଚରଣ ପଡିବ ।ଆଉ ଯେତେବେଳେ ଶବି କୁମ୍ଭ ରାଶିରେ ପ୍ରଵେଶ କରିବେ ସେବେ କର୍କଟ ଓ ବିଛା ରାଶି ଉପରେ ଶନିଙ୍କର ତେଡ଼ା ଆରମ୍ଭ ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।