ଗୁପ୍ତ ଜ୍ଞାନ – ଶୀଘ୍ର ପତନ ର କାରଣ ଓ ପ୍ରତିକାର ପାଇଁ ଆଜି ହିଁ କରନ୍ତୁ ଏହି କାମ ନଚେତ ଘଟିପାରେ ଅଘଟଣ

0

ମଣିଷ ତାର ଜୀବନ କାଳ ଭିତରେ ଅନେକ ଶାରୀରିକ ସମସ୍ୟା ଦେଇ ଗତି କରିଥାଏ। ଶରୀର ରେ ଦେଖା ଦେଉଥିବା କିଛି ସ୍ବାସ୍ଥ୍ୟ ଗତ ସମସ୍ୟା ଭିତରୁ ପୁରୁଷ ମାନଙ୍କ ନିକଟରେ ଦେଖା ଦେଉଥିବା ଶୀଘ୍ର ପତନ ଜନିତ ସମସ୍ୟା ଅନ୍ୟତମ ଅଟେ।ଏହା ସମୟକ୍ରମେ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।ଏହା ଦ୍ବାରା ବୈବାହିକ ଜୀବନରେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ଏହା କ୍ରମାଗତ ଭାବରେ ଆପଣଙ୍କ ଶରୀର ଉପରେ ଏକ ଭିନ୍ନ ପ୍ରଭାବ ପକାଇବା ଆରମ୍ଭ କରେ ଏବଂ ଶାରୀରିକ ସଂପର୍କ ରଖିବାର ଇଚ୍ଛା ଏବଂ ଯୌନ କ୍ରିୟା ଠାରୁ ନିଜର ମନୋଭାବ କୁ ଦୁର୍ବଳ କରି ଦେଇଥାଏ। ଯାହାଦ୍ଵାରା ବୈବାହିକ ଜୀବନରେ ଆପଣ ସେହି ମାତ୍ରାରେ ଖୁସି ଅନୁଭଵ କରିବାରୁ ବଞ୍ଚିତ ରୁହନ୍ତି।

ସମସ୍ତେ ଚାହାଁନ୍ତି ଦୀର୍ଘ ସମୟ ଧରି ଯୌନ କ୍ରିୟା ର ଖୁସି ପାଇବା ପାଇଁ। କିନ୍ତୁ ଏଭଳି ସମସ୍ୟା ଦ୍ବାରା ଏହା ସମ୍ଭବପର ହୋଇ ପାରି ନଥାଏ। ଶାରିରୀକ ସଂପର୍କ ର ସମୟ ଯେତେ ଅଧିକ ହେବ ତାହା ଆପଣଙ୍କ ପାର୍ଟନର ଙ୍କ ମନ ଭିତରେ ଆପଣଙ୍କ ପ୍ରତି ଥିବା ଭଲପାଇବାକୁ ବଢ଼ାଇବ। ଧାତୁ ଏମିତି ଏକ ଜିନିଷ ଯାହା କିଛି କ୍ଷଣ ଭିତରେ ଆପଣଙ୍କ ମନକୁ ଚଳ ଚଞ୍ଚଳ କରିଦେଇଥାଏ। ଶୀଘ୍ର ପତନ କାରଣରୁ ଆପଣଙ୍କ ଫିମେଲ ପାର୍ଟନର ଙ୍କ ଆଗ୍ରହ ପୂରଣ ହୋଇ ପାରେ ନାହିଁ ଏବଂ ଏହା ଦ୍ୱାରା ସେମାନଙ୍କ ମନ ଭିତରେ ଏକ ଘୃଣା ଭାବ ଆସିଥାଏ। ଏହାଦ୍ୱାରା ମହିଳାଙ୍କ ମନରେ ଏକ ମାନସିକ ଆଘାତ ଆସିଥାଏ। ତେବେ ଏହି ଶୀଘ୍ର ପତନ ହେବାର କାରଣ କଣ ଅଟେ ଆସନ୍ତୁ ଜାଣିବା।

ଶୀଘ୍ର ପତନ ର କାରଣ-

ଏଥିପାଇଁ ଦୁଇଟି କାରଣ ରହିଛି। ଶାରିରୀକ ଏବଂ ମାନସିକ କାରଣ। ମାନସିକ କାରଣ କହିଲେ ଆପଣଙ୍କ ର ଏଥିପ୍ରତି ତୀବ୍ର ଉତ୍ତେଜନା କୁ ବୁଝାଏ ଏବଂ ଶାରୀରିକ କାରଣ ହେଉଛି ଦୀର୍ଘ ଦିନ ଧରି କୌଣସି କାରଣରୁ ଶାରିରୀକ ମିଳନ ନହୋଇଥିବା ହେତୁ ଏଥିପ୍ରତି ବ୍ୟଗ୍ର ଥିବାରୁ ମିଳନ ସମୟରେ ତତକ୍ଷଣାତ୍ ମିଶିଯିବା କାରଣରୁ ମଧ୍ଯ ଶୀଘ୍ର ପତନ ହୋଇଥାଏ। ତେଣୁ ଆପଣ ବ୍ୟଗ୍ର ଭାବରେ ନମିଶି କିଛି ସମୟ ବ୍ୟବଧାନ ରଖନ୍ତୁ, ମିଶିବାର ୫/୧୦ ପରେ ଗେପ୍ ଦେଇ ପୁଣି ମିଶନ୍ତୁ ଏହାଦ୍ୱାରା ଆପଣ ଯୌନ କ୍ରିୟା ର ଆନନ୍ଦ ଅଧିକ ସମୟ ନେଇ ପାରିବେ। ଏହାଛଡ଼ା ଯଦି ଆପଣ ଅଧିକ ମସଲାଯୁକ୍ତ ଖାଦ୍ୟ କିମ୍ବା ମାଛ, ମାଂସ, ଅଣ୍ଡା ଅଧିକ ମାତ୍ରାରେ ଖାଉଛନ୍ତି ତେବେ ଶରୀରରେ ଉତ୍ତେଜନା ବୃଦ୍ଧି ପାଇବା କାରଣରୁ ଶୀଘ୍ର ପତନ ଘଟିଥାଏ।

ପ୍ରତିକାର-

ପେଟ ଥଣ୍ଡା ରଖନ୍ତୁ। ଶୀତଳ ଜଳରେ ସ୍ନାନ କରନ୍ତୁ। ଜାଇଫଳ ଏବଂ କବାପ୍ ଚିନିର ପ୍ରୟୋଗ ଡାକ୍ତରଙ୍କ ପରାମର୍ଶ କ୍ରମେ କରି ପାରିବା। ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ରହିଛି। ଘରୋଇ ଉପଚାର ଦ୍ବାରା ମଧ୍ଯ ଏଥିରୁ ମୁକ୍ତି ମିଳି ପାରିବ। ଅନେକ ଆୟୁର୍ବେଦିକ ଚିକିତ୍ସା ରହିଛି ଯାହା ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।