jyotisha Shastra – ଦୀର୍ଘ 501 ବର୍ଷ ପରେ (18 February) ଆସୁଛି ବିରଳ ମହା ଶିବରାତ୍ରୀ ଜାଗର | ଏହି 5ଟି ରାଶିରେ ବିଶାଳ ରାଜଯୋଗ ..

ଏହି ବର୍ଷ ମହା ଶିବରାତ୍ରୀ ଆସନ୍ତା ଫେବୃଆରୀ ୧୮ରେ ତାରିଖରେ ପଡୁଅଛି। ଏହି ମହା ଶିବରାତ୍ରୀ ଠାରୁ ପାଞ୍ଚ ଗୋଟି ରାଶି ଉପରେ ଧନ ବର୍ଷିବା ପାଇଁ ଯାଉଛି। ଦୀର୍ଘ ବର୍ଷ ପରେ ଏପରି ମହା ସଂଯୋଗ ବନୁଅଛି ଯାହା ଫଳରେ ଯାହା ଫଳରେ ଏହି ପାଞ୍ଚଗୋଟି ରାଶିର ଭାଗ୍ୟ ଚମକି ଉଠିବ।ଏମାନଙ୍କ ଉପରେ ଭୋଳା ଶଙ୍କରଙ୍କ କୃପା ବିଶେଷ ଭାବେ ରହିବ। କୁହା ଯାଇଥାଏ କି ଭଗବାନ୍ ଭୋଳା ଶଙ୍କରଙ୍କୁ ଯିଏ ବି ଭକ୍ତିର ସହିତ ପୂଜା ଆରାଧନା କରିଥାଏ ତା ଉପରେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଥାନ୍ତି। ଏବଂ ମହା ଶିବରାତ୍ରୀ ଦିନ ଯିଏ ନିଷ୍ଠାର ସହିତ ବିଶେଷ ଭାବେ ଭଗବାନ୍ ଭୋଳା ଶଙ୍କର ପୂଜା ଆରାଧନା କରିଥାଏ ତାର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ।ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଏବଂ ସେମାନଙ୍କ ଭାଗ୍ୟରେ ହେବାକୁ ଥିବା ପରିବର୍ତ୍ତନ ବାବଦରେ।

ବୃଷ ରାଶି:- ଭଗବାନ୍ ଭୋଳା ଶଙ୍କରଙ୍କ କୃପା ବିଶେଷ ଭାବେ ଆପଣଙ୍କ ଉପରେ ପଡିବା ପାଇଁ ଯାଉଛି। ଏହି ଶିବ ରାତ୍ରୀ ପରଠାରୁ ଆପଣ ସବୁ କ୍ଷେତ୍ରରେ ଆଗେଇ ଯିବେ। ଆପଣ ବହୁ ଗୁଣା ଧନ ପ୍ରାପ୍ତି କରିବେ। ଇନ୍କମ୍ ଆପଣଙ୍କ ଭଲ ରହିବ। ଧନରେ ମାଲାମାଲ ହେବାରୁ କେହି ଆପଣଙ୍କୁ ବଞ୍ଚିତ କରି ପାରିବେ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ ରାଶି:-ସିଂହ ରାଶି ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଭଗବାନ୍ ଭୋଳା ଶଙ୍କରଙ୍କ କୃପା ବିଶେଷ ଭାବେ ରହିବ। ଯେଉଁ କାରଣରୁ ଶିବରାତ୍ରୀ ପରେ ଆପଣ ମାଲାମାଲ୍ ହେବେ। ମହାଦେବ ଙ୍କ କୃପାରୁ ଏବେ ଆପଣଙ୍କ ଭାଗ୍ୟ ଚମକି ଉଠିବ। ଆପଣଙ୍କ ପାଇଁ ସବୁ ଆଡୁ ଧନଏ ମାର୍ଗ ଖୋଲିବା ପାଇଁ ଯାଉଛି।

କନ୍ୟା ରାଶି:-ଆପଣଙ୍କୁ ଏହି ଶିବରାତ୍ରୀ ପରଠାରୁ ବହୁତ୍ ବଡ଼ ଖୁସି ଖବର ମିଳିବା ପାଇଁ ଯାଉଛି ଆପଣ ଯାହା ପୂର୍ବରୁ ଆଶା କରିଥଲେ ସେ ସବୁ କିଛମାତ୍ରାରେ ଆପଣ ଏହି ଶିବରାତ୍ରୀ ପରଠାରୁ ପାଇ ପାରିବେ। ପରିବାର ରେ ସମସ୍ତେ ହସ ଖୁସିରେ ରହିବେ। ବୁଝାମଣା ଠିକ୍ ରହିବ।

ତୁଳା ରାଶି:-ଶିବରାତ୍ରୀ ପରଠାରୁ ଆପଣଙ୍କ ଆର୍ଥିକ କ୍ଷେତ୍ରରେ ବୃଦ୍ଧି ଦେଖିବା ପାଇଁ ମିଳିବ। ଆପଣ ଯାହା ବି କରିବା ପାଇଁ ଚେଷ୍ଟା କରୁଥିଲେ ସେ ସବୁ ଖୁବ୍ ଶୀଘ୍ର ଆରମ୍ଭ ମଧ୍ୟ ହୋଇଯିବ। ଧନ ଆଗମନର ସବୁ ପ୍ରକାର ମାର୍ଗ ଖୋଲୁ ଅଛି।

କୁମ୍ଭ ରାଶି:-ଶିବରାତ୍ରୀ ପରଠାରୁ ମହାଦେବ ଙ୍କ କୃପାରୁ ଆପଣଙ୍କୁ ଅଚାନକ‌ କୌଣସି ଗୁପ୍ତ ଧନର ସନ୍ଧାନ ମିଳିପାରେ ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ। ଆପଣଙ୍କ ଜୀବନର ସବୁ ଦୁଃଖ ଦୂରେଇ ଯିବ ଜୀବନ ସାଥୀ ଙ୍କ ସହିତ ଆପଣଙ୍କ ସମ୍ପର୍କ ଆହୁରି ମଜବୁତ୍ ହେବାକୁ ଯାଉଛି। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment