ଶିବ ମନ୍ଦିରକୁ ଯାଇ ଵାସୁଆ ବଳଦ ପାଖରେ କରନ୍ତୁ ଏହି କାମ ଵଦଳିଯିବ ଭାଗ୍ୟ – Sadhu Bani

ଆଜ୍ଞା ହଁ ଦର୍ଶକବନ୍ଧୁ ବଡ ବଡ ସାଧୁ ସନ୍ୟାସୀ ଙ୍କ ବହୁତ ଗୁଡିଏ ତଥ୍ୟ ଆମର ଗ୍ରନ୍ଥ ଓ ପୁରାଣରେ ଲିପି ବଦ୍ଧ ହେଇକି ରହିଛି , ତାହାକୁ ଆମେ ଯଦି ମାନିଚଳିବା ତାହାଲେ ଆମର ସବୁ ଅସୁବିଧା ଦୂର ହେଇଯିବ |ତାହେଲେ ଚାଲନ୍ତୁ ସେମିତି କିଛି କଥା ଓ ସାଧୁବାଣି ବିଷୟରେ ଜାଣିବା |ଆମ ସମାଜରେ ଏପରି ମଧ୍ୟ କିଛି କଥା ରହିଛି ଯାହାକୁ ଆମେ ମାନିକି ଚାଲିଲେ ଆମର କିଛି କ୍ଷତି ହୋଇନଥାଏ କି ଆମ କୋୖଣସି ବି ଅସୁବିଧାରେ ପଡିନୋଥାଉ, ତେବେ ଏପରି କିଛି ସାଧୁବାଣି ରହିଛି ଯାହା ଆମ ଧର୍ମ ଶାସ୍ତ୍ରରେ ଆଗରୁ ଲେଖା ଯାଇଛି , ଆଉ ଯାହାକୁ ଆମେ ମାନିକି ଯଦି ଚଳିବା ତାହେଲେ ଆମର ଜୀବନରେ କିଛି ବି ଅସୁବିଧା ଘଟିବ ନାହିଁ |

ତେବେ ଆସନ୍ତୁ ଆଜି ସେମିତି କିଛି ସାଧୁବାଣୀ ବିଷୟରେ ଜାଣିବା |ଆପଣ ମାନେ ବହୁତ ପୂର୍ବରୁ ଜାଣିଥିବେ କି ଆମ ପୂରାଣ ଶାସ୍ତ୍ରରେ , ବା ଆମ ଗ୍ରନ୍ଥ ରେ ମଣିଷ ମାନଙ୍କର ଜୀବନରେ ମଙ୍ଗଳ ଆଣିବା ପାଇଁ ବହୁତ କିଛି ତଥ୍ୟ ଆମ ପାଇଁ ଗଛିତ କରି ସଂଗ୍ରହ କରି ରଖି ଯାଇଛନ୍ତି, ଯାହା ଯୋଗୁ ଆମର ଜୀବନ ଧାରଣ ରେ ଯାହାବି ସମସ୍ୟା ଆସୁଛି ସେ ସବୁ ଦୁରେଇ ଯାଇଥାଏ, ତାହେଲେ ଆସନ୍ତୁ ସେମିତି କିଛି ଅନୁଚିନ୍ତା ବିଷୟରେ ଆମେ ଆଲଚନା କରିବା |

1-ଦର୍ଶକ ବନ୍ଧୁ ମାନେ ଆପଣ ସବୁବେଳେ ମନେ ରଖିବେ କି ଆପଣ ପ୍ରତେକ ଦିନ ଗାଧେଇ ସାରିଲା ପରେ ସୂର୍ଯ୍ୟଙ୍କୁ ନମସ୍କାର କରି ପାଣି ଦିଅନ୍ତୁ ଆଉ, ଠାକୁର ପୂଜା କରିସାରିଲା ପରେ ପାଟିରେ ଟିକେ ଲୁଣ ପକାନ୍ତୁ ଯାହା ଦ୍ୱାରା ଅପଣଙ୍କ ର ମଙ୍ଗଳ ହେଇଥାଏ , ତାହା ଛଡା ଗାଧେଇ ସାରିଲା ପରେ କେବେବି ତେଲ ଦେହରେ ଲଗିଇବେ ନାହିଁ କି, ଗାଧେଇଲା ପରେ ମୁଢି ପକାଇବେ ନାହିଁ, ଯାହାକୁ ମବି ଚଳିଲେ ଆପଣକର ମଙ୍ଗଳ ହେବ |

2- ଯଦି ଆପଣ ମନ୍ଦିରକୁ ଯାଉଛନ୍ତି ତାହାଲେ ପ୍ରଥମେ ମନ୍ଦିରରେ ଥିବା ଠାକୁରଙ୍କର ବାହନ କୁ ମୁଣ୍ଡିଆ ମାରନ୍ତି ଆଉ ତାହା ପରେ ମନ୍ଦିରକୁ ପ୍ରବେଶ କରନ୍ତୁ ଆଉ ମନ୍ଦିରର ଗର୍ଭସ୍ତ କୁ ପ୍ରବେଶ କରିବା ପୂର୍ବରୁ ମନ୍ଦିରର ଘଣ୍ଟା କୁ ବୋଯାନ୍ତୁ ଆଉ ଠାକୁରଙ୍କ ଦର୍ଶନ କରନ୍ତୁ , ଆଉ ମନ୍ଦିରରୁ ଆସିବା ଆଗରୁ ମନ୍ଦିର ବେଢାରେ କିଛି ସମୟ ବସନ୍ତୁ ଯାହା ଦ୍ୱାରା ମନ୍ଦିରକୁ ଯିବା ଆପଣଙ୍କର ସାର୍ଥକ ହେବ |

3- ଆମେ ସାଧାରଣତଃ ଝିଅ ମାନଙ୍କୁ ବିବାହ ଦେବା ସହିତ ତାଙ୍କ ସହ ଯୌତୁକ ଦେଇଥାଉ ତେବେ ସେହି ଯୌତୁକର ଅର୍ଥ କଣ ଯୋ ର ଅର୍ଥ ହେଉଛି ଯମଙ୍କ ଠୁ ଫେରାଇ ଆଣିବା ଅର୍ଥାତ ନିଜ ସ୍ୱାମୀର ଜୀବନ ରକ୍ଷା କରିବା, ଉ ର ଅର୍ଥ ଉତ୍ତର କେବେ ଫେରାଇବୁ ନାହିଁ, ତୁ ତୁ ବୋଲି କେବେ କାହାକୁ କହିବା ନାହିଁ, ଆଉ କ ର ଅର୍ଥ କନ୍ୟା ଥିଲୁ କୁଳବୋଧୁ ହେଲୁ ତେଣୁ ଦୁଇ କୁଳର ହିତ କରିବା |

ଏହି ସବୁ ଅନୁଚିନ୍ତାକୁ ମାନି ଚଳିଲେ ଆମର ମଙ୍ଗଳ ହେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment