ଦେଖନ୍ତୁ ଭିଡ଼ିଓ : ଶାଶୁ ଘରେ ଅଭିନେତ୍ରୀ ଗୁନଗୁନ ନଣନ୍ଦ ଙ୍କ ସହ ଜବରଦସ୍ତ ଡ୍ୟାନ୍ସ, ଭିଡ଼ିଓ ଭାଇରାଲ…

0

ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଭିନ୍ନ ଧରଣର ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ପ୍ରତିଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଅନେକ ଇଚ୍ଛା ଜାଗ୍ରତ ହୋଇଥାଏ। ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ସେମାନେ ତାଙ୍କର ଫ୍ୟାନ ହୋଇ ଯାଇ ଥାଆନ୍ତି। ଅଭିନେତ୍ରୀ ଓ ଅଭିନେତାଙ୍କ ଜୀବନରେ କଣ ସବୁ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନେ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଅଭିନେତ୍ରୀ ଗୁନଗୁନ ତାଙ୍କ ଶାଶୂଘରେ ପ୍ରଥମ ଥର ପାଇଁ ନାଚୁ ଥିବାର ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଗୁନଗୁନଙ୍କୁ ଆପଣ ମାନେ ବେଶ ଭାବରେ ଜାଣିଥିବେ, ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ସବୁ ରିୟାଲିଟି ଶୋ ରେ ଖୁବ ସୁନ୍ଦର ଭାବରେ ୟାଙ୍କରିଙ୍ଗ କରି ଥାଆନ୍ତି। ସେ ତାଙ୍କ ୟାଙ୍କରିଙ୍ଗ ପାଇଁ ଆଜି ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ଏଥି ସହିତ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳେ ପାଇଁ ସେ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି। ସେ ତାଙ୍କ ୟାଙ୍କରିଙ୍ଗ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ପ୍ରକାରର ହୋଇଥାଏ।

ତେବେ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଗୁନଗୁନ ସେ କିଛି ଦିନ ତଳେ ବିବାହ କରିଛନ୍ତି ଓ ସେ ତାଙ୍କ ବହାଘରକୁ ନେଇ ବହୁତ ଖୁସି ମଧ୍ୟ ଅଛନ୍ତି। ସେ ସବୁବେଳେ ପାଇଁ ସୋସିଆଲ ମିଡିଆରେ ନଜର ଆସି ଥାଆନ୍ତି ଓ ନୂଆ ନୂଆ ଫୋଟୋ ଓ ଭିଡ଼ିଓ କରି ସେୟାର କରି ଥାଆନ୍ତି। ଅଭିନେତ୍ରୀ ତାଙ୍କ ମେହେନ୍ଦୀ ଠାରୁ ଆରମ୍ଭ କରି ବିବାହର ସବୁ ରୀତି ପ୍ରଥା ପରମ୍ପରା ପର୍ଯ୍ୟନ୍ତ ସବୁର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ତାଙ୍କ ଫ୍ୟାନ୍ସ ମାନେ ଦେଖି ମଧ୍ୟ ବହୁତ ପସନ୍ଦ କରିଥିଲେ। ସେ ବର୍ତ୍ତମାନ ବିବାହ ପରେ ତାଙ୍କ ଶାଶୂଘରେ ରହିଛନ୍ତି। ସେ ତାଙ୍କ ଶାଶୂଘରେ ବହୁତ ଖୁସିରେ ଅଛନ୍ତି ବୋଲି ନଜର ଆସୁଛନ୍ତି। ତେବେ ସେ ପ୍ରଥମ ଥର ପାଇଁ ସେ ତାଙ୍କ ଶାଶୁଘରେ ତାଙ୍କ ନଣନ୍ଦଙ୍କ ସହିତ ମିଶି ଖୁବ ସୁନ୍ଦର ଭାବରେ ନାଚୁ ଥିବାର ଦେଖିବା ପାଇଁ ମିଳିଛି। ସେ ନାଚୁଥିବା ସମୟରେ ବହୁତ ସୁନ୍ଦର ମଧ୍ୟ ଦିଶୁଛନ୍ତି। ତାଙ୍କର ଏହି ଭିଡ଼ିଓ ଦେଖି ଲୋକ ମାନେ ଲାଇକ କରିବା ସହିତ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଅଭିନେତ୍ରୀଙ୍କୁ ମଧ୍ୟ ଭଲ ପାଇବା ଦେଇଛନ୍ତି। ସେ ତାଙ୍କ ବୈବାହିକ ଜୀବନ ଖୁସିରେ କଟୁ ବୋଲି ସମସ୍ତେ ଇଚ୍ଛା ପ୍ରକାଶ କରିଛନ୍ତି।