ଶେଷରେ ହେଲା ମହା ଖୁଲାସା ! ନିବସ୍ତ୍ର ହେଇ ହତ୍ୟାକାଣ୍ଡ କରିଥିଲା ପିଶାଚ ଶିବ , 4 ଦିନ ଆଗରୁ କରିଥୁଲା ପ୍ଲାନିଂ… ଦେଖନ୍ତୁ Video

ଏହି ସମୟରେ ଏଜ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ଯାହାକୁ ନେଇ ପୋଲିସ ମୁଖ୍ୟ ଅଭିଯୁକ୍ତ କୁ ଧରିଥିଲେ ମଧ୍ୟ ତଦନ୍ତ ଏପର୍ଯ୍ୟନ୍ତ ସରିନାହିଁ। ଏହି ଘଟଣା ଟିରେ ଯେପରି ଭାବରେ ଅଭିଯୁକ୍ତ ମାରିଥିଲେ ତାହା ସବୁ ପୋଲିସ ପାଖରେ ବୟାନ ଦେଇ ସାରିଛି। ଏବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ। ଏହି ଠାରେ ସେହି ମାହାଙ୍ଗା ଘଟଣାର ଏକ ରହସ୍ୟ ବାହାରକୁ ଆସିଛି ଯାଃସ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହୋଇଛି।

ଏହି ଠାରେ ପୁଣି ତାଙ୍କର ଏକ ଗୁମର ସାମ୍ନାକୁ ଆସିଛି ଯାହା କୁ ଆପଣ ମାନେ ମଧ୍ୟ ଏହି ଭିଡ଼ିଓ ରେ ଦେଖୁବାକୁ ପାଇଥିବେ। ଏହି ଘଟଣା କୁ ନେଇ ପୋଲିସ ଏବେ ତନାଘନା ଚଲେଇଛି ଯାହା ଏବେ ସୂଚନା ଯୋଗ୍ୟ। ଏହି ଘଟଣା କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ର ବିଷୟ। ଆଉ ଏହିଠାରେ ସେହି ହତ୍ୟାକାରୀ କହିବା ମୁତାବକ ସେହି ଦିନ ଏହି ସବୁ ଘଟଣା ଘଟିବା ସମୟରେ ନରହାରି ପିଶାଚ ନିବସ୍ତ୍ର ରହିଥିଲା। ସେହି ନିବସ୍ତ୍ର ଅବସ୍ଥାରେ ଗୋଟିଏ ପରେ ଗୋଟିଏ ଜୀବନ ନେଇଥିଲା ଯାହା ଏବେ ସୂଚନା ଯୋଗ୍ୟ।

ଏଠାରେ ସେହି ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ସବୁ କହିଛି ତଦନ୍ତ କାରୀ ପୋଲିସ ଆଗରେ। ଆଉ ମଧ୍ୟ କହିଛନ୍ତି ଯେ ଏତେ ବଡ଼ କାଣ୍ଡ କରିବା ପାଇଁ ୪ ଦିନ ପୂର୍ବରୁ ଯୋଜନା ମଧ୍ୟ କରିଥିଲା ଏବଂ ଏକ କଟୁରି କୁ ଧାରୁଆ କରି ରଖିଥିବା ନେଇ ସୂଚନା ଦେଇଛି। ଏହି ଘଟଣା ଦିନ ରାତିରେ ଅତି ନିର୍ମମ ଭାବରେ ସମସ୍ତଙ୍କର ଜୀବନ ନେଇ ଯାଇଥିଲା ସେହି କଟୁରି ସାହାର୍ଯ୍ୟ ରେ।ଆଉ ହତ୍ୟା କରିବା ସମୟରେ ପ୍ରଥମେ ଭାଉଜ ପରେ ବଡ଼ ଭାଇଙ୍କୁ ମାରିବା ପରେ ଦୁଇ ପୁତୁରା କୁ ହାଣୀ ଥିଲା ଓ ଶେଷରେ ଝିଆରୀର ଜୀବନ ନେଇ ଯାଇଥିଲା ଯାହା ଏବେ ହତ୍ୟାକାରୀ କହିଛି। ଏହି ଘଟଣା କୁ ନେଇ ଏବେ ପୋଲିସ ତାର ତଦନ୍ତ ଜୋରଦାର ଚଲେଇଛି ଆଉ ଏପଟେ ତାଙ୍କର ବନ୍ଧୁବର୍ଗ ନ୍ୟାୟ ପାଇଁ ଦାବିରେ ଅଟଳ।

ଏହି ଘଟଣା ଟି ନିକଟରେ ଏକ ଘଟି ଯାଇଥିଲା କଟକ ଜିଲ୍ଲାର ମାହାଙ୍ଗା ବ୍ଲକର ରେ ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ମଧ୍ୟ ହୋଇଛି। ଏହି ଘଟଣା ଟିରେ ଏବେ ଅଭିଯୁକ୍ତ କହିଛି ଯେ ସେହି ଦିନ ରାତି ରେ ଟଏଲେଟ ପାଇଁ ଉଠିବା ବେଳେ ଭାଉଜ ସହିତ ଚାବି ପାଇଁ ଝଗଡା ହୋଇଥିଲା ଆଉ କିଛି ସମୟ ପରେ ଧାରୁଆ ଅସ୍ତ୍ର ଆଣି ପ୍ରଥମେ ରାଗ ମୋଡ଼ ରେ ହାଣି ଦେଇଥିଲେ। ଆଉ ସେହି ସମୟରେ ବଡ଼ ଭାଇ ଓ ଛୁଆ ମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଏବଂ ହାଣିବା ପରେ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ବସିଥିଲେ କାଳେ ସେମାନେ ବଂଚିଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment