ଶୁଣନ୍ତୁ Viral Audio Call : ଯୁବତୀଙ୍କୁ ବ୍ଲାକମେଲ କରିବାର ନୂଆ Funda, ତମ ଫୋଟୋ ଲିକ ହେଇଛି ଭାଇରାଲ କରି…ପ୍ରତ୍ୟେକ ମହିଳା ଏବଂ ଯୁବତୀ ନିଶ୍ଚୟ ଦେଖନ୍ତୁ

0

ବର୍ତ୍ତମାନ ଆଜିକାଲି ବିଭିନ୍ନ ପ୍ରକାରର ଅନଲାଇନ ଟେକ୍ନୋଲୋଜି ବାହାରିଲାଣି, ଯାହା ଫଳରେ କି ଏହା ମାଧ୍ୟମରେ ସବୁ କିଛି ସମ୍ଭବ ହୋଇ ପାରୁଛି। ଏହି ଟେକ୍ନୋଲୋଜି ଦ୍ୱାରା କିଛି ଲୋକ ମାନେ ଖୁବ କମ ସମୟ ଭିତରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଉଛନ୍ତି। କିନ୍ତୁ ଏସବୁର ସୁଵିଧା ସ୍ୱତେ ମଧ୍ୟ ସମାଜରେ ଏଭଳି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ଏହି ଟେକ୍ନୋଲୋଜିର ଫାଇଦା ଉଠାଇ ଏହାର ଦୁର୍ବ୍ୟବହାର କରି ଥାଆନ୍ତି ଓ ଅନ୍ୟ ମାନଙ୍କୁ ହଇରାଣ ହରକତ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ଜଣେ ସାଇବର ଠକେଇ ଜଣେ ଯୁବତୀଙ୍କୁ ବ୍ଲାକ ମେଲିଙ୍ଗ କରୁଥିଲେ କିନ୍ତୁ ନିଜେ ଧରା ପଡି ଯାଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଜଣେ ସାଇବର ଠକେଇ ଜଣେ ଯୁବତୀଙ୍କ ନିକଟକୁ ଫୋନ କରି କହୁଛନ୍ତି ଯେ, ତୁମେ ଗୋଟେ ପିଲା ସହିତ କଥା ହେଉଥିଲ କିନ୍ତୁ ଯୁବତୀ ଜଣଙ୍କ ମନା କରି ଦେଇଥିଲେ। ସେହି ସାଇବର ଠକେଇ ପୁଣି ଥରେ ଯୁବତୀଙ୍କୁ କହିଥିଲେ ଯେ, ଯେତେବେଳେ ଫୋଟୋ ଓ କଲ ରେକର୍ଡ଼ ଭାଇରଲ ହେବ ସେତେବେଳେ ସବୁ କିଛି ଜଣା ପଡିଯିବ। ଏଥି ସହିତ ସେହି ସାଇବର ଠକେଇ କହିଛନ୍ତି କିଛି ଦିନ ତଳେ ଗୋଟେ ପୁଅ ସହିତ ହୋଇ ତା ନିକଟକୁ ଭିଡ଼ିଓ କଲ କରିଥିଲେ, ଏଭଳି ଆହୁରି ଅନେକ କିଛି କଥା କହୁ ଥାଆନ୍ତି।

ସେଥିପାଇଁ ତୁମକୁ ସାହାଯ୍ୟ କରିବା ପାଇଁ ଫୋନ କରିଥିଲୁ। ଏହି ଭଳି ଭାବରେ ସେମାନେ କଥା କହି ଯୁବତୀଙ୍କୁ ଠକି ଆସୁ ଥିଲା। ଏହି ସବୁ କଥା କହି ଯୁବତୀଙ୍କୁ ବ୍ଲକମେଲିଙ୍ଗ କରିବା ପାଇଁ ଚେଷ୍ଟା କରୁଥିଲା। କିନ୍ତୁ ଯୁବତୀ ଜଣଙ୍କ ସେହି ସାଇବର ଠକେଇ କଥା ଶୁଣି ଖୁବ ଜୋରରେ ରାଗି ଯାଇ ଥିଲେ। ଏହା ପରେ ମଧ୍ୟ ଯୁବତୀ ଜଣଙ୍କ ତାଙ୍କ କଥା ଶୁଣି ଭୟ ନକରି ତାଙ୍କ ବୁଦ୍ଧି ଶିଖାଇବା ପାଇଁ ଚିନ୍ତା କରିଥିଲେ। ସାଇବର ଠକେଇକୁ କହିଥିଲେ ଯେ, ପୋଲିସ ଷ୍ଟେସନ ପାଖରେ ତୁମର କଲ ଟ୍ରାକିଙ୍ଗ ହୋଇଛି।

ଯେତେବେଳେ ପୋଲିସ ଆସି ନିକଟରେ ପହଁଛି ଯିବ ସେତେବେଳେ ସବୁ କିଛି ଧରା ପଡି ଯିବ। କିନ୍ତୁ ସେ ଏଭଳି କାର୍ଯ୍ୟ କରି ଧରା ପଡିବି ବୋଲି କେବେ ହେଲେ ଭାବି ନଥିଲା। ଏହା ଶୁଣି ସାଇବର ଠକେଇ ଜଣଙ୍କ ବହୁତ ଡରି ଯାଇ ଥିଲା ଓ ଶେଷରେ ଯୁବତୀଙ୍କୁ କ୍ଷମା ମାଗି ଥିଲା। କିନ୍ତୁ ଯୁବତୀଟି ତାଙ୍କ କଥା ଶୁଣି ନଥିଲେ ଓ କହିଥିଲେ ଏଭଳି ବ୍ୟକ୍ତଙ୍କୁ ଦଣ୍ଡ ଦିଆ ଯିବା ଉଚିତ ଅଟେ। ତେବେ ବନ୍ଧୁଗଣ ଆପଣ ମାନେ ଏଭଳି ଲୋକ ମାନଙ୍କ ଠାରୁ ନିଜକୁ ଦୂରରେ ରଖନ୍ତୁ, ନ ହେଲେ ଆପଣ ମାନେ ଏଭଳି ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।