New Twist – ଶେଷରେ ସବୁ ସତ ମାନିଲା ! 4 ଦିନ ପୂର୍ବରୁ ହତ୍ୟାର ଏମିତି ପ୍ଲାନ କରିଥିଲେ ଶିବପ୍ରସାଦ… ଦେଖନ୍ତୁ Video

ବର୍ତ୍ତମାନ ଏବେ ସୋସିଆଲ ମିଡ଼ିଆରେ ଏକ ଘଟଣା ଭାଇରଲ ହୋଇଛି ଯେଉଁଠାରେ ଜଣେ ବ୍ୟକ୍ତି ୫ ଜଣଙ୍କର ମୁଣ୍ଡ ନେଇ ଯାଇଛି ଯାହା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା। ଆଉ ଏହି ଘଟଣା ଟି ନିକଟରେ କଟକ ଜିଲ୍ଲାର ମାହାଙ୍ଗା ଅଂଚଳରେ ଦେଖା ଦେଇଥିଲା। ତେବେ ଆସନ୍ତୁ ଏବେ ପୋଲିସ ଅଭିଯୁକ୍ତ କୁ ନେଇ ତଦନ୍ତ ଚଲେଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ଏହିଠାରେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଭିଡ଼ିଓ ମାଧ୍ୟମରେ ଦେଖିବାକୁ ପାଇଥିବେ।

ଆଉ ଏହିଠାରେ ଯେଉଁ ଘଟଣା ଘଟିଛି ତାହା ଏକ ଅଭାବନୀୟ ଯାହା ଏକ ପରିବାର ର ସବୁ ଅନ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ଏହି ଘଟଣା ରେ ଜଣେ ବୟସ୍କ ବ୍ୟକ୍ତି ହୋଇଥିଲେ ମଧ୍ୟ ତାଙ୍କର ପାଖରେ ଟିକିଏ ମାନବିକତା ରହି ପାରିଲା ନାହିଁ କଜ ଦ୍ୱାରା ଶେଷ ରର ଛୁଆ ତିନୋଟି ଙ୍କର ମଧ୍ୟ ଜୀବନ ନେଇ ଯାଇଥିଲା। ଆଉ ଏହି ଘଟଣା ନିକଟରେ କିଛି ଦିନ ତଳେ ଘଟି ଯାଇଥିଲା ଯାହା କୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟା ଖେଳି ଯାଇଥିଲା। ଏବେ ଏହି ଘଟଣା କୁ ନେଇ ପୋଲିସ ତଦନ୍ତ ଜୋର ଦାର ଚଲେଇଛି।

ଆଉ ଏହି ଘଟଣା ଟି ଏବେ କୋର୍ଟ ରେ ରହିଛି ବିଚାର ଧୀନ ଏବଂ ଏପଟେ ଯିଏ ପ୍ରକୃତ ଅଭିଯୁକ୍ତ ମଧ୍ୟ ନିଜ ଦୋଷ ମଧ୍ୟ ସମସ୍ତ ଙ୍କ ଆଗରେ ସ୍ୱୀକାର କରିଛି ଯାହା ମଧ୍ୟ ସୂଚନା ମିଳିଛି। ଆଉ ଏବେ ଯିଏ ଦୋଷୀ ତାଙ୍କର ନାମ ଶିବ ସାହୁ। ଏହି ଘଟଣା ଟିରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ତା ବଡ଼ ଭାଇ ପରିବାର ର ପ୍ରଥେମେ ଭାଉଜ ଙ୍କ ମାରିଥିଲେ ଏବଂ ବଡ଼ ଭାଇ ଆଉ ଶେଷରେ ତିନୋଟି ଛୁଆ ହାଣି ଦେଇଥିଲା ଯାହା ଏବେ ସବୁ ଜଣା ପଡ଼ିଛି। ଆଉ ଏହି ଘଟଣା ଟି ହେବା ପରେ ତାଙ୍କର ସମ୍ପର୍କୀୟ ମାନେ ମଧ୍ୟ ଏଠାରେ ଆସି ପହଂଚିଛନ୍ତି ଏବଂ ସେମାନେ ଏବେ ଅଭିଯୋଗ କରିଛନ୍ତି ଦୋଷୀ ଙ୍କୁ କଠୋର ରୁ କଠୋର ଦଣ୍ଡ ବିଧାନ କରା ଯାଉ।

ଏହି ଘଟଣା ଟିକୁ ପୋଲିସ ଏବେ ଗୁରୁତର ସହିତ ନେଇ ତାଙ୍କର ତଦନ୍ତ ଚଲେଇଛି ଏବଂ ସେହି ଘଟଣା ରେ ଜଣେ ବ୍ୟକ୍ତି ଯିଏ ୫ ଜଣ ଙ୍କୁ ମାରିଦେଲା ତାହା କୁ ନେଇ ପ୍ରଶ୍ନବାଚୀ। ଆଉ ଏହି ଘଟଣା ଟିରେ ଆଉ କେହି ସାମିଲ ଥିବା ନେଇ ସଂଦେହ ଘନାଉଛି। ଏବେ ଏହି ଠାରେ ମୁଖ୍ୟ ଅଭିଯୁକ୍ତ ଙ୍କୁ ପଚାରିବାରେ ଜଣା ପଡ଼ିଛି ଯେ ଭାଉଜ ଓ ଭାଇ ଙ୍କୁ ମାରିବା ପରେ ଛୁଆ ମାନେ ମଧ୍ୟ ଦାଦା ଦାଦା ଆମ କୁ ଛାଡି ଦିଅ ଓ ଆମେ କିଛି ଭୁଲ କରି ନାହୁଁ। ଏମିତି କାନ୍ଦି କାନ୍ଦି କହିବା ବେଳେ ରକ୍ତାକ୍ତ ଶିବ ସାହୁ ଆଉ କାହାକୁ ବି ଛାଡି ନାହିଁ। ଆଉ ଏହିଠାରେ ପୋଲିସ ଅଭିଯୁକ୍ତ କୁ ନେଇ ଡେମୋ କରୁଛି ଘଟଣା ସ୍ଥଳରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment