ଦେଖନ୍ତୁ ଭିଡ଼ିଓ : ଶେଷରେ ପର୍ଦାଫାଶ ! ମୋ ଭାଇ କୁ ମାରି ଦେବେ ବୋଲି କହିଥିଲେ, ସେ ଝିଅ ଧମକାଉଥିଲା…ତାଙ୍କର ଆଗରୁ LOVE

0

ପ୍ରତିଦିନ ସମାଜରେ ଅନ୍ୟାୟ ଅନୀତି ଅତ୍ୟାଚାର ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ। ଆପଣ ମାନେ ଦେଖିଥିବେ, ଚୋରି , ହତ୍ୟା, ବଳତ୍କାର ଭଳି ଅପରାଧ ସମାଜରେ ବଢି ବଢି ଚାଲିଛି। ତେବେ ଆପରାଧି ଯେଉଁ ମାନେ ଖୁଲମ ଖୁଲା ଅପରାଧ ଘଟାଇ ଚାଲିଛନ୍ତି। ନିଭୟରେ ଅପରାଧ କରି ଚାଲିଛନ୍ତି, କାରଣ ସେମାନଙ୍କର ପୋଲିସ ପ୍ରଶାସନ ଉପରେ ଟିକିଏ ହେଲେ ଡର ନାହିଁ କି ଭୟ ନାହିଁ। କିନ୍ତୁ ଏସବୁ ବ୍ୟତୀତ ଆଜିକାଲିର ଯୁବକ ଯୁବତୀ ମାନେ ପ୍ରେମ ବ୍ୟାପାର ଅନେକ ପ୍ରକାର ପ୍ରଶ୍ନ ଉଠୁଛି। ବେଳେ ବେଳେ ପ୍ରେମକୁ କେନ୍ଦ୍ର କରି ବିଭିନ୍ନ ପ୍ରକାର ଅପରାଧ ଘଟିଯାଉଛି। ପ୍ରତିଦିନ ଏଭଳି ଖବର ସୋସିଆଲ ମିଡିଆରେ ଏଭଳି ଖବର ଦେଖିବା ପାଇଁ ପାଇଥାଉ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ହୃଦୟ ବିଦାରକ ଖବର ଦେଖିବା ପାଇଁ ମିଳିଛି। ତେବେ ଏହି ଘଟଣାଟି ହେଉଛି, ଜଣେ ନାବାଳକ ପ୍ରେମର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ଯାହା ପ୍ରେମ ବେପାର ବୋଲି ସନ୍ଦେହ କରାଯାଉଛି। ବୋଲି ଘର ଲୋକ ଅଭିଯୋଗ କରିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଘଟଣା ଟିକୁ ଯେତେ ଛୋଟ ଭାବୁଛନ୍ତି ପ୍ରକୃତରେ ତାହା ଅତ୍ୟନ୍ତ ଦୁଃଖଦ ଘଟଣା ଅଟେ। ପୁରା ଘଟଣା ଜାଣିଲା ପରେ ଆପଣଙ୍କ ଆଖିରୁ ଲୁହ ବାହାରି ଆସିବ, ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ ଜଣେ ନାବାଳକ ଛାତ୍ର କିଛି ଦିନ ନିଖୋଜ ଥିଲେ। ଏହା ପରେ ତାଙ୍କ ପରିବାର ଲୋକ ତାଙ୍କୁ ପୋଲିସ ଷ୍ଟେସନରେ ଏକ ନିଖୋଜ ଅଭିଯୋଗ କରିଥିଲେ। ତେବେ ପୋଲିସକୁ ଏକ ସ୍କୁଟି ସହିତ ବାଳକର ମୃତ ଦେହ ମିଳିଥିଲା। ଏହାପରେ ନିଖୋଜ ଥିବା ଯୁବକର ପରିବାର ଲୋକଙ୍କୁ ଡ଼କାଯାଇଥିଲା। ତାଙ୍କ ପରିବାର ଲୋକ ଆସି ଦେଖିଲେ ତାଙ୍କ ପୁଅ, ତେବେ ସୂଚନା ଅନୁସାରେ, ନାବାଳକ ଟିର ନାମ ହେଉଛି, ତୁଷାର। ତାଙ୍କ ପରିବାର ଲୋକଙ୍କ କହିବା କଥା ଏହା ଆତ୍ମହତ୍ୟା ନୁହେଁ, ବରଂ ଏହା ହତ୍ୟା କରାଯାଇଛି।

ତେବେ ତାଙ୍କ ପରିବାର ଲୋକଙ୍କ କହିବା କଥା, ଯେ ତାଙ୍କ ପୁଅକୁ ହତ୍ୟା କରାଯାଇଛି। ସେ ଯେବେ ଠୁ କଲେଜ ରେ ପଢିବା ଆରମ୍ବ କରିଥିଲା, ସେହି ଦିନ ଠାରୁ ତାଙ୍କ ପୁଅ ଜଣେ ଝିଅକୁ ଭଲ ପାଉଥିଲେ। କିନ୍ତୁ ସେହି ଝିଅ ଆଉ ଜଣେ ପୁଅ ସହିତ ସମ୍ପକରେ ଥିଲା, ଏହା ପରେ ଯୁବତୀ ଜଣକ ଯେଉଁ ଝିଅକୁ ଭଲ ପାଉଥିଲେ। ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଛାଡି ଦେଇଥିଲା, ଏହାପରେ ତାଙ୍କୁ ଯୁବତୀ ଜଣକ ତୁସାର କୁ ଦୋଷ ଦେଇଥିଲେ। ତାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପକାଇ ପୁଣି ମିଶେଇ ଦେବାକୁ କହିଥିଲେ। ବିଭିନ୍ନ ପ୍ରକାର ଧମକ ଦେଇଥିଲେ। ଏହାର ପ୍ରମାଣ ମଧ୍ୟ ପରିବାର ଲୋକଙ୍କ ପାଖରେ ଅଛି, ଯାହା ତାଙ୍କ କହିବା କଥା। ପୋଲିସ ବର୍ତ୍ତମାନ ତଦନ୍ତ ଜାରି ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।