ଦେଖନ୍ତୁ ଭିଡ଼ିଓ : ଶୂନ୍ୟରେ ” ଭୁତ ” ଛୋଟ ଛୁଆଙ୍କର ତଣ୍ଟି ଚିପି ରଖୁଛି, ଭିଡ଼ିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ…

0

ଆଜିର ସମାଜରେ ଵିଜ୍ଞାନ ବହୁତ ଆଗକୁ ଯାଇଥିଲେ ମଧ୍ୟ ଆଜିବି ଲୋକ ମାନଙ୍କ ମଧ୍ୟରେ ଭୂତ ପ୍ରେତ ବିଶ୍ୱାସ ରହିଛି।କିନ୍ତୁ ବିଜ୍ଞାନ ଦୃଡ ଭାବରେ ପ୍ରତିବାଦ କରେ ଯେ, ଭୂତ ପ୍ରେତ ଭଳି କୌଣସି ଜିନିଷ ନାହିଁ। ଲୋକମାନେ ମୃତ୍ୟୁ ପରେ ତାଙ୍କର କୌଣସି ସ୍ୱତା ରହେନାହିଁ। କିନ୍ତୁ ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛି ଯେ ଭୂତ ପ୍ରେତ ବୋଲି କିଛି ଅଦ୍ଭୂତ ଶକ୍ତି ରହିଛି। ଯାହା ମନୁଷ୍ୟକୁ ଅନେକ ପ୍ରକାର ଅସୁବିଧା ରେ ପକାଇଥାଏ। ତେବେ ଆପଣ ମାନେ ମଧ୍ୟ ଅନେକ ସମୟରେ ଦେଖିଥିବେ, ବିଭିନ୍ନ ପ୍ରକାର ଭୂତ ପ୍ରେତ ଗୁଣି ଗାରେଡି ବିଷୟରେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଦେଖାଇବା ପାଇଁ ଯାଉଛୁ। ଯାହା ଦେଖିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି ହେଉଛି, କିଛି ପିଲା ମାନେ କାନ୍ଦି କାନ୍ଦି କହୁଛନ୍ତି, ଯେ ଗଗନା ନାମକ, ପ୍ରେତାତ୍ମା ତଣ୍ଟି ଚିପି ରଖୁଛି। ତାଙ୍କୁ ବହୁତ କଷ୍ଟ ହେଉଥିବାର ଅଭିଯୋଗ କରିଛନ୍ତି। ତେବେ ଆପଣ ମାନେ ବିଡ଼ିଓଟିକୁ ଦେଖିଲେ ଆପଣ ଭୟରେ ଦେହ ଥରି ଉଠିବ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ:

ସାଲେପୁର ଛୋଟିପଡା ଗାଁ ର ୫ ଜଣଙ୍କ ପିଲାଙ୍କ ପାଖରେ ଦେଖାଯାଇଛି ଏକ ଅସ୍ୱାଭାବିକ ଆଚରଣ। ପିଲାମାନେ ଖୁବ ଜୋରରେ ଚିତ୍କାର କରୁଛନ୍ତି ଓ ମା କୋଳରୁ ମୋଡି ହୋଇ ତଳେ ପଡିଯାଇ ମୁଁହ ଏବଂ ହାତ ଗୋଡ ବଙ୍କା ହୋଇଯାଉଛି ଏବଂ ରକ୍ତ ଶୋଷି ନେଇ ଯାଉଛି। ଶୂନ୍ୟରେ ରହି ଏମିତି କିଏ କରୁଛି ବୋଲି ପଚାରିବାରୁ ପିଲାମାନେ କହୁଛନ୍ତି ଯେ ଗଗନାର ପ୍ରେତ କରୁଛି। ଏ ପିଲାମାନେ ସେମିତି ଗୋଟେ ଭୂତ କବଳରେ ପଡିଛନ୍ତି ବୋଲି ସେମାନେ କହୁଛନ୍ତି। ପରିବାର ଲୋକ ବି ଆତଙ୍କିତ ହୋଇ କହୁଛନ୍ତି କିଏ ସେ ଗଗନା କଣ କରୁଛି ଆଉ କଣ ପାଇଁ କରୁଛି ତାହା ଜାଣିବା ନିହାତି ଆବଶ୍ୟକ।

ପିଲାଟିର ପ୍ରତିକ୍ରିୟା ଅନୁସାରେ, ଗଗନାର ପ୍ରେତ ନଡ଼ିଆ ଗଛରେ ରହୁଛି ଆଉ ହାତରେ ଧରିଛି କଣ୍ଢେଇ, ସେହି ପିଲାମାନେ ଏହି ଘଟଣାକୁ ନେଇ ଖୁବ ଜୋରରେ ଭୟଭୀତ ହୋଇ ପଡିଛନ୍ତି ନା କୌଣସି ସ୍ନାୟବିକ ଦୁର୍ବଳତାର ଶିକାର ହୋଇଛନ୍ତି। ସେଥିପାଇଁ ତାଙ୍କ ପରିବାର ଲୋକ ଡାକ୍ତରଙ୍କ ପାଖକୁ ଯାଇଥିଲେ କିନ୍ତୁ କୌଣସି ବି ଫଳପ୍ରଦ ହେଲା ନାହିଁ। ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ ଦେଲେ କିନ୍ତୁ ପୋଲିସ କିଛି ସାହାଯ୍ୟ ସହଯୋଗ କରୁନାହିଁ। ଅଭିଭାବଙ୍କ ମତ ଯେ ପିଲାଙ୍କୁ କେହି ଗୁଣି କରିଛି ଆଉ ଗୁଣି କରୁଥିବା ଲୋକଙ୍କୁ ଧରିବାକୁ ପୋଲିସ ପଛଘୁଞ୍ଚା ଦେଉଛି। ତାଙ୍କ ପରିବାର ଲୋକ ତାଙ୍କ ପିଲାମାନଙ୍କ ପାଇଁ ପୋଲିସ ପାଖରେ ନ୍ୟାୟ ମାଗୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।