ଦେଖନ୍ତୁ ଭିଡ଼ିଓ – ଶଶୁର ସହ ଫେରାର ହେଲା ବୋହୁ । ସ୍ୱାମୀ କୁ ଭିଡ଼ିଓ Call କରି ଭୁଲି ଯିବାକୁ କହିଲା ସ୍ତ୍ରୀ, ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ…

0

ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ। କଣସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ ?

କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା ? ସମାଜରେ ଲୋକମାନଙ୍କ କାର୍ଯ୍ୟ କଲାପ ଏବଂ ସମ୍ପର୍କର ଗୁରୁତ୍ୱକୁ ନେଇ ଏକ ବିରାଟ ବିଡମ୍ବନା ଏବେ ଦେଖିବାକୁ ମିଳୁଛି।

ଆଉ ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ। କାରଣ ବେଳେବେଳେ ଏହି ସମାଜରେ ଆମେ ଏମିତି କିଛି ଘଟଣା ସମ୍ପର୍କରେ ଆସିଥାଉ ଯାହା ଆମକୁ ଲଜ୍ୟା ବୋଧ କରାଇଥାଏ।ଏହା ଭାବିବାକୁ ବାଧ୍ୟ କରିଥାଏ ଯେ ସତରେ କଣ ବଦଳି ଯାଇଛି ଏହି ଦୁନିଆ। ସମ୍ପର୍କର ମୂଲ୍ୟ କଣ ଏଠାରେ କିଛି ନାହିଁ? ନିଜର କାମ ବାସନା କୁ ଚରିତାର୍ଥ କରିବା ପାଇଁ ମଣିଷ ନିଜର ସଂଯମତା ହରାଇ କିଛି ବି କରିବାକୁ ପଛାଉ ନାହିଁ।ବାପ ଝିଅ ର ସମ୍ପର୍କ ସହିତ ସାମଞ୍ଜସ୍ୟ ରଖୁଥିବା ଶ୍ବଶୁର ବୋହୂ ସମ୍ପର୍କ ରେ ଏହି ଭଳି ଭାବରେ ତିକ୍ତତା ସମାଜକୁ ଏକ ଭିନ୍ନ ଦିଗକୁ ନେଇ ଯାଉଛି। ଯାହା ସମସ୍ତଙ୍କୁ ବାଧ୍ୟ କରୁଛି ସମ୍ପର୍କ କୁ ପରଖି ବିଶ୍ୱାସ କରିବା ପାଇଁ।

ତେବେ ଆଜିର ସମାଜ ରେ କାହାର ପ୍ରବୃତ୍ତି ଜାଣିବା ପ୍ରକୃତ ପକ୍ଷେ ଏତେ ସହଜ କିମ୍ବାସମ୍ଭବ ନୁହଁ।କାରଣ କାହା ମନରେ କଣ୍ ଅଛି ଏହା ଜାଣିବା ବହୁତ୍ କଷ୍ଟକର।କିନ୍ତୁ ଶ୍ଵଶୁର- ବୋହୂ, ଏହି ସମ୍ପର୍କ ରେ ମଧ୍ୟ ଏବେ କଳଙ୍କ ର ଟିପା ଲାଗିବାରେ ଲାଗିଛି। ଯାହା ଏହି ସଭ୍ୟ ଶିକ୍ଷିତ ସମାଜ ପାଇଁ ଏକ କୁଠାରାଘାତ ସଦୃଶ ଅଟେ।ଏହି ଭଳି ଘଟଣା ଘଟିଛି ପିପିଲି ଥାନା କ୍ଷେତ୍ରରେ।

ଏହି ଘଟଣାରେ ପୁତ୍ରବଧୂ ଆଣିଛି ଏକ ସଙ୍ଗୀନ ଅଭିଯୋଗ ନିଜ ଶ୍ବଶୁର ନାମରେ ଯେ ତାଙ୍କ ଶ୍ବଶୁର ତାଙ୍କୁ ଦୁଷ୍କର୍ମ କରିଛନ୍ତି।ଏହି ଘଟଣା ପରେ ଅର୍ଥାତ୍ ବୋହୂ ର ପ୍ରତ୍ୟକ୍ଷ ଅଭିଯୋଗ ପରେ ଓ ପ୍ରମାଣ ଦେଖାଇବା ପରେ ଘଟିଛି ଏକ ଅଭାବନୀୟ ଘଟଣା।

ଘଟଣାଟି ଝାଡ଼ଖଣ୍ଡର ଭାଗବନପୂର୍ ରେ ଘଟିଛି।ଏଠାରେ ନବ ବିବାହିତା ବୋହୂର ତାର ଶଶୁର ସହିତ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ସେମାନେ ଉଭୟ ସ୍ଵାମୀଙ୍କ ଅନୁପସ୍ଥିତ ରେ ଘରୁ ପଲାଇ ଯାଇ ବିବାହ କରିଛନ୍ତି।ଆଉ ଏ ବିଷୟରେ ଭିଡିଓ କଲ୍ କରି ସ୍ବାମୀଙ୍କୁ ଜଣାଇଛି ମହିଳା ଜଣଙ୍କ।ଆଉ ଏହି ଘଟଣା ସ୍ବାମୀ ଜାଣିବା ପରେ ଏହା ପ୍ରଘଟ ହୋଇଥିଲା ଏବଂ ଉକ୍ତ ଅଞ୍ଚଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।