ଜାଙ୍କଲିନ ପରିଡା ଓଡ଼ିଆ ଫିଲ୍ମ୍ ଏବଂ ଧାରାବାହିକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା।ଆପଣମାନେ ଜାଣିଛନ୍ତି ଯେ ସେ ଉଭୟ ଛୋଟ ଓ ବଡ଼ ପରଦାରେ ବଡ଼ ଧମାକା ଦେଖାଉଥିବା ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ। ତେବେ ଆପଣ ତ ଜାଣିଛନ୍ତି ମନୋରଞ୍ଜନ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କର କଥା ସବୁବେଳେ ଟିକେ ଭିନ୍ନ ଏବଂ ନିଆରା ହୋଇଥାଏ। ଯେଉଁ କାରଣରୁ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ଅଭିନୟ ପାଇଁ ହେଉ କି ସେମାନଙ୍କ ବୋଲ୍ଡ ଅନ୍ଦାଜ ପାଇଁ ହେଉ ଚର୍ଚ୍ଚାରେ ରହିଥାନ୍ତି।
ଏମିତି ରେ ଆପଣ ତ ଜାଣିଛନ୍ତି ସେଲେବ୍ରେଟି ମାନଙ୍କର ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ଟିକେ ଭିନ୍ନ। ସେହିଭଳି ଭାବରେ କିଛି ଏମିତି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ। ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି।ଅନେକ ସମୟରେ ସେମାନଙ୍କ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେମାନେ ଚର୍ଚ୍ଚାରେ ରହିଥାନ୍ତି। ସେମାନଙ୍କ ର ଯେଉଁ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ ତାହା ଫ୍ୟାନ ମାନଙ୍କୁ ସେମାନଙ୍କ ସହ କୌଣସି କଥାକୁ ନେଇ ଜଡ଼ିତ ରହିବାକୁ ଏକ ସ୍ଵତନ୍ତ୍ର ମାହଲ୍ ସୃଷ୍ଟି କରିଥାଏ।
ସେହିପରି ଓଡ଼ିଶାର ଓଡ଼ିଆ ଟେଲି ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ଜାଙ୍କଲିନ ପରିଡ଼ା ବେଶ୍ ପରିଚିତ। ନିକଟରେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।ସେ ତାଙ୍କର ପୁରୁଷ ବନ୍ଧୁ ଅରବିନ୍ଦ ଙ୍କୁ ବିବାହ କରିଛନ୍ତି।ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବାର ଦେଖିବକୁ ମିଳୁଛି। ତେବେ ବିବାହ ପୂର୍ବରୁ ଏବଂ ବିବାହ ପରେ ସେ ତାଙ୍କର ଅନେକ ଫଟୋ, ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ଦେଖିବାକୁ ମିଳିଥାଏ। ଯାହା ପ୍ରଶଂସକ ମାନଙ୍କ ପାଇଁ ସେ ପୋଷ୍ଟ କରିଥିବା ଦେଖିବାକୁ ମିଳିଥାଏ।
ତେବେ ଏବେ ପୁଣି ଏହି ଅଭିନେତ୍ରୀ ତାଙ୍କ ଶାଶୁ ଘରେ ରହି ଫଟୋ ଶୁଟ କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି।ସେ ବିଭିନ୍ନ ରଙ୍ଗର ଶାଢ଼ୀ ପିନ୍ଧି ବିଭିନ୍ନ ଶୈଳୀ ରେ ଫଟୋ ଉଠାଉଛନ୍ତି।ସେ ବହୁତ୍ ସୁନ୍ଦର୍ ସୁନ୍ଦର୍ ଫଟୋ ସେ ଉଠାଇଛନ୍ତି ଏବଂ ଏଭଳି ସେ ଲୁକ୍ସ ନେଇଛନ୍ତି ଯେ ସେ ବହୁତ୍ ସୁନ୍ଦର୍ ଲାଗୁ ଛନ୍ତି। ଅନେକ ସମୟରେ ସେ ଏଭଳି ଅନେକ ଜାଗାରେ ସୁନ୍ଦର୍ ସୁନ୍ଦର୍ ଫଟୋ ସବୁ ଉଠାଇ ଥିବାର ଆଗରୁ ଦେଖିବାକୁ ମିଳିଛି। ଏବେ ପୁଣି ତାଙ୍କର ଏଭଳି ଗେଟ୍ ଅପ୍ କୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ଏବଂ ପ୍ରତିକ୍ରିୟା ମାନ ଦେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।