ଶେଷରେ ହେଲା ମହା ଖୁଲାସା ! ଅମ୍ରିତ ରାତିରେ ରଚିଥିଲା ଷଡଯନ୍ତ୍ର….ଦେଖନ୍ତୁ ଭିଡ଼ିଓ

0

ସମାଜ ଯେତେ ସଭ୍ୟ ଆଡ଼କୁ ଗତି କରିଲେ ମଧ୍ୟ ଦିନକୁ ଦିନ ବହୁ ଅପରାଧିକ କାର୍ଯ୍ୟ ବଢି ଚାଲିଛି। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ଦେଖି ବାକୁ ମିଳୁଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କାର୍ଯ୍ୟ କରି ଚାଲି ଥିବେ। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯିବା ସହିତ ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଏମିତିକି ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ଏଭଳି ଖବର ପ୍ରତିଦିନ ସମ୍ବାଦ, ଟିଭି ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଏକ ବଡ଼ ଖବର ସମ୍ନାକୁ ଆସିଛି। ଯାହା ଆମେ ଆପଣ ମାନଙ୍କୁ ଜଣାଇବୁ, ଆପଣ ଜାଣିଲେ ଚକିତ ହୋଇଯିବେ। ତାହା ହେଉଛି ମନୀଶଙ୍କ ମୃତ୍ୟୁକୁ ନେଇ ପୂର୍ବରୁ ଯୋଜନା କରା ଯାଇ ଥିଲା, ତେବେ ଆସନ୍ତୁ ତାଙ୍କ ମୃତ୍ୟୁରେ କେଉଁ ମାନେ ଯୋଜନା କରିଥିଲେ, ସେହି ବିଷୟରେ ଜାଣିବା। ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ବରିଷ୍ଠ ସମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀସ ଅନୁରାଗ ଦାସଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ଯେଉଁ ମାନେ ସାମିଲ ଥିଲେ ପୋଲିସ ଜଣଙ୍କ ପରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। କିନ୍ତୁ ଆଉ ଏକ ବଡ଼ ରହସ୍ୟ ପୋଲିସ ହାତରେ ଲାଗିଛି। ମନୀଷ ଅନୁରାଗ ଦାସ ଚିହ୍ନି ନଥିବା ଦୁଇ ଜଣ ସାଙ୍ଗକୁ ଦିନେଶ ମହାପାତ୍ର ଓ ମୃତୁଞ୍ଜୟ ମିଶ୍ରଙ୍କୁ ଅମ୍ବ୍ରିତ ବିଶ୍ୱାଳ ହୋଟେଲକୁ ନିମନ୍ତ୍ରଣ କରିଥିଲେ।

ତେବେ ଖାଇବାର ବିଲ ପେମେଣ୍ଟକୁ ନେଇ ଯେଉଁ ତଥ୍ୟ ଆସି ଥିଲା, ତାହା ସମ୍ପୂର୍ଣ୍ଣ ଭାବରେ ମିଛ କଥା ଅଟେ, ହତ୍ୟା କରିବା ପୂର୍ବରୁ ଯୋଜନା କରା ଯାଇ ଥିଲା। ଏହି ଖବର ଗଣ ମାଧ୍ୟମକୁ ମୃତ ମନୀଷଙ୍କ ପରିବାରର ଓକିଲ କହିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟ ସମ୍ନାକୁ ଆସିବାରେ ଲାଗିଛି। ବିଲ ଠେଲା ପେଲା ଭାବେ ମୃତ୍ୟୁ ହୋଇଛି କି ଯୋଜନା କରି ହତ୍ୟା କରା ଯାଉଛି, ଏକଥା ଏପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି।

ତେବେ ତାଙ୍କ ମୃତ୍ୟୁ ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଇନଫୋସିଟି ପୋଲିସ ରିମାଣ୍ଡରେ ଆଣିବ ବୋଲି ଭୁବନେଶ୍ବରରେ ଥିବା କୋର୍ଟକୁ ଅନୁମତି ମାଗିଛନ୍ତି, କୋର୍ଟ ମଧ୍ୟ ପୋଲିସକୁ ଅନୁମତି ଦେଇଛନ୍ତି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବା ପରେ ଆହୁରି ରହସ୍ୟ ସମ୍ନାକୁ ଆସିବ ବୋଲି ଆଶା ରହିଛି। ତେବେ ପ୍ରକୃତ ଦୋଷୀକୁ ଧରି କଠୋରରୁ କଠୋର ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।