ଶେଷରେ ହେଲା ମହା ଖୁଲାସା ! ମୃତ୍ୟୁ ପୂର୍ବର ମନୀଷଙ୍କ ଶେଷ ସିସିଟିଭି ଭିଜୁଆଲ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ଦୁନିଆରେ ବହୁତ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସମାଜରେ ଲୋକ ମାନେ ହିଂସ୍ର ପାଲଟିବା ସହିତ ଲୋକ ମାନଙ୍କୁ ଜୀବନରୁ ମାରିବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସେମାନଙ୍କ ମନରେ ଭୟ ରଖୁ ନାହାନ୍ତି, ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରୁଛନ୍ତି। ଏଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଡ଼ିଶାର କେବଳ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଖୁବ ଜୋର ସୋର ଭାବରେ ଚାଲିଛି, ତାହା ହେଉଛି ମନୀସଙ୍କ ମୃତ୍ୟୁ, ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ, ତାଙ୍କ ମୃତ୍ୟୁ ପୂର୍ବର ଶେଷ ଫୋଟୋ ସମ୍ନାକୁ ଆସି ଯାଇଛି ଓ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ମିଳି ଯାଇଛି। ତେବେ ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବ;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀସଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ଘଟଣାରେ ପରିବାର ଲୋକ ମାନେ ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ମଧ୍ୟ ତନା ଘନା କରି, ତାଙ୍କର ମୃତ୍ୟୁର ରହସ୍ୟ ସମ୍ନାକୁ ଆସି ଯାଇଛି। ତାଙ୍କ ମୃତ୍ୟୁ ପୂର୍ବରୁ ସେ ଚାଲି ଚାଲି ରାସ୍ତାରେ ଯାଉ ଥିବା ସମୟରେ ସିସିଟିଭି ଫୁଟେଜରେ ତାଙ୍କ ଶେଷ ଫୋଟୋ କଏଦ ହୋଇଛି। ତାଙ୍କ ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟ ମର୍ଟମ ପଠା ଯାଇ ଥିଲା ଓ ଏହାର ମଧ୍ୟ ରିପୋର୍ଟ ଆସି ଯାଇଛି। ଏହି ରିପୋର୍ଟରୁ ସୂଚନା ରହିଛି ଶ୍ୱାସ ରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ଏହା ପାଣିରେ ବୁଡିବା ପୂର୍ବରୁ ଶ୍ୱାସ ରୁଦ୍ଧ ହୋଇଛି ନା ପରେ ହୋଇଛି ଏପର୍ଯ୍ୟନ୍ତ କୌଣସି ବି ସ୍ପଷ୍ଟ ହୋଇ ନାହିଁ। ସେଥିପାଇଁ ଅନ୍ୟ ନମୁନା ପରୀକ୍ଷା କରା ଯିବା ପାଇଁ ପଠା ଯାଇଛି ଓ ଏଥି ସହିତ ପାକସ୍ଥଳୀରେ ଥିବା ଖାଦ୍ୟର ମଧ୍ୟ ଅଧିକ ପରୀକ୍ଷା କରିବା ପାଇଁ କୁହା ଯାଇଛି।

ତାଙ୍କ ମୃତ୍ୟୁ ମାମଲାରେ ପୋଲିସ ହାତରେ ଆହୁରି ଅନେକ ତଥ୍ୟ ମିଳି ଯାଇଛି। ମୃତୁ ପୂର୍ବରୁ ତାଙ୍କୁ ଅପହରଣ କରା ଯାଇ ଥିବା କାରକୁ ଧରା ଯାଇଛି। ସେହି କାର ଭିତରେ ମନୀସଙ୍କୁ ନେଇ ୫ ଜଣ ବ୍ୟକ୍ତି ରହିଥିଲେ ବୋଲି ଜଣା ପଡ଼ିଛି ଓ ପୋଲିସ ଦୁଇ ଜଣଙ୍କୁ ଧରି ତାଙ୍କୁ ପଚରା ଉଚରା କରୁଛି ଓ ଖୋଳ ତାଡ଼ କରି ଚାଲିଛି। ଏଥି ସହିତ ତାଙ୍କ ସାଙ୍ଗଙ୍କୁ ମଧ୍ୟ ସନ୍ଦେହ କରା ଯାଉଛି, ମୃତ୍ୟୁ ପରେ ସେ ଫେରାର ହୋଇ ଯାଇଛନ୍ତି ବୋଲି ଖବର ଆସିଛି। ଏହି ଘଟଣାକୁ ନେଇ ପୋଲିସ ଖୋଜା ଖୋଜି କରିବା ଆରମ୍ଭ କରି ଦେଇଛି। ତେବେ ପ୍ରକୃତ ଦୋଷୀକୁ ଧରି ଉଚିତ ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।