Sushant ଙ୍କ ମୃତ୍ୟୁ ବାର୍ଷିକରେ Ankita ସେୟାର କଲେ ତାଙ୍କ ଶେଷ Video, ଯେଉଁଥିରେ ସୁଶାନ୍ତ କହୁଥିଲେ କିଛି ଏମିତି କି ଦେଖି ଆପଣ ବି କାନ୍ଦି ପକାଇବେ, ଦେଖନ୍ତୁ ଭାଇରାଲ Video

0

ବଲିଉଡ୍ ଜଗତର ସୁପଷ୍ଟାର ତଥା ବହୁ କମ୍ ଦିନରେ ଲୋକପ୍ରିୟ ହୋଇ ପାରିଥିବା ସୁପଷ୍ଟାର ଜଣକ ହେଉଛନ୍ତି ସୁଶାନ୍ତ ସିଂ ରାଜପୁତ । ସେ ବହୁତ ଅଳ୍ପ ସମୟରେ ମଧ୍ୟରେ ଅଗଣିତ ଦର୍ଶକ ମାନଙ୍କ ମନରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସୁଶାନ୍ତଙ୍କ ଅଭିନୟ ବା ଷ୍ଟାଇଲ କୁ ଅଗଣିତ ଦର୍ଶକମାନେ ବହୁତ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ଆମ ମାନଙ୍କ ଗହଣରେ ନାହାନ୍ତି କିନ୍ତୁ ତାଙ୍କର କେତେକ ସ୍ମୃତି ଆମ ମାନଙ୍କ ମନରେ ସାଇତି ହୋଇ ରହିଛି । ଯାହା ଦର୍ଶକ ମାନେ ଆଜି ପର୍ଯ୍ୟନ୍ତ ତାହାକୁ ଭୁଲି ପାରି ନାହାନ୍ତି , ସେମିତି କିଛି ଭିଡିଓ ଯାହା ଆପଣ ମାନଙ୍କୁ ଦେଖେଇବୁ । ଯେଉଁଥିରେ ସୁଶାନ୍ତି ସିଂ ଓ ଅଙ୍କିତା ମ୍ୟାରେଜ ଅସିବର୍ଷରୀ ପାଳନ କରୁଥିବାର ନଜର ଆସିଛନ୍ତି ।

ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଉଥିବେ କି ଅଙ୍କିତା ଓ ସୁଶାନ୍ତ ଉଭୟ ମିଶି ଠାକୁର ପୂଜା କରୁଛନ୍ତି ଏବଂ ସୁଶାନ୍ତଙ୍କୁ ପୂଜା କରିବାର ବିଧି ବିଷୟରେ ଅଙ୍କିତା ଜଣାଉଛନ୍ତି । ଏହି ଭିଡିଓରେ ଦୁଇ ଜଣ ବହୁତ ଖୁସୀ ଥିବାର ନଜର ଆସୁଛନ୍ତି ଏବଂ ଅଙ୍କିତାଙ୍କୁ ସୁଶାନ୍ତ ମ୍ୟାରେଜ ଆନିବର୍ଷରୀ ରେ ଗିଫ୍ଟ ଦେଉଛନ୍ତି । ସେ ବହୁତ ସାରା ପ୍ଲାନିଙ୍ଗ ମଧ୍ୟ କରିଛନ୍ତି , ଯାହା ସେମାନଙ୍କ ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ସୁଶାନ୍ତ ପଶୁ ପକ୍ଷୀ ମାନଙ୍କୁ ବହୁତ ଭଲ ପାଆନ୍ତି , ଏହି ଭିଡିଓରେ ସେ ଗୋଟିଏ କୁକୁର କୁ ଆଉଁଶୁ ଥିବାର ନଜର ଆସିଛନ୍ତି । ଅଙ୍କିତାଙ୍କ ସହ ପୂଜା ଘରେ ଠାକୁରଙ୍କ ଆରତୀ ମଧ୍ୟ କରୁଛନ୍ତି ।

ବହୁତ ଦିନ ପରେ ସେମାନେ ଏକାଠି ହୋଇଛନ୍ତି ଏବଂ ବହୁତ ଖୁସୀ ମଧ୍ୟ ଅଛନ୍ତି , ଏଥିସହିତ ସେମାନେ ଲଙ୍ଗଡ୍ରାଇଭ ରେ ଯାଉଥିବାର ଦୃଶ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳୁଛି । ସୁଶାନ୍ତ ବହୁତ କମ ଦିନରେ ନିଜ କ୍ୟାରିୟର ରେ ବହୁତ ଆଗକୁ ଯାଇଛନ୍ତି । ସେ ଗୋଟିଏ ପରେ ଗୋଟିଏ ସୁନ୍ଦର ଏବଂ ଜବରଦସ୍ତ ମୁଭି ଦର୍ଶକ ମାନଙ୍କ ପାଇଁ ନେଇ ଆସିଥାନ୍ତି । ସୁଶାନ୍ତ ଅଙ୍କିତାଙ୍କ ସହ ଆଗାମୀ ସମୟରେ ଅଭିନୟ ବା ଡ୍ୟାସ କରିବା ର ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଶାନ୍ତ ଆମ ମାନଙ୍କ ସହିତ ଆଉ ନାହାନ୍ତି , ତାଙ୍କ ପାଇଁ ଅନେକ ଫ୍ୟାନ ମାନେ ଆଜି ପର୍ଯ୍ୟନ୍ତ ତାଙ୍କୁ ଏବଂ ତାଙ୍କ ଅଭିନୟକୁ ଭୁଲି ପାରି ନାହାନ୍ତି ।

ଆପଣ ମାନେ ଜାଣିଥିବେ କି ଯିଏ କି ପ୍ରଥମ ବ୍ୟକ୍ତି ମଙ୍ଗଳ ଗ୍ରହରେ ଜାଗା କିଣିଥିଲେ ସେ ହେଉଛନ୍ତି ସୁପଷ୍ଟାର ସୁଶାନ୍ତ ସିଂ , ସୁଶାନ୍ତ ବହୁତ କମ ସମୟ ମଧ୍ୟରେ ଅନେକ କିଛି କରିପାରିଥିଲେ । ଅଙ୍କିତା ଏବଂ ସୁଶାନ୍ତ ସିଂ ରାଜପୁତ ପବିତ୍ର ରିସ୍ତା ରେ ଉଭୟ ଅଭିନୟ କରୁଥିବାର ନଜର ଅସିବେ । ଯାହା ସେମାନେ ନିଜ ପ୍ରାଇଭେଟ ଭିଡିଓ ରେ ଦର୍ଶକ ମାନଙ୍କୁ ଜଣାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।