ସର୍ଟ ଭିଡ଼ିଓ ସୁଟ କରୁଥିବା ସମୟରେ ତଳକୁ ଖସି ପଡିଲେ , ଓଡିଆ ସିରିଏଲର ଅଭିନେତ୍ରୀ ରାଧିକା

0

ଆଜିର ସମାଜରେ ଆଜିକାଲିର ଜେନେରେସନର ପିଲାମାନେ ଟିକଟିକ କରି ଲୋକମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି । ଟିକ ଟକ କରୁଥିବା ସମୟରେ ଛୋଟ ପିଲା ଠାରୁ ଆରମ୍ଭ କରି ବିଢା ପର୍ଯ୍ୟନ୍ତ ସମସ୍ତେ ସୁନ୍ଦର ଅଭିନୟ କରିବା ସହିତ ଡ୍ୟାନ କରି ଟିକଟକ ଷ୍ଟାର ହୋଉଥିଲେ । କିନ୍ତୁ ଟିକଟକ ସମସ୍ତଙ୍କୁ ଏପରି ବାୟା କରିଥିଲା ଯେ ସେମାନେ ବିପଦ ଥିବା ସ୍ଥାନରେ ମଧ୍ୟ ଟିକଟକ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ନିଜ ମରଣକୁ ନିଜେ ଆମନ୍ତ୍ରଣ କରୁଛନ୍ତି ଏବଂ ଅନେକ ଲୋକ ମଧ୍ୟ ବିପଦମୁଖରେ ପଡୁଛନ୍ତି । ସେମିତି କିଛି ଘଟଣା ଦେଖିବାକୁ ମିଳିଛି , ସେହି ଜଣା ଶୁଣା ଅଭିନେତ୍ରୀ ଯିଏକି ଟିକଟକ ନିଶାରେ ଛାତ ଉପରୁ ଖସି ପଡିଥିଲେ କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ।

ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଜଣକ କିଏ । ସେ ଆଉ କେହି ନୁହନ୍ତି ତରଙ୍ଗ ଚେନାଲରେ ପ୍ରସାରିତ ହେଉଥିବା ଧାରାବାହିକ ନୂଆବୋହୁ ସିରିଏଲରେ ଅଭିନୟ କରୁଥିବା ରାଧିକା । ସେ ପୁରୀରେ ନିଜ ପରିବାର ଙ୍କ ସହିତ ମିଶି ବହୁତ ମଜାମସ୍ତି କରୁଥିବାର ନଜର ଆସିଛନ୍ତି । ଆପଣ ମାନେ ସମସ୍ତେ ଜାଣିଛନ୍ତି ତରଙ୍ଗ ଚେନାଲରେ ନୂଆବହୁ ଧାରାବାହିକ ରେ ଅଭିନୟ କରୁଥିବା ରାଧିକା ଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ଯେଉଁ ସିରିଏଲ ଟି ଓଡିଶାର ନମ୍ୱର ୱାନ ଧାରାବାହିକ ନୂଆବହୂ ସିରିଏଲକୁ ଅନେକ ଦର୍ଶକ ଦେଖିବା ପାଇଁ ପସନ୍ଦ କରନ୍ତି ।

ନୂଆବହୂ ସିରିଏଲ ରେ ଅଭିନୟ କରି ରାଧିକା ଏବେ ଚର୍ଚ୍ଚାରେ ରହିଛନ୍ତି ଏବଂ ସେଥିରେ ରାଧିକା ସୁନ୍ଦର ଅଭିନୟ ସହିତ ସୁନ୍ଦର କମେଡି ମଧ୍ୟ କରିଥାନ୍ତି । ରାଧିକାଙ୍କ ଜବରଦସ୍ତ ଅଭିନୟ ଫଳରେ ସେ ଲୋକପ୍ରିୟ ହୋଇ ପାରିଛନ୍ତି ଏବଂ ରାଧିକାଙ୍କ ଜବରଦସ୍ତ ଅଭିନୟ ଫଳରେ ସିରିଏଲଟି ନମ୍ୱର ୱାନ ହୋଇପାରିଛି । ରାଧିକାଙ୍କ ଅନେକ ଫ୍ୟାନ ମାନେ ତାଙ୍କ ଅଭିନୟକୁ ବହୁତ ଭଲ ପାଇବା ଦେବା ସହିତ ତାଙ୍କୁ ଅନେକ ପସନ୍ଦ ମଧ୍ୟ କରନ୍ତି । ରାଧିକା ଟିକ ଟକ କରୁଥିବା ସମୟରେ ଛାତ ଉପରୁ ଖସି ଯାଇଥିଲେ କିନ୍ତୁ ତାଙ୍କ ପାଖରେ ରହିଥିବା ସହଯୋଗୀ ମାନେ ତାଙ୍କୁ ଧରି ପକାଇଥିଲେ ।

ଯାହାଫଳରେ ସେ ଅଳ୍ପକେ ବଞ୍ଚିଯାଇଥିଲେ ଏବଂ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଟିକ ଟକରେ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି କି ବିପଦ ରହିଥିବା ସ୍ଥାନରେ ମଧ୍ୟ ସେମାନେ ମୃତ୍ୟୁକୁ ଭୟ ନକରି ଅଭିନୟ କରିବାରେ ବ୍ୟସ୍ତ ରହୁଛନ୍ତି । ଯାହା ଫଳରେ ଏପରି ମୂଲ୍ୟବାନ ଜୀବନକୁ ହରାଇ ବସୁଛନ୍ତି , ସେଥିପାଇଁ ଟିକ ଟିକ କରନ୍ତୁ କିନ୍ତୁ ଯେଉଁ ଠାରେ ବିପଦ ଥିବା ସ୍ଥାନରେ କେବେହେଲେ ଅନ୍ୟ ମନସ୍କ ରୁହନ୍ତୁ ନାହିଁ ଏବଂ ସେହି ସ୍ଥାନରେ ଟିକ ଟକ କରନ୍ତୁ ନାହିଁ । କାରଣ କେତେବେଳେ ମୂଲ୍ୟବାନ ଜୀବନ ମଧ୍ୟ ଚାଲିଯାଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।