ଦେଖନ୍ତୁ Shocking ଭିଡ଼ିଓ : ଶେଷରେ ସାମ୍ନାକୁ ଆସିଲା ପୁରା ଭିଡ଼ିଓ , କାମ ଦେଲାନି ମକ ଡ୍ରିଲ…

ସମୟ ଏବେ ଏମିତି ସବୁ ଘଟଣା ସଂଗେ ସଂଗେ ଲୋକ ମାନଙ୍କ ପାଖରେ ପହଂଚି ଯାଇଥାଏ ଯାହା ସୋସିଆଲ ମିଡ଼ିଆରେ ସାହାର୍ଯ୍ୟ ରେ। ଆଉ ନିକଟରେ ଏକ ଘଟଣା ସାରା ରାଜ୍ୟକୁ ଚହଳ ସୃଷ୍ଟି କରିଥିଲା। ଯାହା ଆଗରୁ କେବେ ବୋଧ ହୁଏ ଆପଣ ଶୁଣି ନଥିବେ ହେଲେ ଏଠାରେ ଜଣେ କିନ୍ନତ ଏମିତି କିଛି କରିଦେଲେ।ହେଲେ ସେଠାରେ ମକ ଡ୍ରିଲ ଚାଲିଥିଲେ ମଧ୍ୟ କିଛି କାମ କରି ପାରିଲେନି। ଏହି ଭିଡ଼ିଓ ଟିରେ ଜାଣିବାକୁ ମିଳିଛି ଯେ ସେହି କିନ୍ନର ଙ୍କର ମୃତ୍ୟୁ ସମ୍ପର୍କରେ। ଆଉ ନିକଟରେ କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିଲା ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।

ଆଉ ତାଙ୍କର ମୃତ୍ୟୁ ସମ୍ପର୍କରେ କାହାକୁ ସଠିକ ଭାବରେ ଜଣାପଡିନାହିଁ ଆଉ ଏହାର କାରଣ ପାଇଁ ସମସ୍ତେ ଏବେ ପର୍ଯ୍ୟନ୍ତ ସନ୍ଦେହ ର ରହିଛନ୍ତି ଯାହା ଜାଣିବାକୁ ମିଳିଛି। ଆଉ ଏହି ଘଟଣା କୁ ନେଇ ସମସ୍ତେ ଏବେ ଚିନ୍ତାରେ ରହିଛନ୍ତି ଏପଟେ। ସେହି କିନ୍ନର ଜଣଙ୍କର ଏମିତି ରହସ୍ୟ ଜନକ ଭାବରେ ମୃତ୍ୟୁ ହୋଇଗଲା ତାହାକୁ ନେଇ ସମସ୍ତେ ଗାଁ ଲୋକ ଶୋକ ପ୍ରକାଶ ମଧ୍ୟ କରିଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଯେ ଜଣେ କିନ୍ନର ଙ୍କ ମୃତ୍ୟୁ ହେବାକୁ ନେଇ ରହସ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ସେହି କିନ୍ନର ଜଣଙ୍କ ର ରହିଥିଲେ ନିଜ ଘରର ରୋଜଗାରିଆ ଯିଏ କି ସବୁ ବୁଝାସୁଝା କରିଥାଏ।

ଆଉ ସେହି କିନ୍ନର ଜଣଙ୍କ ପ୍ରଥମେ ସେହି ମନ୍ଦିର ଉପରେ ଚଢ଼ିବା ପରେ ସଂଗେ ସଂଗେ ଗୁମୁଟ ଉପରୁ ଡେଇଁ ପଡ଼ିଥିଲେ ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ଏବେ ଜାଣିବାକୁ ମିଳିଛି ଯେ କିଛି ଦିନ ପୂର୍ବରୁ ଶ୍ରୀ ମନ୍ଦିର ପାଖରେ ଏକ ମକ ଡ୍ରିଲ ହୋଇଥିଲା ଲୋକଙ୍କ ସୁବିଧା ପାଇଁ। ଆଉ ସେହି ମକ ଡ୍ରିଲ ରେ କେହି ଯଦି ଶ୍ରୀ ମନ୍ଦିର ପାଖରେ କିଛି ଅସୁବିଧା ରେ ପଡେ ତେବେ ତାଙ୍କୁ କିପରି ସଂଗେ ସଂଗେ ସାହାର୍ଯ୍ୟ କରା ଯିବ ସେ ସମ୍ପର୍କ ରେ ସବୁ। ଆଉ ହେଲେ ତାଙ୍କର ସବୁ କିଛି ଫେଲ ମାରିଛି ଯାହା ସୂଚନା ଯୋଗ୍ୟ।

ଏଠାରେ ଦେଖିବାକୁ ମିଳିଛି ଯେ ଜଣେ କିନ୍ନର ଙ୍କ ମୃତ୍ୟୁ ସମୟରେ ସେମାନେ ସମସ୍ତେ କୁଆଡେ ଗଲେ ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ଏହି ଘଟଣା ରେ ସମସ୍ତେ ଏବେ ପ୍ରଶ୍ନ କରିଛନ୍ତି ଯେ ଏତେ ସବୁ ଶିକ୍ଷା କରିବା ପରେ ତାଙ୍କର ସେ ସବୁ କୁଆଡେ ଗଲେ ଆଉ ଏମିତି ସମୟରେ ତାଙ୍କୁ ବଞ୍ଚେଇ ପାରିଲେ ନାହିଁ ଯାହା ଏବେ ପ୍ରଶ୍ନବାଚୀ ଉଠୁଛି। ସେହି କିନ୍ନର ଙ୍କର ଏମିତି ମୃତ୍ୟୁ ସମୟରେ କେହି ଜଣେ ତାଙ୍କୁ ଦେଖି ପାରି ନଥିଲେ ଯାହା ଏବେ ସବୁ ରହସ୍ୟ ରେ ରହି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment