ଶଙ୍ଖ ହୁଳହୁଳିରେ ଫାଟି ପଡୁଛି ଗାଁ। ଦର୍ଶନ ପାଇଁ ଛୁଟୁଛି ଲୋକଙ୍କ ଗହଳି.. ଭଗବାନ ଙ୍କୁ ବିଶ୍ୱାସ କରୁଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହା ବିଷୟରେ ଆପଣ ମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ପୋଖରୀ ଭିତରେ ଦେଖିବାକୁ ମିଳିଛି ଶ୍ରୀକୃଷ୍ଣ ଙ୍କର ମୂର୍ତ୍ତି ଆଉ ଯାହା ବିଷୟରେ ପୁରୋହିତ ଙ୍କୁ ସ୍ୱପଦେଶ ହୋଇଥିଲା |ଆଉ ତାହା ପରେ ପୋଖରୀ ଖୋଲିବାରୁ ମନ୍ଦିର ର ସନ୍ଧାନ ମିଳିଥିଲା ବୋଲି କୁହାଯାଉଛି | ଆଉ ଯେଉଁ ଘଟଣା କୁ ନେଇକି ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଯାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି କି ପୋଖରୀ ଭିତରେ ଶ୍ରୀକୃଷ୍ଣ ଙ୍କର ମୂର୍ତ୍ତି ସହିତ ଶ୍ରୀକୃଷ୍ଣ ଙ୍କର ମନ୍ଦିର ରହିଛି ବୋଲି ପୂର୍ବରୁ କୁହାଯାଉଥିବା ବେଳେ ପୋଖରୀ କୁ ଖୋଳିବା ପାଇଁ ଲୋକ ମାନେ ପ୍ରସ୍ତୁତ ହେଉଥିବା ବେଳେ କିଛି ଏଭଳି ଘଟଣା ଘଟିବାକୁ ଲାଗିଥିଲା ଯାହା ବିଷୟରେ ଆପଣ ମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି କୁହାଯାଉଛି କି ମିଳିଥିବା ସୂଚନା ଅନୁସାରେ ଗାଁ ରେ ଥିବା ପୁରୋହିତ ବସନ୍ତ କୁମାର ପଣ୍ଡା ଙ୍କର ସ୍ବପ୍ନ ରେ ଶ୍ରୀକୃଷ୍ଣ ଆସିଥିଲେ |

ଆଉ ସେ ସ୍ବପ୍ନ ଦେଇଥିଲେ କି ପୋଖରୀ ଭିତରେ ତାଙ୍କର ମନ୍ଦିର ଆଉ ବିଗ୍ରହ ରହିଛି ବୋଲି | ଆଉ ଯେଉଁ କଥା କୁ କହିଥିଲେ ପୁରୋହିତ ଗାଁ ର ଲୋକ ମାନଙ୍କୁ | ଆଉ ସେମାନେ ମଧ୍ୟ ଲୁହା ରଡ଼ କୁ ପୋଖରୀ ରେ ଥିବା ପଙ୍କ ରେ ପୁରାଇଥିଲେ ଆଉ ଖୋଜିବାକୁ ଲାଗିଥିଲେ କୋଉଠି ଅଛି ମନ୍ଦିର ବୋଲି | ତାହା ପରେ ଗୋଟିଏ ସ୍ଥାନରେ ପଥର ବାଜିବାର ଜଣା ପଡିଥିଲା , ତାହା ପରେ ସେଠାରେ ଖୋଲିବାକୁ ଲାଗିଥିଲେ ପୋଖରୀ | ଆଉ 3 ଫୁଟ ର ଗତ ଖୋଲିବା ପରେ ପଥର ଉପରେ ଶ୍ରୀ କୃଷ୍ଣ ଙ୍କର ବିଗ୍ରହ କୁ ଦେଖିବାକୁ ମିଳିଥିଲା | ଆଉ ତାହା ସହିତ ଯାହା କୁହାଯାଉଛି କି ଶ୍ରୀକୃଷ୍ଣ ମଧ୍ୟ ଗହଣା ମଧ୍ୟ ପିନ୍ଧିଥିଲେ |

ଆଉ ସେହି ଭଳି ମୂର୍ତ୍ତି କୁ ଦେଖିବା ପରେ ପୁରୋହିତ ଠାକୁର ଙ୍କର ବିଗ୍ରହ ରେ ପୋଷାକ ପିନ୍ଧାଇଥିଲେ | ତେବେ ଲୋକ ମାନଙ୍କର କହିବା କଥା କି 100 ବର୍ଷ ତଳେ ପୋଖରୀ ଖୋଳା ଯାଉଥିବା ସେହି ସ୍ଥାନରେ ମନ୍ଦିର ଟିଏ ଥିଲା ଆଉ ଶ୍ରୀକୃଷ୍ଣ ମଧ୍ୟ ପୂଜା ପାଉଥିଲେ ବୋଲି | ଆଉ ବର୍ତ୍ତମାନ ଶ୍ରୀକୃଷ୍ଣ ଙ୍କର ବିଗ୍ରହ ଠାବ କରିବାରୁ ଲୋକ ମାନେ ସେଠାକୁ ଦେଖିବା ପାଇଁ ଆସୁଛନ୍ତି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment