ଶେଷରେ କୁନି ପିଲାର ପ୍ରାର୍ଥନା ଶୁଣିଲେ ଭଗବାନ ! ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ…. ଦେଖନ୍ତୁ Video

ବନ୍ଧୁଗଣ ବେଳେବେଳେ କିଛି ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ।ଏହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। କାରଣ ଏହା ଏହା ଏକ ଭିନ୍ନ ଧରଣର ଖୁସି ଦେଇଥାଏ। ତେବେ ଆପଣ ତ ଛୋଟ ପିଲା ମାନଙ୍କର ଅନେକ କିଛି ଭିଡିଓ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।

କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ସେମାନଙ୍କ ଯେକୌଣସି ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଏମିତି ସବୁ ପ୍ରତିଭାର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। କାରଣ ପିଲା ମାନଙ୍କ କଥା ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ। ସେହିପରି ତାଙ୍କର ନାଚ ମଧ୍ୟ ବହୁତ୍ ଭଲ ଲାଗିଥାଏ।

ତେବେ ଆପଣ ଏହା ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ, ଯାହାକୁ କିଛି ସମୟ ଧରି ଦେଖିବାକୁ ଇଚ୍ଛା ହୁଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ସେମାନେ କେଉଁ ଭିତ୍ତିରେ ମନକୁ କେଉଁ କଥା ଆଣନ୍ତି ତାହା କେହି ବୁଝି ପାରନ୍ତି ନାହିଁ। ସେହିପରି ଏକ କୁନି ବାଳକର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ସେ ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ ମାମଲାରେ କିଛି କହୁଛି। ଆପଣ ତ ଜାଣିଛନ୍ତି ଦୀର୍ଘଦିନ ଧରି ଏକ ଚର୍ଚ୍ଚାର ବିଷୟ ହୋଇ ରହି ଆସିଛି ସୁମିତ ଏବଂ ତପସ୍ଵିନୀ ଙ୍କ ପାରିବାରିକ ବିବାଦ ମାମଲା।

ଏହାକୁ ନେଇ ପିଲାଟି କହୁଛି ଏ ସୁମିତ, ତପସ୍ଵିନୀ କୁ ଜଲଦି ଘରକୁ ନେଇଯାଅ। ପଦାରେ ଆଉ ଘର କଥା ପକାଅନି। ତୁମକୁ ଅନୁରୋଧ ତୁମେ ଡିମ୍ପଲ୍ ଦିଦି କୁ କ୍ଷମା କରିଦିଅ। ତାର ପାଟିରେ ଶବ୍ଦ ଗୁଡିକ ସ୍ପଷ୍ଟ ଉଚ୍ଚାରଣ ହେଉନାହିଁ କିନ୍ତୁ ସେ ଯେଉଁଭଳି କହୁଛି ତାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଏହାକୁ ଦେଖି ଲୋକେ ବହୁତ୍ ଖୁସି ହେଉଛନ୍ତି।ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment