ପ୍ରତ୍ୟେକ ଝିଅ ମାନଙ୍କର ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ ଏବଂ ଝିଅ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ଘରେ ମହିଳା ମାନେ ରହିଲେ ଶାନ୍ତି ବଜାଇ ରହିଥାଏ ଏବଂ ନାରୀ ମାନେ ଘର ପାଇଁ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ଝିଅ ମାନେ ଯେତେବେଳେ ବିବାହ କରି ଶାଶୁଘର ଯାଇଥାନ୍ତି , ସେଠାରେ ତାଙ୍କୁ ବହୁତ ସମ୍ମାନ ର ସହିତ ଗୃହ ପ୍ରବେଶ କରାଇଥାନ୍ତି । ଘର ପାଇଁ ସେମାନେ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏମିତି କିଛି ଝିଅ ମାନେ ରହିଛନ୍ତି ଯେଉଁମାନେ ଶାଶୁଘରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ 5 ଟି ନାମର ଝିଅ ଙ୍କ ବିଷୟରେ କହିବୁ , ଯେଉଁମାନେ ଶାଶୁଘରକୁ ଗଲେ ସବୁବେଳେ ଖୁସୀ ର ମାହଲ ସର୍ବଦା ରହିଥାଏ ।
1. P ନାମର ଝିଅ :-
ଏହି ନାମର ଝିଅ ମାନେ ବିବାହ ପୂର୍ବରୁ ଯେପରି ଥାନ୍ତି ବିବାହ ପରେ ମଧ୍ୟ ସେମାନଙ୍କ ସ୍ୱାଭାବରେ କୌଣସି ପରିବର୍ତ୍ତନ ହୋଇ ନଥାଏ । ଏହି ଝିଅ ମାନେ ହୃଦୟ ରୁ ବହୁତ ଭଲ ହୋଇଥାନ୍ତି ଏବଂ ନିଜ ପାର୍ଟନର ଯତ୍ନ ନେବା ସହିତ ପୂରା ପରିବାରର ଯତ୍ନ ନେଇଥାନ୍ତି । ସର୍ବଦା ଅନ୍ୟର ଦୁଃଖକୁ ନିଜର କରିଥାନ୍ତି ଏବଂ ବଚନରେ ମଧ୍ୟ ଏମାନେ ବହୁତ ଭଲ ହୋଇଥାନ୍ତି । ଯେଉଁ କାରଣରୁ ସେମାନେ ଶାଶୁଘର ଲୋକଙ୍କର ପ୍ରିୟ ହୋଇଥାନ୍ତି ।
2. D ନାମର ଝିଅ :-
ଏହି ନାମର ଝିଅମାନେ ଶାଶୁଘରେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି , ନିଜ ଲୋକଙ୍କ ମନକୁ କିପରି ଜିତିବାକୁ ହୁଏ ଏହା ସେମାନଙ୍କୁ ବେଶ ଭଲ ଭାବରେ ଜଣାଥାଏ । ଏମାନେ କାମରେ ବେଶ ଭଲ ହୋଇଥାନ୍ତି ଏବଂ ନିଜ ଜୀବନ ସାଥୀଙ୍କର ବହୁତ ପ୍ରିୟ ହୋଇଥାନ୍ତି ।
3. S ନାମର ଝିଅ :-
ଏସ୍ ନାମର ଝିଅ ମାନେ କୌଣସି ପରିସ୍ଥିତିକୁ ଠିକ୍ କରିବାକୁ କ୍ଷମତା ରଖନ୍ତି , ଯେଉଁ କାରଣରୁ ଶାଶୁଘର ଲୋକମାନେ ଅଧିକ ସପୋର୍ଟ କରିଥାନ୍ତି । ଏମାନେ ନିଜ ଜୀବନ ସାଥୀ ଓ ପରିବାର ର ମଙ୍ଗଳ ପାଇଁ ହିଁ କାର୍ଯ୍ୟ କରିଥାନ୍ତି । ତେଣୁ ଏମାନେ ଶାଶୁଘର ଲୋକମାନଙ୍କର ପ୍ରିୟ ହୋଇଥାନ୍ତି ।
4. R ନାମର ଝିଅ :-
ଏହି ନାମର ଝିଅ ମାନେ ନିଜ କ୍ୟାରିଅର ପାଇଁ ଖୁବ୍ ସତର୍କ ରହିଥାନ୍ତି , ଏଥିସହିତ ପରିବାରକୁ ସାଥିରେ ନେଇ ଚାଲିବାକୁ ପସନ୍ଦ କରନ୍ତି । ମନରୁ ଏମାନେ ବହୁତ ସରଳ ହୋଇଥାନ୍ତି , ନିଜ ପାର୍ଟନରର ମଧ୍ୟ ପ୍ରିୟ ହୋଇଥାନ୍ତି ।
5. N ନାମର ଝିଅ :-
ଏମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି , ଶାଶୁଘର ଲୋକଙ୍କର ଯତ୍ନ ନେଇଥାନ୍ତି । ଏମାନଙ୍କର ପାଦ ଶାଶୁଘରେ ପଡିବା ମାତ୍ରେ ଘରକୁ ସକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ଅନ୍ୟ ମାନଙ୍କର ଖୁସୀ ଲାଗି ସର୍ବଦା ତତ୍ପର ହୋଇଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।