ଶେଷରେ ମହା ଖୁଲାସା ! ମନୀଷଙ୍କୁ ହତ୍ୟା କରି ପାତ୍ରପଡାସ୍ଥିତ ପୋଖରୀରେ ଫିଙ୍ଗିବା ବେଳର ଦୃଶ୍ୟ….ଦେଖନ୍ତୁ Viral ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ସମାଜରେ ଅନୀତି,ଅତ୍ୟାଚାର ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ମାଡ଼ପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ହିଂସ୍ର ପାଲଟିବା ସହିତ ଲୋକ ମାନଙ୍କୁ ଜୀବନରୁ ମାରିବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସେମାନଙ୍କ ମନରେ ଭୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଏମିତିକି ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଡ଼ିଶାର କେବଳ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଖୁବ ଜୋର ସୋର ଭାବରେ ଚାଲିଛି। ତାହା ହେଉଛି ମନୀସ ଅନୁରାଗ ଦାସଙ୍କ ମୃତ୍ୟୁ, ତେବେ ଏହି ହତ୍ୟା , ତାଙ୍କ ମୃତ୍ୟୁରେ ତାଙ୍କ ସାଙ୍ଗ ମାନଙ୍କ ହାତ ରହିଛି ବୋଲି ସୂଚନା ରହିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀସ ଅନୁରାଗ ଦାସଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ଯେଉଁ ମାନେ ସାମିଲ ଥିଲେ ପୋଲିସ କିଛି ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। କିନ୍ତୁ ତାଙ୍କୁ କେଉଁମାନେ ମାରିଥିଲେ ତାହା ସ୍ପଷ୍ଟ ହୋଇ ନଥିଲା। ପୋଲିସ ଉପରେ କିନ୍ତୁ ତାଙ୍କ ପରିବାର ଲୋକ ମାନଙ୍କର ବହୁ ଭରସା ଓ ବିଶ୍ୱାସ ରହିଥିଲା। ପୋଲିସ ମଧ୍ୟ ପ୍ରକୃତ ହତ୍ୟାକାରୀଙ୍କୁ ଧରି ତାଙ୍କୁ ଗିରଫ କରିବ ବୋଲି କଥା ଦେଇଥିଲା। ପୋଲିସ ତାଙ୍କ କର୍ତ୍ତବ୍ୟରେ କେବେ ହେଲେ ବି ଅବହେଳା କରି ନାହାନ୍ତି। ତାଙ୍କ ମୃତ୍ୟୁର ରହସ୍ୟକୁ ଖୋଜିବା ପାଇଁ ତନା ଘନା କରି ଚାଲିଥିଲା ଓ ତାଙ୍କ କଥାରେ ମଧ୍ୟ ସେ ସଫଳ ହୋଇଛନ୍ତି।

ବର୍ତ୍ତମାନ ଏକ ବଡ଼ ଖବର ପୋଲିସ ହାତରେ ଲାଗିଛି, ଯେଉଁମାନେ ତାଙ୍କୁ ମାରିଛନ୍ତି ଓ ପ୍ରକୃତ ଦୋଷୀ କିଏ ଧରା ପଡି ଯାଇଛନ୍ତି। ମନୀଷଙ୍କ ସାଙ୍ଗ ମାନେ ମିଶି ତାଙ୍କୁ ହତ୍ୟାକାରୀ କରିଛନ୍ତି ବୋଲି ସ୍ପଷ୍ଟ ହୋଇ ସାରିଛି। ସେମାନେ ତାଙ୍କୁ ହତ୍ୟା କରି ଏକ ଧଳା କାରରେ ନେଇ ପାତ୍ର ପଡ଼ା ପୋଖରୀରେ ଫୋଫଡ଼ି ଦେଇ ଥିବାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି ଓ ପୋଲିସ ହାତକୁ ମଧ୍ୟ ସବୁ ସତ୍ୟା ସତ୍ୟ ଆସି ଯାଇଛି। ଏଭଳି ଦୋଷୀଙ୍କୁ ଧରି ଉଚିତ ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment