New Twist – ଶିବ ବଖାଣିଲା କାଳ ରାତିର ସତ, କେମିତି ମାରିଥିଲା ପରିବାରର ୫ଜଣଙ୍କୁ… ନିଜ ମୁହଁରୁ ଶୁଣନ୍ତୁ… ଦେଖନ୍ତୁ Video

କିଛି ଦିନ ତଳେ ଏକ ଘଟଣା ସମ୍ନାକୁ ଆସିଥିଲା ଯେଉଁଠାରେ ଜଣେ ବ୍ୟକ୍ତି ପାଞ୍ଚ ଜଣଙ୍କୁ ଏକାଥରକେ ହାଣୀ ଦେଇଥିଲେ ଯାହା ପରବର୍ତ୍ତୀ ସମୟରେ ନିଜେ ସ୍ୱୀକାର ମଧ୍ୟ କରିଛନ୍ତି। ଆଉ ଏହି ଘଟଣା କୁ ନେଇ ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି ଏବଂ ମୁଖ୍ୟ ଅଭିଯୁକ୍ତ ଙ୍କୁ ନେଇ ଡେମୋ କରିବା ନେଇ ସୂଚନା ମିଳିଛି।ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କ ରେ। ଏଠାରେ ମାହାଙ୍ଗା ମର୍ଡର ଘଟଣାକୁ ନେଇ ଭିଡ଼ିଓ ଭାଇରଲ ଦେଖିବାକୁ ମିଳିଛି ଯାହା ଏବେ ଚର୍ଚ୍ଚା ର ବିଷୟ। ଆଉ ଏହି ଘଟଣା ନିକଟରେ କିଛି ଦିମ ତଳେ ଘଟିଥିଲା।

ଯେଉଁଠାରେ ଗୋଟିଏ ପରିବାରର ସମସ୍ତେ ମୃତ୍ୟୁ ବରଣ କରିଥିଲେ। ଏହି ପରିବାରର ବଂଶ କୁ ନିପାତ କରିଥିଲେ ପୁଣି ନିଜ ସାନ ଭାଇ ଯାହା ସବୁ ପୋଲିସ ସାମ୍ନାରେ ବଖାଣିଛନ୍ତି। ଆଉ ଏହି ମୁଖ୍ୟ ଅଭିଯୁକ୍ତ ଶିବ ସାହୁ ସେଦିନ ରାତିର ସବୁ ଘଟଣା ସମ୍ପର୍କରେ ସମସ୍ତେଙ୍କୁ ଜଣାଇ ଥିଲା ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏହି ଘଟଣା ରେ ପରିବାରର ନିଜ ବଡ଼ ଭାଇ ,ଭାଉଜ, ଛୋଟ ଛୁଆ ତିନୋଟି ଯାହା ସୂଚନା ମିଳିଛି।ଏହିଠାରେ ସେହିଦିନ କାଳର ରାତି ସମ୍ପର୍କରେ ସବୁ କହିଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ଏବେ ସେ କହିଛନ୍ତି ଯେ ସେଦିନ ସେମାନଙ୍କୁ ମାରିବା ପାଇଁ କେବଳ ଏକା ନିଜେ ଶିବ ସାହୁ ହିଁ ମାରିଥିଲେ।

ଏବଂ ଏହି ଘଟଣା ରେ କେହି ବି ସାମିଲ ନାହାଁନ୍ତି ଆଉ ଅନ୍ୟପଟେ ଏହି କଥା ଶୁଣିବା ପରେ ପୋଲିସ ମଧ୍ୟ ସନ୍ଦେହ ଘେରରେ କାରଣ ଜଣେ ବ୍ୟକ୍ତି ପାଞ୍ଚ ଜଣଙ୍କୁ ହାଣି ଦେଲା ତାହା ଆଶ୍ଚର୍ଯ୍ୟ ଜନକ ଘଟଣା। ଏହିଠାରେ ମୁଖ୍ୟ ଅଭିଯୁକ୍ତ କହିଛି ଯେ ସେହିଦିନ ରାତି ଅଧ ରେ ନିଜ ସ୍ତ୍ରୀ କୁ ପରିଶ୍ରା ଲାଗିବା ସମୟରେ ଟଏଲେଟ ର ଚାବି ପକେଇ ଦେଇଥିଲେ ବଡ଼ ଭାଇ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ମଧ୍ୟ ଟଏଲେଟ ଲାଗିଥିଲା ଯାହା ପାଇଁ କବାଟ ବାଡେଇ ଥିଲେ ହେଲେ ଭାଉଜ ମନା କରିବା ସହିତ ଏତେ ରାତିରେ କଣ ପାଇଁ ଡାକୁଛ କହି ବିରକ୍ତି ଭାବ କରିଥିଲେ ଏବଂ ତା ପରେ କଥା ବଢିଥିଲା।

ଶେଷରେ କିଛି ସମୟ ଭାବି ସଂଗେ ସଙ୍ଗେ କଟୁରି ଆଣି ଭାଉଜଙ୍କୁ ପ୍ରଥମେ ଚୋଟ ପକେଇ ଥିଲେ ତାପରେ ବଡ଼ ଭାଇଙ୍କୁ ମଧ୍ୟ ଏକା ଥରକେ ହାଣି ଥିଲେ ଯାହା ସବୁ ତଦନ୍ତ କାରୀ ପୋଲିସ ଆଗରେ କହିଛନ୍ତି। ଶେଷରେ ଛୁଆ ମାନେ ଦାଦା କହି ମଧ୍ୟ ଗୋଡ଼ଧରି ଛାଡି ଦିଅ ବୋଲି କହିଥିଲେ ରକ୍ତାକ୍ତ ଓ ରାଗ ମୁଖାରେ ସେମାନଙ୍କୁ ମାରି ଦେଇଥିଲା। ଆଉ ପରି ଶେଷରେ ସେମାନଙ୍କ ଶିର ମଧ୍ୟ କାଟି ଦେଇଥିଲେ କାରଣ ସେ ଜାଣିଥିଲେ ଶିର କାଟି ଦେଲେ ସମସ୍ତ ରକ୍ତ ବାହାରକୁ ପଳେଇ ଆସିବ ଆଉ ବଂଚିବା ବହୁତ କମ। ଆଉ ଯାହା ଏବେ ସୂଚନା ଯୋଗ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment