ଆଜି 22.” NOVEMBRE “ମଙ୍ଗଳବାର ସିଂହ ରାଶିର ମାସିକ ରାଶିଫଳ – Maa laxmi କୃପାରୁ ଆଜିଠୁ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କ ଭାଗ୍ୟ

ତେବେ ଆପଣ ମାନେ ଜାଣିଥିଲେ କି ପ୍ରତେକ ବ୍ୟକ୍ତି ଙ୍କର ରାଶି ଫଳ ସହିତ ବ୍ୟକ୍ତି ର ବ୍ୟକ୍ତିଗତ ସ୍ଵଭାଵ ଯୋଡ଼ି କି ରହିଥାଏ | ଆଉ ଗ୍ରହ ମାନଙ୍କର ଗତି ଵିଧି ଅନୁସାରେ ରାଶି ନିର୍ଣ୍ଣୟ ହୋଇଥାଏ ଆଉ ସ୍ଵଭାଵ ମଧ୍ୟ ଜଣା ପଡିଥାଏ ବୋଲି କୁହାଯାଉଛି | ତେବେ ଆଜି ମୁଁ ଆପଣ ମାନଙ୍କୁ ଯେଉଁ ରାଶି ବିଷୟରେ କହିବାକୁ ଯାଉଛି ତାହା ହେଉଛି ସିଂହ ରାଶି ବିଷୟରେ | ଆଉ ଯାହା କୁହାଯାଉଛି କି ସିଂହ ରାଶିର ବ୍ୟକ୍ତି ମାନେ କେଉଁ ସ୍ଵଭାବ ର ହୋଇଥାନ୍ତି ସେମାନେ କଣ କଣ କରିବା ଆବଶ୍ୟକ | ସେମାନଙ୍କର ମାନେ କଣ ଶୁଭ ହୋଇଥାଏ ଓ କେଉଁ ସବୁ କାର୍ଯ୍ୟ ସେମାନଙ୍କ ପାଇଁ ଅଶୁଭ ଆଉ ଅମଙ୍ଗଳ ହୋଇଥାଏ ଆସନ୍ତୁ ତାହେଲେ ସେ ବିଷୟରେ ଆଲୋଚନା କରିବା |
ସିଂହ ରାଶିର ବ୍ୟକ୍ତି ମାନଙ୍କର ସ୍ଵଭାଵ କେମିତି ହୋଇଥାଏ :-
ସିଂହ ରାଶିର ବ୍ୟକ୍ତି ମାନେ ବହୁତ ଭଲ ଆଉ ଶାନ୍ତ ଆଉ ସରଳ ସ୍ୱାଭବ ର ହୋଇଥାନ୍ତି | ସେମାନଙ୍କର ମନ ଭିତରେ କୌଣସି ଛନ୍ଦ ଆଉ କପଟ ନ ଥାଏ | ସେମାନେ ଯେଉଁ କାର୍ଯ୍ୟ କୁ କରିଥାନ୍ତି ମନ ଆଉ ଧ୍ୟାନ ର ସହିତ କରିଥାନ୍ତି ଯେପରି ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ | ଏହା ସହିତ ସିଂହ ରାଶିର ବ୍ୟକ୍ତି ମାନେ ସେମାନଙ୍କ ପାଠ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି | ଆଉ ତାହା ସହିତ ବହୁତ ଚତୁର ସ୍ଵଭାବର ହୋଇଥାନ୍ତି, ସେମାନେ ଲୋକଙ୍କୁ ପଟେଇ କାମ ହାସଲ ବେଶ ଭଲ ଭାବରେ କରି ପାରିଥାନ୍ତି ବୋଲି କୁହାଯାଉଛି |

ସିଂହ ରାଶି ପାଇଁ କଣ ଶୁଭ ହୋଇଥାଏ ଆଉ କଣ ଅଶୁଭ ହୋଇଥାଏ ଆସନ୍ତୁ ଜାଣିବା :-
ସିଂହ ରାଶିର ବ୍ୟକ୍ତି ମାନେ ତାଙ୍କର ମା ଙ୍କୁ ଭଲ ପାଇବା ସହିତ ମା ଙ୍କୁ କିଛି ନାଁ କିଛି ଗିଫ୍ଟ ଦିଅନ୍ତୁ | ଆଉ ଯଦି ଆପଣ ବିବାହିତ ହୋଇଥିବେ ତାହେଲେ ସ୍ୱାମୀ ଓ ସ୍ତ୍ରୀ ଭିତରେ ଉତ୍ତମ ବୁଝାମଣା ରହିବା ର ଆବଶ୍ୟକତା ରହିଛି ଯାହା ଆପଣ ଙ୍କୁ ସବୁ ପ୍ରକାରର ଅସୁବିଧା ରୁ ରକ୍ଷା କରି ପାରିବ ବୋଲି କୁହାଯାଉଛି | ତାହା ସହିତ ଆପଣ ମାନଙ୍କର ଘାତ ବାର ହେଉଛି ଶନିବାର ସେହିବାର ରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଶୁଭ ବାର ହେଉଛି ରବିବାର, ସୋମବାର, ବୁଧବାର ଓ ରବିବାର | ଏହା ସହିତ ଆପଣ ମାନଙ୍କର ଶୁଭ ସଂଖ୍ୟା ହେଉଛି 1 ବୋଲି କୁହାଯାଉଛି |
ତେବେ ଆପଣ ମାନେ ମନେ ରଖିବେ କି ସବୁବେଳେ ଧଳା, କମାଳା ଓ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ପାଇଁ ଚେଷ୍ଟା କରିବେ | ଆଉ କେବେବି ନୀଳ ଓ କଳା ରଙ୍ଗର ପୋଷାକ ପିନ୍ଧିବେ ନାହିଁ ଯାହା ଆପଣଙ୍କ ପାଇଁ ଖରାପ ହୋଇଥାଏ ବୋଲି କୁହାଯାଉଛି | ଏହା ସହିତ ଆପଣ ପ୍ରତେକ ଶନିବାର ହନୁମାନ ଙ୍କ ମନ୍ଦିରକୁ ଯିବେ ଓ ତାହା ନ ହେଲେ ପାଖରେ ଥିବା ମନ୍ଦିରକୁ ଯାଇ ପୂଜା ଅର୍ଚନା କରିବେ ବୋଲି କୁହାଯାଉଛି |ତେବେ ସିଂହ ରାଶିର ବ୍ୟକ୍ତି ମାନେ ଗରିବ କୁ ସବୁବେଳେ କିଛି ନା କିଛି ଦାନ କରିବେ ଯାହା ଶୁଭ ହୋଇଥାଏ |

ଏହା ଥିଲା ସିଂହ ରାଶି ବିଷୟରେ କିଛି କଥା ଯାହାକୁ ମନେ ରଖିବା ଆବଶ୍ୟକ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment