ଶେଷରେ ହେଲା ଶେଷ ନିଷ୍ପତି ! ଆମେ ଆଉ କେତେଦିନ ଲଢ଼ିବୁ ? ଶେଷ ରେ ଆମେ ଆତ୍ମହୂତି ଦେବୁ….

0

ପ୍ରତିଦିନ ଆପଣମାନେ ନିଶ୍ଚିତ ଭାବରେ ଅବଗତ ହେଉଥିବେ ଯେ ବର୍ତ୍ତମାନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଭଳି ଅପରାଧିକ ଘଟଣା କିପରି ଭାବେ ବଢି ବଢି ଚାଲିଛି। ପ୍ରତ୍ୟେକ ଦିନ ଖବର କାଗଜ ଟିଭି ଏବଂ ସୋସିଆଲ ମିଡିଆରେ କିଛି ନା କିଛି ଅପରାଧିକ ଘଟଣା ଚୋରି, ଡକାୟତ, ଦୁଷ୍କମ ଓ ହତ୍ୟା ଭଳି ଘଟଣା ଦେଖିବା ପାଇଁ ମିଳୁଛି। ଏହି ସବୁ ଅପରାଧ ବ୍ୟତୀତ ପାରିବାରିକ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବରେ ସମାଜରେ ଦେଖିବା ପାଇଁ ମିଳୁଛି। ତେବେ ଲୋକମାନେ ବର୍ତ୍ତମାନ ଚାପ ଆଡ଼କୁ ଧୀରେ ଧୀରେ ଗତି କରୁଛି। ଏହାକୁ କେନ୍ଦ୍ରକରି ସମାଜରେ ବିଭିନ୍ନ ପ୍ରକାର ଅପରାଧ ଘଟୁଛି। ଅପରାଧ ଏଭଳି ଭାବରେ ହେଉଛି, ପୋଲିସ ମଧ୍ୟ ଅପରାଧିକୁ ଧରିବାରେ ସଫଳ ହୋଇ ପାରୁନାହାନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାଣିଛନ୍ତି ଯେ ଗତ କିଛି ଦିନ ଧରି ସାରା ଓଡ଼ିଶାରେ କେବଳ ACF ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହି ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି। ପ୍ରତ୍ୟେକ ଦିନ କିଛିନା କିଛି ତଥ୍ୟ ବିଷୟରେ ସୂଚନା ମିଳୁଛି। କିନ୍ତୁ ସାରା ଓଡ଼ିଶା ବାସୀଙ୍କ ମନରେ କେବଳ ପ୍ରଶ୍ନ ଯେ, ACF ମୃତ୍ୟୁ ରହସ୍ୟ କେବେ ସାମ୍ନାକୁ ଆସିବ, ତେବେ ବର୍ତ୍ତମାନ ସମୟରେ, ତାଙ୍କ ବାପା ଓ ମାଆ ତାଙ୍କ ପୁଅକୁ ନ୍ୟାୟ ଦିଆ ଯାଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ, ତାଙ୍କ ସମ୍ପର୍କୀୟ ଭାଇ, ପରୋକ୍ଷ ମନ୍ତ୍ରୀ ବିକ୍ରମ କେଶରୀ ଆରୂପଙ୍କ ଆଡକୁ ଆଙ୍ଗୁଳି ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟକୁ ଆସି ସ୍ମାରକ ପତ୍ର ଦେବା ଏବଂ ଏଥି ସହ ମନ୍ତ୍ରୀଙ୍କ ବଦଳି କରା ଯାଇଛି ବୋଲି ସନ୍ଦେହ କରା ଯାଇଛି। ଏଥି ସହିତ ସୌମ୍ୟଙ୍କ ବାପା ମଧ୍ୟ ମନ୍ତ୍ରୀଙ୍କ ବଦଳିକୁ ନେଇ ସନ୍ଦେହ ଘେରରେ ରହିଛନ୍ତି।

ତେବେ ବୁଢା ବାପା ଓ ମାଆ ନିଜର ପୁଅର ମୃତ୍ୟୁକୁ ଛାତିରେ ଚାପି ରଖି ବହୁତ କଷ୍ଟ ସହିଲେଣି। ଏବଂ ସେମାଙ୍କର ପ୍ରଶାସନ ଉପରେ ଭରସା ନାହିଁ ବୋଲି କହୁଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ କରୁଛନ୍ତି ତାଙ୍କ ପୁଅକୁ ନ୍ୟାୟ ଦିଆ ଯାଉ, ଯଦି ନ୍ୟାୟ ନ ଦେବେ ତାହେଲେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବେ ଏବଂ ଯଦି କୌଣସି ପ୍ରକାରେ କିଛି ନ କରା ଯାଏ, ଶେଷରେ ମୁଖ୍ୟମନ୍ତ୍ରୀ ନିବାସ ନିକଟରେ ଆତ୍ମହୁତି ଦେବେ ବୋଲି କହୁଛନ୍ତି। ତାଙ୍କ ମାଆ ସାରା ଓଡିଶା ବାସୀଙ୍କୁ ତାଙ୍କ ପୁଅକୁ ନ୍ୟାୟ ମିଳୁ ବୋଲି ଅନୁରୋଧ କରୁଛନ୍ତି। ତେଣୁ ଆପଣ ମାନେ ସମସ୍ତେ ଆଗେଇ ଆସନ୍ତୁ ACF ଙ୍କୁ ନ୍ୟାୟ ଦେବା ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।