ଦେଖନ୍ତୁ ଭିଡିଓ – ଶେଷରେ ଧିରେଧିରେ ଖୋଲୁଛି ଲୁଚି ରହିଥିବା ଗୁମର ମୋ ସ୍ବାମୀ “ବାଥରୁମ” ରେ ଲୁଚି କଥା ହେଉଥିଲେ ଆଉ ତା’ପରେ ମୋତେ…

0

ପ୍ରେମ ଏକ ପବିତ୍ର ସମ୍ପର୍କ। ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏକି ପ୍ରେମ କରି ନାହାନ୍ତି। ଯଦି ଦେଖିବା ଆଜି କାଲିର ଯୁବକ ଯୁବତୀ ମାନେ ଭଲ ପାଉଛନ୍ତି। ଏହାପରେ ଯେତେବେଳେ ବିବାହର ସମୟ ଆସେ ସେତେବେଳେ ଘର ଲୋକ ରାଜି ହୋଇନଥାନ୍ତି। ଆରମ୍ଭ ହୋଇଯାଏ ବିଭିନ୍ନ ପ୍ରକାର କଳହ। ଆଉ ଯଦି ଯୁବକ ଯୁବତୀ ବାପା ମାଆଙ୍କ ବିରୋଧରେ ବିବାହ କରିଗଲା। କିଛି ବାପା ମାଆ ଅଛନ୍ତି, ଉଭୟ ପୁଅ ବୋହୂକୁ ଗ୍ରହଣ କରି ନିଅନ୍ତି।

ଆଉ କିଛି ଅଛନ୍ତି ଯଦି ବି ଗ୍ରହଣ କରନ୍ତି। ବିଭନ୍ନ ନିର୍ଯାତନା ମଧ୍ୟ ଦେଉଥିବାର ଦେଖିବା ପାଇଁ ମିଳିଛି। ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି। ଆପଣ ମାନେ ଅଳ୍ପ ବହୁତେ ଜାଣିଥିବେ ଜଣେ ମହିଳା ନିଜ ସ୍ୱାମୀଙ୍କ ଘର ଆଗରେ ବଧୂ ବେଶରେ ବସି ରହିଛନ୍ତି ବିବାହ କରିବା ପାଇଁ। ସୂଚନା ମୁତାବକ ଉଭୟଙ୍କ ମଧ୍ୟରେ କୋର୍ଟ ରେ ବିବାହ ସରିଥିଲା। ଏହାପରେ ସେମାନେ ଘୋର ଭଡ଼ା ନେଇ ରହୁଥିଲେ। ତାଙ୍କ ଶ୍ୱଶୁର ଘୋର ଲୋକେ ତାଙ୍କୁ ନେଇ ଆସିଥିଲେ।

ଆସିଲା ପରେ ତାଙ୍କ ଶ୍ୱଶୁର ତାଙ୍କୁ ଅନେକ ନିର୍ଯ୍ୟାତନା ଦେଇଥିବା କଥା ତପସ୍ୱିନୀ କହିଛନ୍ତି। ସମାଜ ସାମ୍ନାରେ ବିବାହ ହୋଇ ନଥିବା କଥା କହିଛନ୍ତି। ତେଣୁ ପୁଣି ବୈଦିକ ରୀତି ନୀତିରେ ଯେମିତି ବିବାହ ହୋଇଥାଏ। ଠିକ ସେହିଭଳି ବିବାହ ହେବା କଥା ସେ କହିଛନ୍ତି। ଯେହେତୁ ସ୍ୱାମୀ ଘରେ ସ୍ତ୍ରୀର ବିବାହ ଭଲ ଲାଗିବ ନାହିଁ। ତେଣୁ ନିଜ ବାପା ଘରକୁ ଆସି ବିବାହର ସବୁ ଆୟଜନ ସରିଥିଲା। କିନ୍ତୁ ପୁଅ ଘୋର ଲୋକ ଆସିନଥିଲା। ମହିଳା ଜଣକ ସ୍ୱାମୀ ଘର ଆଗରେ ବସିଛି ବିବାହ କରିବା ପାଇଁ ତପସ୍ୱିନୀଙ୍କ କହିବା କଥା ଯେ ତାଙ୍କ ସ୍ୱାମୀ ବିବାହ କରିବା ପାଇଁ ରାଜି ଅଛନ୍ତି।

ତାଙ୍କ ଶ୍ୱଶୁର ମନା କରିଦେଇଛନ୍ତି, କଥା ହେବା ପାଇଁ ଏହାପରେ ମଧ୍ୟ ସେ କମଳ ତଳେ ବାଥରୁମରେ ଲୁଚି ଲୁଚି ଭିଡ଼ିଓ କୋଲ କରନ୍ତି। ଯାହାବି ହେଉ ଫେବୃଆରୀ ମାସ ପର୍ଯ୍ୟନ୍ତ ସବୁ ଠିକ ଚାଲିଥିଲା। ତପସ୍ୱିନୀ ତାଙ୍କ ନାଁରେ ମଧ୍ୟ ଗୋଟିଏ କେସ ମଧ୍ୟ ଦେଇଛନ୍ତି। ଡିଭରର୍ସ ପାଇଁ ମଧ୍ୟ ତାଙ୍କ ସ୍ବାମୀ ଆବେଦନ କରିଛନ୍ତି। ଏପଟେ ତାଙ୍କ ସ୍ବାମୀଙ୍କ କହିବା କଥା ଯେ ଆଇନ ରେ ଯାହା ହେବ ସେଥିପାଇଁ ସେ ରାଜି ଅଛନ୍ତି। କିନ୍ତୁ ତପସ୍ୱିନୀ ସେ ବିବାହ କରିବେ ଘୋର ସଂସାର କରିବା ପାଇଁ ତାଙ୍କର ଅନେକ ଇଚ୍ଛା ରହିଛି। ଦେଖାଯାଉ କଣ ହେଉଛି ଆଗକୁ ଯଦି ଦେଖିବା ମହିଳା ଜଣକ ଅନେକ ହଇରାଣ ହେଲେଣି। ହେଲେ ଶାଶୂଘର ଲୋକ ତାଙ୍କୁ ଗ୍ରହଣ କରିବା ପାଇଁ ନାରାଜ। ଆଇନ ରେ ଯାହା ହେବ ସେମାନେ ଗ୍ରହଣ କରିବା ପାଇଁ ରାଜି ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।