ହଁ ଦର୍ଶକବନ୍ଧୁ ଆପଣ ମାନେ ସମସ୍ତେ ଭାବୁଥିବେ କଥା ଟି ଗୋଟିଏ ମନ ଗଢ଼ା କାହାଣୀ ହେଇଥିବ କିନ୍ତୁ ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ, ଡାକ୍ତର ଖାନରେ ଦେଖିବାକୁ ମିଳିଛି ଗୋଟିଏ ମାଙ୍କଡକୁ, ଆଉ ଯୋଉ ଦୃଶ୍ୟକୁ ଦେଖିବା ପାଇଁ ଲାଗିଛି ଲୋକ ମାନଙ୍କର ଭିଡ |ଆଜ୍ଞା ହଁ ଡାକ୍ତର ମେଡିକାଲ ଭିତରେ ରୋଗୀକୁ ଦେଖୁଥିଲା ବେଳେ ହଟାତ ମେଡିକାଲ ଭିତରକୁ ପଶିଆସିଥିଲା ମାଙ୍କଡ ଟିଏ ଆଉ ତାର ସାଙ୍ଗରେ ଥିଲା ଗୋଟିଏ ମାଙ୍କଡ଼ ଛୁଆ , ଆଉ ତା ଦେହରେ ହେଇଥିଲା କ୍ଷତ ଯାହାକୁ ଦେଖାଇବା ପାଇଁ ମାନଂକଡ଼ଟି ମେଡିକାଲ କୁ ଦୌଡ଼ି ଆସିଛି , ଆଉ ଡାକ୍ତର ଖାନରେ ବେଡ ଉପରେ ଶୋଇଯାଇଛି |
ଆପଣ ମାନେ ମାଙ୍କଡର ଘରେ ପଶି ପରିବା ଚୋରି କରିବା ଗଛ ପତ୍ର ଭାଙ୍ଗି ଖାଇଯିବା ଓ ବହୁତ ଜିନିଷ କ୍ଷତି କରିବାର ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେବାର ଦେଖିଥିବେ ତେବେ ଆଜି ଏପରି ଏକ ଭିଡିଓ ସେସିଆଲ ମିଡିଆରେ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ |
ମାଙ୍କଡ ଟି ବେଡ଼ ଉପରେ ଶୋଇକି ରରୋ ହୋଇଥିବା କ୍ଷତ କୁ ଦେଖାଉଛି ଡାକ୍ତର ମଧ୍ୟ ମାଙ୍କଡ କୁ ମେଡିକାଲ ରେ ଦେଖି ବହୁତ ଖୁସି ହୋଇଛି ଆଉ ମଧ୍ୟ ସିଏ ଚିକିତ୍ସା କରିବା ସହିତ କହିଛି କି ଭଗବାନ ହନୁମାନ ସ୍ୱୟଂ ଆସି ମୋ ପାଖରେ ପହଞ୍ଚିଛନ୍ତି ଆଉ ସେଠି ପାଇଁ ମୁଁ ବହୁତ ଖୁସି ଅଛି, ଏମିତି କହି ଯେମିତି ଜଣେ ରୋଗୀଙ୍କର ଯତ୍ନ ଡାକ୍ତର ଜଣଙ୍କ କରନ୍ତି ଠିକ ସେହି ପରି ଚିକିତ୍ସା କୋରେଇଛନ୍ତି ଡାକ୍ତର ଜଣକ ଆଉ ତାଙ୍କ କ୍ଷତ ସ୍ଥାନରେ ଲଗାଇଛନ୍ତି ମଲମ |
ତେବେ ଏବେ ଆଶ୍ଚର୍ଯ୍ୟ ର କଥା ଉଠୁଛି ଜ ଯଦି ମଣିଷ ସୃଷ୍ଟି ରେ ଶ୍ରେଷ୍ଠ ଜୀବ ଆଉ ମଣିଷ ସବୁ କଥା ଜାଣିପାରେ ତେବେ ମାଙ୍କଡଟି କେମିତି ଜାଣିଲା କି ମେଡିକାଲ ରେ ଚିକିତ୍ସା ହୁଏ, ଓ ସେ ଆଉ କୋଉଠିକୁ ନ ଯାଇ ସିଧା ଡାକ୍ତର ଙ୍କ ପାଖକୁ କଣ ପାଇଁ ଯାଇଥିଲା | ତେବେ ମାଙ୍କଡ ର ଏପରି ହଠାତ ମେଡିକାଲ କୁ ପଶିଯିବାର ଦେଖି ଲୋକ ମାନେ ବହୁତ ଡରି ଯାଇଥିଲେ ଓ ପରେ ମାଙ୍କଡ ର ଏପରୀ କାମକୁ କୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ମାଙ୍କଡ ର ଫୋଟ ଓ ଭିଡିଓ ମଧ୍ୟ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାକୁ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।