ସୁଟିଂ ସେଟ୍ ରେ ହିରୋ Amar ଙ୍କ ସହିତ ଅଭିନେତ୍ରୀ jhili ଖାଇଲେ ପଖାଳ ଭିଡ଼ିଓ ହେଉଛି ଭାଇରାଲ…Delete ହେବା ଆଗରୁ ଦେଖି ନିଅନ୍ତୁ

0

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଧାରାବାହିକ ପ୍ରତି କିପରି ଭାବରେ ଅନେକ ଲୋକଙ୍କ ଅହେତୁକ ଭଲପାଇବା ରହିଛି। ଅନେକ ଦର୍ଶକ ସିରିଏଲ ଦେଖିବକୁ ବହୁତ୍ ପସନ୍ଦ କରନ୍ତି। ଏଥିରେ ଅଭିନୟ କରୁଥିବା କଳାକାର ମାନଙ୍କ ପ୍ରତି ମଧ୍ଯ ଦର୍ଶକ ମାନଙ୍କର ଏକ ଭିନ୍ନ ଆକର୍ଷଣ ରହିଥାଏ। ତେବେ ଟିଭି ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ କୁ ଦେଖାଇ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ଆଉ ସେମାନଙ୍କର ଜୀବନଶୈଳୀ ବି ସାଧାରଣତଃ ଟିକେ ଭିନ୍ନ ପ୍ରକାରର ଏବଂ ଆକର୍ଷିତ କଲା ଭଳି ହୋଇଥାଏ।

ଧାରାବାହିକରେ ଅଭିନୟ କରୁଥିବା କଳାକାର ମାନେ ତାଙ୍କର ଅଭିନୟ, ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଅନେକାଂଶରେ ଆକର୍ଷିତ କରିଥାନ୍ତି। ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ସେଥିପାଇଁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।ଏହାଛଡ଼ା ଅନେକ ସେମାନଙ୍କ ଲାଇଫ ଷ୍ଟାଇଲ କୁ ମଧ୍ୟ ଅନୁସରଣ କରିଥାନ୍ତି। ସେ ଯେଉଁ ଭାଷାଭାଷୀ ର ଦର୍ଶକ ହେଇ ଥାଆନ୍ତୁ ନା କାହିଁକି ଧାରାବାହିକ ପ୍ରତି ସମସ୍ତଙ୍କ ମନରେ ଏକ ଅଲଗା ଆଗ୍ରହ ରହିଥାଏ।

ସେହିପରି ସିରିଏଲ ଇଣ୍ଡଷ୍ଟ୍ରି ର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ଧାରାବାହିକ “ଝିଲ୍ଲି” ରେ ଅଭିନୟ କରୁଥିବା ଅଭିନେତ୍ରୀ ନିକିତା ମିଶ୍ର ଅନ୍ୟତମ।ସେ ତାଙ୍କର ସୁନ୍ଦରତା ଏବଂ ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛନ୍ତି। ଧାରାବାହିକ ଜଗତକୁ ସେ ତାଙ୍କର ଏକ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଏହି ଅଭିନେତ୍ରୀ ଜଣଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ଏବେ ତାଙ୍କର ଏକ ସୁଟିଂ ସେଟ୍ ବାହାର ଦୃଶ୍ୟର ଭିଡିଓ ସାମ୍ନାକୁ ଆସିଛି।

ଯେଉଁଥିରେ ସେ ଏବଂ ତାଙ୍କ ସହ ମୁଖ୍ୟ ପୁରୁଷ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ମଧ୍ଯ ନଜର ଆସିଛନ୍ତି।ଏହି ଭିଡିଓ ରେ ସେମାନେ ପଖାଳ ଖାଉଥିବାର ଦେଖିବାକୁ ମିଳିଛି। ଦହି ପଖାଳ ସାଙ୍ଗକୁ ବାଇଗଣ ଚଟୁଣି, କାକୁଡି, ବିଲାତି, ପିଆଜ, ଚକଟା, ଭଜା ଆଦି ସେମାନେ ଖାଉଥିବାର ଦେଖିବା ପାଇଁ ମିଳିଛି। ପଖାଳ ବହୁତ୍ ଭଲ ଲାଗୁଛି ବୋଲି ସେମାନେ କହୁଛନ୍ତି ଏବଂ ଅଭିନେତ୍ରୀ ଝିଲ୍ଲୀ ଓରଫ ନିକିତା ଗରମ ଭାତ ଓ ତରକାରୀ ସାଙ୍ଗକୁ ଚକଟା ଖାଉଛନ୍ତି। ତାହା ତାଙ୍କୁ ବହୁତ୍ ଟେଷ୍ଟି ଲାଗୁଛି ବୋଲି ସେ କହିଛନ୍ତି। ତେବେ କେହି ଜଣେ ଷ୍ଟାଫ ସେମାନଙ୍କ ର ଏହି ପଖାଳ ଖାଇବାର ଦୃଶ୍ୟକୁ କ୍ୟାମେରାରେ ରେକର୍ଡ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।