Ias Interview – ସିଙ୍ଗଡାକୁ ଇଂରାଜୀ ରେ କଣ କୁହାଯାଏ ? ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବ

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଓଡିଶା ରେ ଏପରି କିଛି ପ୍ରଶ୍ନ ରହିଛି ଯାହା ବିଷୟରେ ଜାଣିବା ପାଇଁ ଆମ ପ୍ରତେକ ଙ୍କର ଇଚ୍ଛା ଥାଏ |ତେବେ ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ | ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ | ତେବେ କେତେକ ଏମିତି ପ୍ରଶ୍ନ ଅଛି ଯାହା ବିଷୟରେ ଆମେ ଜାଣିଥିଲେ ମଧ୍ୟ କହି ପାରି ନ ଥାଉ | ତେବେ ସେହି ଭଳି ସାଧାରଣ ଜ୍ଞାନ ଭିର୍ତ୍ତିକ ପ୍ରଶ୍ନ ବିଷୟରେ ଆସନ୍ତୁ ଜାଣିବା |

ତେବେ କିଛି ଜଣ ଏପରି ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ | ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ | ଅନେକ ପିଲା ମାନେ କେବଳ ବହି କୁ ପାଢୀ ଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନଥାନ୍ତି | ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି | ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର |

1- କାହାକୁ ଓଡିଶା ର ଶଙ୍ଖ କ୍ଷେତ୍ର ବୋଲି କୁହାଯାଇଥାଏ?
ଉତ୍ତର- ପୁରୀ

2- ଓଡ଼ିଶାର ପ୍ରଥମ ଜ୍ୟାତିର୍ବିତ ଙ୍କ ନାମ କଣ?
ଉତ୍ତର- ପଠାଣି ସାମନ୍ତ ଚନ୍ଦ୍ରଶେଖର

3- ନାଳନ୍ଦା ବିଶ୍ଵବିଦ୍ୟାଳୟ କେଉଁଠି ସ୍ଥାପିତ ଅଛି ?
ଉତ୍ତର- ବିହାର

4- ଅଷ୍ଟୀଓମାଲେସିଆ କେଉଁ ଭିଟାମିନ ଅଭାବ ରେ ହୋଇଥାଏ
ଉତ୍ତର- ଭିଟାମିନ-C

5- ଓଡିଶା ର ସବୁଠାରୁ ବଡ଼ ନଦୀବନ୍ଧ ଯୋଜନା ର ନାଁ କଣ?
ଉତ୍ତର- ହୀରାକୁଦ

6- କେଉଁ ପଶୁ ର କ୍ଷୀର ପିଇବା ଦ୍ଵାରା ନିଶା ହୋଇଥାଏ ?
ଉତ୍ତର- ମାଦା ହାତୀ

7- ଓଡ଼ିଶାର ଆୟତନ କେତେ?
ଉତ୍ତର- 1,55,707 ବର୍ଗ କିଲୋମିଟର

8- ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ?
ଉତ୍ତର- ମହାନଦୀ

9- ବର୍ତ୍ତମାନ ଓଡ଼ିଶାର ରାଷ୍ଟ୍ରପତି କିଏ?
ଉତ୍ତର- ଦ୍ରୌପଦୀ ମୁର୍ମୁ

10- କେଉଁ ଦେଶରେ ଆମେ ପୋଲିସ ଓ ପୋଲିସ କାର ର ଫୋଟୋ ଉଠାଇ ଅପରିବା ନାହି ?
ଉତ୍ତର- ଫ୍ରାନ୍ସ

11- ଓଡ଼ିଶାରେ କେଉଁ ପ୍ରକାରର ଜଳ ବାୟୁ ଅନୁଭୂତ ହୁଏ?
ଉତ୍ତର- ଉଷ୍ଣ ଏବଂ ଆଦ୍ର ଜଳବାୟୁ

12- ଓଡ଼ିଶାର କେଉଁ ଜିଲ୍ଲାରେ ଅଧିକ ପାହାଡ଼ ଅଛି?
ଉତ୍ତର- ଫୁଲବାଣୀ

13- କିଏ ମଣିଷ ର ସବୁଠାରୁ ବିଶ୍ୱାସ ବନ୍ଧୁ?
ଉତ୍ତର- କୁକୁର

14- କେଉଁ ଜୀବ ତାର ଛୁଆ କୁ ଦେଖିବା ଆଗରୁ ମୃତ୍ୟୁବରଣ କରିଥାଏ ?
ଉତ୍ତର- ପ୍ରଜାପତି

15- ବୁଢିଆଣୀ କିଛି ନ ଖାଇ ନ ପିଇ କେତେ ଦିନ ବଞ୍ଚିପାରେ?
ଉତ୍ତର- ଆଠ ମାସ

16- ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ଶାଳେ ଏହାର ଉତ୍ତର କଣ ?
ଉତ୍ତର- ଲୁଣ

17- କୋରନା ଭାଇରସ ପ୍ରଥମେ କେଉଁ ଦେଶରେ ବାହାରି ଥିଲା?
ଉତ୍ତର- ଚୀନ

18- ସୂର୍ଯ୍ୟ କିରଣରୁ ଆମକୁ କେଉଁ ପ୍ରକାରର ଭିଟାମିନ ମିଳିଥାଏ?
ଉତ୍ତର- ଭିଟାମିନ D

19- ସିଙ୍ଗଡା କୁ ଇଂରାଜୀ ରେ କଣ କୁହାଯାଏ ?
ଉତ୍ତର- ରିସସଲେ

ତେବେ ଏହି ସବୁ ଥିଲା ଆମ ଓଡିଶା ରେ ପ୍ରଚଳିତ ଥିବା କେତେକ ମଜାଳିଆ gk ଯାହାକୁ ଆମେ ଜାଣି ରଖିବା ଭଲ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment