ଦେଖନ୍ତୁ ଭିଡ଼ିଓ : ଶେଷରେ ସ୍ତ୍ରୀ କଲେ ବଡ ଖୁଲାସା ! ସେଦିନ ଏହି ଛୋଟିଆ ଭୁଲ ପାଇଁ ମୋ ସାମ୍ନାରେ ପୋଡ଼ିଗଲେ…ପୁରା ଘାଟଣ ଜାଣିଲେ ଲୋମ ଟାଙ୍କୁରୀ ଉଠିବ…

0

ବନ୍ଧୁଗଣ ଆଜିକାଲିର ସୋସିଆଲ ମିଡ଼ିଆ ଯୁଗରେ ପ୍ରତିଦିନ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳିଥାଏ। ତେବେ ପ୍ରତିଦିନ ହତ୍ୟା, ରେପ , ମର୍ଡର ଇତ୍ୟାଦି ଘଟଣା ଦେଖିବା ପାଇଁ ମିଳିଥାଏ। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଏଭଳି ଘଟଣା କିଛି ନୂଆ କଥା ନୁହେଁ। କିନ୍ତୁ ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ଯାହା ସନ୍ଧେହ ଘେରରେ ରହିଯାଇଥାଏ, ଏହା ସତ୍ୟତା ଜାଣିବା ଜାଣିବା ପାଇଁ CBI ଭଳି ସଂସ୍ଥାର ଆବଶ୍ୟକତା ପଡେ। ଆପଣ ମାନେ ସମାଜରେ ଅନେକ ଏପରି ଘଟଣା ଦେଖିଥିବେ, ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ଲାଗିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଘଟଣାଟି ବିଷୟରେ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ଲାଗିବ ଏବଂ ଦୁଃଖ ନିଶ୍ଚିତ ଭାବରେ ଲାଗିବ। ଘଟଣା ଟି ହେଉଛି, ACF କର୍ମଚାରୀ ସ୍ଥିର ଉପସ୍ଥିତିରେ ନିଆଁରେ ପୋଡି ମୃତ୍ୟୁ ହୋଇଯାଇଛି, ହେଲେ ତାଙ୍କ ସ୍ତ୍ରୀର କିଛି ହୋଇ ନାହିଁ, ବର୍ତ୍ତମାନ ସନ୍ଦେହ ଘେରରେ ରହିଛି, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଏଭଳି ଏକ ଘଟଣା ପାରଳାଖେମୁଣ୍ଡି ସ୍ଥିତ କ୍ବାଟରରେ ଘଟିଯାଇଛି। ସୂଚନା ଅନୁସାରେ ସହକାରୀ ବନ ସଂରକ୍ଷକ ସ୍ୱମ୍ୟରଂଜନ ମହାପାତ୍ର ସରକାରୀ କ୍ୱାଟର ରେ ନିଜ ସ୍ତ୍ରୀ ସହିତ ରହୁଥିଲେ। ହଠାତ ସେ ଜଳିଯାଇଥିଲେ, ତାଙ୍କ ସ୍ତ୍ରୀ ଏବଂ ରୁଷେୟା ଉପସ୍ଥିତ ଥିଲେ। ଏହା ପରେ ତାଙ୍କ ସ୍ତ୍ରୀ ପଡୋଶୀଙ୍କୁ ଡାକି ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡ଼ିକାଲ ପରେ ବ୍ରହ୍ମପୁର ମେଡ଼ିକାଲ, ସେଠାରେ ତାଙ୍କୁ କଟକ ବଡ଼ମେଡିକାଲ ଆଣିବା ପାଇଁ କହିଥିଲେ। ଦିର୍ଘ ୧୨ ଘଣ୍ଟା ଜୀବନ ସହିତ ସଂଘର୍ଷ କରି ଶେଷରେ ସେ ଆଖି ବୁଝି ଦେଇଥିଲେ। ତେବେ ତାଙ୍କର ଦେହରେ ୯୦ ପ୍ରତିଶତ ପୋଡି ଯାଇଥିଲା।

ଏହା ପରେ ପାରଳାଖେମୁଣ୍ଡି ପୋଲିସ ତାଙ୍କ କ୍ୱାଟରକୁ ଆସି ଛାନଭିନ କରିଥିଲେ। ଅନେକ ଖୋଜାଖୋଜି କରିବା ପରେ ତାଙ୍କ ବାସ ଭବନରୁ ଏକ କିରସିନୀ ବୋତଲ ବାହାରିଛି। ତଦନ୍ତରୁ ଜଣାପଡିଛି ଯେ ଏହା ଏକ ଅଘଟଣ, କିନ୍ତୁ ଏପଟେ ସ୍ୱମ୍ୟରଂଜନଙ୍କର ଘୋର ଲୋକେ ଅଭିଯୋଗ କରିଛନ୍ତି, ଯେ ଏହା ଏକ ପୂର୍ବ ପ୍ରସ୍ତୁତି ଯୋଜନା ହତ୍ୟା, କାରଣ ତାଙ୍କ ବହୁ ଏବଂ ରୁଷେୟାର କିଛି ହେଲାଣି କିପରି ?

ଏହା ବ୍ୟତୀତ ତାଙ୍କ ଉପରସ୍ତ ଅଧିକାରୀ ମଧ୍ୟ ମାରିଥାଇ ପାରନ୍ତି, କାରଣ ସେ ସବୁବେଳେ ତାଙ୍କ ବାସ ଭବନକୁ ଆସୁଥିଲେ, ସେଥିପାଇଁ ଏହାର CBI ତଦନ୍ତ ହେଉ ବୋଲି ଦାବି କରିଛନ୍ତି। ଏହା ପରେ ସ୍ୱମ୍ୟରଂଜନଙ୍କ ସ୍ତ୍ରୀ ମୁହଁ ଖୋଲି କହିଛନ୍ତି, ଯେ ଏହା ଏକ ଅଘଟଣ। ତେବେ ବର୍ତ୍ତମାନ ପୋଲିସ ତଦନ୍ତ ଜାରିରଖିଛନ୍ତି, ଆହୁରି ଖୋଲତାଳ କଲେ ଜଣା ପଡିବ, ଆମର ପ୍ରଶାସନ ନିକଟରେ ଏତିକି ପ୍ରାର୍ଥନା ଯେ ନିରପେକ୍ଷ ଭାବରେ ତଦନ୍ତ କରି, ଘଟଣାର ସତ୍ୟା ସତ୍ୟା ବାହାର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।