Sushant ଙ୍କ ମୃତ୍ୟୁ ବାର୍ଷିକରେ Ankita ସେୟାର କଲେ ତାଙ୍କ ଶେଷ Video, ଯେଉଁଥିରେ ସୁଶାନ୍ତ କହୁଥିଲେ କିଛି ଏମିତି କି ଦେଖି ଆପଣ ବି କାନ୍ଦି ପକାଇବେ, ଦେଖନ୍ତୁ ଭାଇରାଲ Video

ବଲିଉଡ୍ ଜଗତର ସୁପଷ୍ଟାର ତଥା ବହୁ କମ୍ ଦିନରେ ଲୋକପ୍ରିୟ ହୋଇ ପାରିଥିବା ସୁପଷ୍ଟାର ଜଣକ ହେଉଛନ୍ତି ସୁଶାନ୍ତ ସିଂ ରାଜପୁତ । ସେ ବହୁତ ଅଳ୍ପ ସମୟରେ ମଧ୍ୟରେ ଅଗଣିତ ଦର୍ଶକ ମାନଙ୍କ ମନରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସୁଶାନ୍ତଙ୍କ ଅଭିନୟ ବା ଷ୍ଟାଇଲ କୁ ଅଗଣିତ ଦର୍ଶକମାନେ ବହୁତ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ଆମ ମାନଙ୍କ ଗହଣରେ ନାହାନ୍ତି କିନ୍ତୁ ତାଙ୍କର କେତେକ ସ୍ମୃତି ଆମ ମାନଙ୍କ ମନରେ ସାଇତି ହୋଇ ରହିଛି । ଯାହା ଦର୍ଶକ ମାନେ ଆଜି ପର୍ଯ୍ୟନ୍ତ ତାହାକୁ ଭୁଲି ପାରି ନାହାନ୍ତି , ସେମିତି କିଛି ଭିଡିଓ ଯାହା ଆପଣ ମାନଙ୍କୁ ଦେଖେଇବୁ । ଯେଉଁଥିରେ ସୁଶାନ୍ତି ସିଂ ଓ ଅଙ୍କିତା ମ୍ୟାରେଜ ଅସିବର୍ଷରୀ ପାଳନ କରୁଥିବାର ନଜର ଆସିଛନ୍ତି ।

ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଉଥିବେ କି ଅଙ୍କିତା ଓ ସୁଶାନ୍ତ ଉଭୟ ମିଶି ଠାକୁର ପୂଜା କରୁଛନ୍ତି ଏବଂ ସୁଶାନ୍ତଙ୍କୁ ପୂଜା କରିବାର ବିଧି ବିଷୟରେ ଅଙ୍କିତା ଜଣାଉଛନ୍ତି । ଏହି ଭିଡିଓରେ ଦୁଇ ଜଣ ବହୁତ ଖୁସୀ ଥିବାର ନଜର ଆସୁଛନ୍ତି ଏବଂ ଅଙ୍କିତାଙ୍କୁ ସୁଶାନ୍ତ ମ୍ୟାରେଜ ଆନିବର୍ଷରୀ ରେ ଗିଫ୍ଟ ଦେଉଛନ୍ତି । ସେ ବହୁତ ସାରା ପ୍ଲାନିଙ୍ଗ ମଧ୍ୟ କରିଛନ୍ତି , ଯାହା ସେମାନଙ୍କ ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ସୁଶାନ୍ତ ପଶୁ ପକ୍ଷୀ ମାନଙ୍କୁ ବହୁତ ଭଲ ପାଆନ୍ତି , ଏହି ଭିଡିଓରେ ସେ ଗୋଟିଏ କୁକୁର କୁ ଆଉଁଶୁ ଥିବାର ନଜର ଆସିଛନ୍ତି । ଅଙ୍କିତାଙ୍କ ସହ ପୂଜା ଘରେ ଠାକୁରଙ୍କ ଆରତୀ ମଧ୍ୟ କରୁଛନ୍ତି ।

ବହୁତ ଦିନ ପରେ ସେମାନେ ଏକାଠି ହୋଇଛନ୍ତି ଏବଂ ବହୁତ ଖୁସୀ ମଧ୍ୟ ଅଛନ୍ତି , ଏଥିସହିତ ସେମାନେ ଲଙ୍ଗଡ୍ରାଇଭ ରେ ଯାଉଥିବାର ଦୃଶ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳୁଛି । ସୁଶାନ୍ତ ବହୁତ କମ ଦିନରେ ନିଜ କ୍ୟାରିୟର ରେ ବହୁତ ଆଗକୁ ଯାଇଛନ୍ତି । ସେ ଗୋଟିଏ ପରେ ଗୋଟିଏ ସୁନ୍ଦର ଏବଂ ଜବରଦସ୍ତ ମୁଭି ଦର୍ଶକ ମାନଙ୍କ ପାଇଁ ନେଇ ଆସିଥାନ୍ତି । ସୁଶାନ୍ତ ଅଙ୍କିତାଙ୍କ ସହ ଆଗାମୀ ସମୟରେ ଅଭିନୟ ବା ଡ୍ୟାସ କରିବା ର ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଶାନ୍ତ ଆମ ମାନଙ୍କ ସହିତ ଆଉ ନାହାନ୍ତି , ତାଙ୍କ ପାଇଁ ଅନେକ ଫ୍ୟାନ ମାନେ ଆଜି ପର୍ଯ୍ୟନ୍ତ ତାଙ୍କୁ ଏବଂ ତାଙ୍କ ଅଭିନୟକୁ ଭୁଲି ପାରି ନାହାନ୍ତି ।

ଆପଣ ମାନେ ଜାଣିଥିବେ କି ଯିଏ କି ପ୍ରଥମ ବ୍ୟକ୍ତି ମଙ୍ଗଳ ଗ୍ରହରେ ଜାଗା କିଣିଥିଲେ ସେ ହେଉଛନ୍ତି ସୁପଷ୍ଟାର ସୁଶାନ୍ତ ସିଂ , ସୁଶାନ୍ତ ବହୁତ କମ ସମୟ ମଧ୍ୟରେ ଅନେକ କିଛି କରିପାରିଥିଲେ । ଅଙ୍କିତା ଏବଂ ସୁଶାନ୍ତ ସିଂ ରାଜପୁତ ପବିତ୍ର ରିସ୍ତା ରେ ଉଭୟ ଅଭିନୟ କରୁଥିବାର ନଜର ଅସିବେ । ଯାହା ସେମାନେ ନିଜ ପ୍ରାଇଭେଟ ଭିଡିଓ ରେ ଦର୍ଶକ ମାନଙ୍କୁ ଜଣାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment