ଶେଷରେ ସାମ୍ନାକୁ କୁଆସିଲା ସତ ! ସିଲସିଲା ଦେଲେ ବିସ୍ପୋରକ ବୟାନ, ମୁଁ କୀର୍ତିକିରଣ ଡ୍ରାଇଭର ର ସ୍ତ୍ରୀ… ଦେଖନ୍ତୁ Video

ବେଳେ ବେଳେ ଏମିତି କିଛି ଘଟଣା ସୋସିଆଲ ମିଡ଼ିଆରେ ନଜର କୁ ଆସିଥାଏ ଯାହା ସମସ୍ତଂକୁ8ଆଶ୍ଚର୍ଯ୍ୟ କରି ଦେଇଥାଏ। ଅଧିକାଂଶ ଘଟଣା ପ୍ରେମ ସମ୍ପର୍କ କୁ ନେଇ ଚର୍ଚ୍ଚାକୁ ଆସି ଥାଆନ୍ତି। ନିକଟରେ ସେହିପରି ଏକ ଘଟଣା ସମ୍ନାକୁ ଆସିଥିଲା ଯେଉଁଠି ପ୍ରେମ ପାଇଁ ନିଜ ଇଞ୍ଜିନିୟର ସ୍ୱାମୀ ସହିତ ହୋଇଛି ବିବାଦ ଯାହା ଅଭିଯୋଗ ଆଣିଛନ୍ତି ସ୍ୱାମୀ। ଆଉ ଏବେ ତାଙ୍କର ସ୍ତ୍ରୀ ନିଜର ଡ୍ରାଇଭର ସହିତ ସମ୍ପର୍କ କୁ ନେଇ କିଛି କହିଛନ୍ତି ଆସନ୍ତୁ ଜାଣିବା।

ଏହିଠାରେ ନିକଟରେ ଘଟି ଯାଇଥିବା ଏକ ଘଟଣା ର ଭିଡ଼ିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏବେ ସେହି ଘଟଣା ଟିରେ ରାଜ୍ୟ ସାରା ସମସ୍ତ ଲୋକ ଏବେ ଏହାକୁ ନେଇ ଚର୍ଚ୍ଚା। ଏହି ସମୟରେ ସେହି ଘଟଣା ସମ୍ପର୍କରେ କିଛି ତଥ୍ୟ ଜଣା ପଡ଼ିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ନିକଟରେ ଏକ ଘଟଣା ଘଟି ଯାଇଥିଲା ଯାହା ଦୁଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଏକ ବିବାଦ ସାମ୍ନାକୁ ଆସିଥିଲା। ଏହି ଘଟଣା ଟିରେ ସ୍ୱାମୀ ଅଭିଯୋଗ ଆଣିଛନ୍ତି ଯେ ତାଙ୍କର ସ୍ତ୍ରୀ ଓ ଡ୍ରାଇଭର ଙ୍କ ବିରୁଦ୍ଧରେ ଯାହା ଏବେ ପୋଲିସ ତଦନ୍ତ ପରିସର ଭୁକ୍ତ।

ଏହିଠାରେ ତାଙ୍କ ସ୍ତ୍ରୀ ସିଲସିଲା ମୁହଁ ଖୋଲିଛନ୍ତି ଯେ ସେହି ଡ୍ରାଇଭର ଜଣଙ୍କ ହୋଇଛନ୍ତି ଆମ ଘରର ଗାଡି ଡ୍ରାଇଭର ଏବଂ ତାଙ୍କୁ ମୋ ସ୍ୱାମୀ ରଖିଛନ୍ତି ଚାକିରୀ ରେ। ଆଉ ତାଙ୍କର ସ୍ୱାମୀ ଜଣେ ହୋଇଛନ୍ତି ଇଞ୍ଜିନିୟର ରହିଛି ରେଲୱେ ରେ ଯାହାକୁ ନେଇ ଏବେ ଚର୍ଚ୍ଚା। ଆଉ କିଛି ଦିନ ତଳେ ସ୍ତ୍ରୀ ସିଲସିଲା ଓ ଡ୍ରାଇଭର ମିଶି କରି ସୁପାରିଶ ଦେଇଥିଲେ ତାଙ୍କ ସ୍ୱାମୀ ଙ୍କୁ ବାଟ ରୁ ହଟାଇ ଦେବା ପାଇଁ ଯାହା କୁ ନେଇ ଏବେ ସ୍ୱାମୀ ଅଭିଯୋଗ ଆଣିଛନ୍ତି। ଏହି ଘଟଣା କୁ ନେଇ ପୋଲିସ ଜୋର ରେ ଖୋଳତାଡ଼ କରୁଛି ହେଲେ ଏବେ ସଠିକ ଆସି ପାରି ନାହିଁ। ଆଉ ଏପଟେ ତାଙ୍କ ସ୍ତ୍ରୀ କହିଛନ୍ତି ଯେ ସେ ଆମ ଘରର ଡ୍ରାଇଭର ଏବଂ ମୋର ଓ ତାଙ୍କ ଭିତରେ ସେମିତି କିଛି ସମ୍ପର୍କ ନାହିଁ। ଆଉ ଡ୍ରାଇଭର ଭାବରେ ସେ ଆମ ଘରେ କାମ କରେ ସବୁ ଯାହା କିଛି କ୍ୟାମେରା ଆଗରେ ସ୍ତ୍ରୀ ସିଲସିଲା କହିଛନ୍ତି।

ଆଉ ସିଲସିଲା କହୁଛନ୍ତି ଯେ ମୋ ସ୍ୱାମୀ ସେ ଅନ୍ୟ କାହା ସହିତ କଥା ହୋଇ ଥାଆନ୍ତି ଏବଂ ସେମାନଙ୍କ ସହିତ ଖରାପ କଥା ମଧ୍ୟ ହ୍ଵାଟ୍ସଆପ ରେ ହୋଇ ଥାଆନ୍ତି ଯାହା ଏବେ ସମସ୍ତଙ୍କୁ ସୂଚନା ଦେଇଛନ୍ତି।ଆଉ ଏହୂ ଘଟଣା କୁ ନେଇ ବର୍ତ୍ତମାନ ପୋଲିସ ତଦନ୍ତ ଚଲେଇଛି ଏବଂ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଘଟଣାର ରହସ୍ୟ ଜଣା ପଡିବ। ଆଉ ଏହି ଘଟଣା ଟି ନିକଟରେ ଘଟି ଯାଇଥିଲା ଯାହା ସୂଚନା ଯୋଗ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment