ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନକ୍ଷତ୍ର ମାନଙ୍କର ଚଳନର ପରିବର୍ତ୍ତନ ଯୋଗୁଁ କିଛି ରାଶି ଉପରେ ଶୁଭ ପ୍ରଭାବ ପଡିବା ସହିତ କିଛି ରାଶି ଉପରେ ତାର ଖରାପ ପ୍ରଭାବ ମଧ୍ୟ ପଡିଥାଏ । ରାଶି ମାନଙ୍କର ସ୍ଥିତି ଠିକ ନଥିଲେ ବହୁତ କଠିନ ପରିଶ୍ରମ ହୋଇଥାଏ । ଏହି ରାଶିର ଲୋକମାନଙ୍କ ଜାତକରେ କୌଣସି ଶୁଭ ସମୟରେ ଶୁଭ ଫଳ ମିଳିଥାଏ । ଶନିଦେବଙ୍କ କୃପାରୁ ଧନ ଓ ବ୍ୟାପାର , ବାଣିଜ୍ୟରେ ଭଲ ଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।
1 ବୃଷରାଶି ——
ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଶନିଦେବ ଙ୍କର ଭଲ ଦୃଷ୍ଟି ରହିବ ଏବଂ ରାଜନିତୀରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ସଫଳତା ମିଳିବ । ରୋଜଗାରର ନୂଆ ଉପାୟ ମିଳିବ ଏବଂ ପୂଜା ପାଠ ରେ ଅଧିକ ମନ ଲାଗିବ ।
2 କର୍କଟରାଶି —–
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟଟି ବହୁତ ଭଲ ରହିବ ଏବଂ ଧନ ବୃଦ୍ଧି ହେବାର ସମ୍ଭବନା ମଧ୍ୟ ରହିଛି । ଆପଣ ବେପାର ପାଇଁ ଦୂର ସ୍ଥାନକୁ ଯାଇ ପାରନ୍ତି ଏବଂ ବିଦ୍ୟାର୍ଥୀ ମାନେ ପରିକ୍ଷାରେ ଭଲ ଫଳ ମିଳିବ ।
3 ତୁଳାରାଶି —–
ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବଙ୍କ ଭଲ ଦୃଷ୍ଟି ରହିବ ଏବଂ ଆପଣଙ୍କର ମନ ମୁତାବକ ଫଳ ମିଳିବ । ପରିବାରର ସମସ୍ତ ସଦସ୍ୟ ଆନନ୍ଦରେ ରହିବେ ଏବଂ ଘରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ଆପଣଙ୍କ ଭୂମିକା ସର୍ବୋଚ୍ଚ ରହିବ ।
4 କୁମ୍ଭରାଶି ——
ଏହି ରାଶିର ବ୍ୟକ୍ତି ମାନଙ୍କୁ ଶନିଦେବଙ୍କ କୃପାରୁ ଭଲ ଲାଭ ମିଳିବାକୁ ଯାଉଛି ଏବଂ ଆପଣ ଆପଣଙ୍କ ଶତ୍ରୁକୁ ପରାସ୍ତ କରିବେ । କୌଣସି ଯାତ୍ରାରେ ଆପଣଙ୍କୁ ଲାଭ ମିଳିପାରେ ଏବଂ ପ୍ରେମ ବିବାହର ଯୋଗ ରହୁଛି ।
5 ମୀନରାଶି ——
ଏହି ରାଶିର ବ୍ୟକ୍ତି ମାନଙ୍କର ମାନସିକ ଚିନ୍ତା ଦୂର ହେବ ଏବଂ ଆପଣଙ୍କର ସମସ୍ତ ପଇସା ଫେରି ପାଇବେ । ଆପଣଙ୍କର ଅଧୁର ଇଚ୍ଛା ମଧ୍ୟ ପୂରଣ ହେବ ଏବଂ ଧାର୍ମିକ କାର୍ଯ୍ୟରେ ଆପଣଙ୍କ ମନ ଲାଗି ରହିବ ।
6 ମେଷ ରାଶି —
ଏହି ରାଶିର ବ୍ୟକ୍ତିମାନେ ଟିକିଏ ଯଗି ଛକି ଚଳିବେ , କାରଣ ଆପଣ ଆପଣଙ୍କ କାମରେ ସଫଳତା ପାଇଁ ପାରିବେ ନାହିଁ । ବାପା ମାଙ୍କର ସହଯୋଗ ମିଳିବ ଏବଂ ସାଙ୍ଗ ସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରି ପାରିବେ ।
7 ସିଂହରାଶି —–
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟଟି ବହୁତ କଠିନ ଅଟେ ଏବଂ କାମ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରହିବେ , କାରଣ ସେମାନେ ଆପଣଙ୍କ କାମକୁ ବିଗିଡି ଦେଇ ପାରନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।