EXCLUSIVE : ଶେଷରେ ରାହୁଲ କୁ ମାରିଦେଲେ !… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି ସବୁ ଘଟଣା ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯାହା କୁ ଦେଖିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି।।ଆଉ ଏବେ ଏଠାରେ ଗୋଟିଏ ଛୋଟ ବାଳକ ସହିତ ଯାହା ହୋଇଛି ଆପଣ ମାନେ ଜାଣିବା ପରେ ଚମକି ପଡିବେ। ଏଠାରେ ଏକ ଭିଡ଼ିଓ ଏବେ ନଜର କୁ ଆସିଛି ଯେଉଁଠି ଗୋଟିଏ ଛୋଟ ବାଳକ କୁ ମୃତ୍ୟୁ କରି ଦିଆ ଯାଇଛି ଯାହା ଏବେ ଜୋର ରେ ଭାଇରଲ ହୋଇଛି। ଏବେ ସେହି ପିଲା ଟିକୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ।

ସେହି ଛୋଟ ବାଳକ ଟି ସ୍କୁଲ ରେ ପାଠ ପଢ଼ିଥାଏ ହେଲେ ତାଙ୍କର ବାପା ଓ ସାବତ ମାଆ ଦୁହେଁ ମିଶି କରି ମାରି ଦେଇଛନ୍ତି ଯାହା କୁ ନେଇ ମାମୁ ଘର ଲୋକ ଏବେ ଅଭିଯୋଗ ଆଣିଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ଏହି ଠାରେ ଛୋଟ ବାଳକ ର ଏହିଭଳି ଭାବରେ ମୃତ୍ୟୁ ତାହା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଆଉ ଏତେ କମ ବୟସ ରେ ଏମିତି ସନ୍ଦେହ ଜନକ ଭାବେ ମୃତ୍ୟୁ କୁ ନେଇ ଏବେ ପ୍ରଶ୍ନ ଉଠୁଛି।

ଆଉ ଏପଟେ ପୋଲିସ ମଧ୍ୟ ଆସି ଏଠାରେ ପହଞ୍ଚିବା ପରେ ସବୁ ତଦନ୍ତ ଚଲେଇଛି ଯାହାକୁ ଆପଣ ମାନେ ମଧ୍ୟ ଦେଖିଥିବେ ନିଶ୍ଚିତ। ଆଉ ଏଠାରେ ତାଙ୍କ ଆଇ କହିଛନ୍ତି ଯେ ସେହି ପିଲା ଟି ଫୋନକରି ମୋବାଇଲ କିଣିବ ବୋଲି କହୁଥିଲା ଏବଂ ସେହି ସମୟରେ ସେ ଜିଦି ଧରି ବସିଥିଲେ।ଆଉ ଏଠାରେ ତାଙ୍କ ଆଇ ମଧ୍ୟ ମନା କରି ଦେଇଥିଲେ ଏବଂ କହିଥିଲେ ଯେ ଛୋଟ ଅଛୁ ବଡ଼ ହୋଇ ଗଲେ ଆଣିବୁ ଯାହା ଏଠାରେ ସେ ଫୋନ ରେ କହିଥିଲେ। ଆଉ ଏବେ ସେହି ଛୋଟ ବାଳକ ଟି ର ମୃତ ଦେହ ଗଛ ରେ ଝୁଲୁଛି ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ଏପଟେ ତାଙ୍କର ବାପା ମଧ୍ୟ ଏହାକୁ ନେଇ ଖଣ୍ଡନ କରିଛନ୍ତି ଯାହା ଶୁଣିବାକୁ ମିଳିଛି

ଆଉ ଏବେ ଏଠାରେ ଜାଣିବାକୁ ମିଳିଛି ଯେ ସେହି ଛୋଟ ବାଳକ ଟି ର ନିଜ ମାଆ ଙ୍କର ମୃତ୍ୟୁ ହେବା ପରେ ତାଙ୍କ ବାପା ଆଉ ଜଣେ ମହିଳା ଙ୍କୁ ବିବାହ କରିଥିଲେ। ତାହା ପରେ ସେହି ସାବତ ମା ଓ ବାପା ଅନେକ ସମୟରେ ମିଶି କରି ମାଡ଼ ମାରି ଥାନ୍ତି ଯାହା ଏଠାରେ ଅଭିଯୋଗ ଆସିଛି। ଏବେ ଏହି ଘଟଣା କୁ ନେଇ ବାପା କହିଛନ୍ତି ଯେ ସେଦିନ ରାତିରେ ଖାଇବା ପାଇଁ ଡାକିଥିଲେ ତାହା ପରେ ଝଗଡା ହୋଇଥିଲା ହେଲେ ପରବର୍ତ୍ତୀ ସମୟରେ ସେ ଏମିତି କିଛି କରିଛି। ଆଉ ଏହି ଛୋଟ ପିଲାଟି ଏତେ କମ ବୟସ ରେ ଯାହା ହୋଇଛି ତାହା ଅତି ନିନ୍ଦନୀୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment