Jyotish ଶାସ୍ତ୍ର- ଆଜି 2.” December ” ସିଂହ ,ବିଛା ରାଶିର ମାସିକ ରାଶିଫଳ – Maa laxmi କୃପାରୁ ଆଜିଠୁ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କ ଭାଗ୍ୟ

ଆପଣ ମାନଙ୍କ ପାଇଁ ବର୍ଷ ୨୦୨୩ କିପରି ରହିବ ସେ ସମ୍ପର୍କରେ ଆମେ ଆଜି ଆପଣଙ୍କ ସହ ଆଲୋଚନା କରିବୁ। ଏବଂ ଆଜି ଆମେ ସିଂହ ରାଶି ରୁ ବିଛା ରାଶି ପର୍ଯ୍ୟନ୍ତ ବାର୍ଷିକ ରାଶିଫଳ ଆଲୋଚନା କରିବା। ତେବେ ଆସନ୍ତୁ ଜାଣିବା ଏମାନଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ଦେଖିବା ପାଇଁ ମିଳିବ।

ସିଂହ ରାଶି:-

ସିଂହ ହେଉଛି କାଳ ପୁରୁଷର ପଞ୍ଚମ ରାଶି। ଯେପରି ଦିନ ପରେ ରାତି ଆସେ ସେହି ପରି ସିଂହ ରାଶିଙ୍କ ଜୀବନରେ ଉଥାନ ପତନ ଦେଖିବା ପାଇଁ ମିଳିବ। ଆପଣଙ୍କର ଜୀବନରେ ଯଦି ୫୦ ପ୍ରତିଶତ ଦୁଃଖ ଆସେ ୫୦ ପ୍ରତିଶତ ସୁଖ ମଧ୍ୟ ଆସିବ। ଆପଣଙ୍କ ଜୀବନରେ ଭଲମନ୍ଦ ଉଭୟ ଲାଗି ରହିବ।ଭଲ-ଚାକିରୀ କ୍ଷେତ୍ରରେ ଆପଣ ଭଲ ଫଳ ପାଇ ପାରିବେ। ଯଦି ଆପଣ କୌଣସି ଏଞ୍ଜିଓ ଚଳାଉଛନ୍ତି କମ୍ପ୍ୟୁଟରରେ କି ସୋସିଆଲ ମିଡିଆରେ କାମ କରୁଛନ୍ତି ତ ବର୍ଷ ୨୦୨୩ ଆପଣଙ୍କ ପାଇଁ ଖୁବ୍ ଶୁଭ ରହିବ। ଯଦି ସୋସିଆଲ ୱାର୍କ କରୁଛନ୍ତି କି ରାଜନୈତିକ କ୍ଷେତ୍ରରେ ସକ୍ରିୟ ରହିଛନ୍ତି ତେବେ ମଧ୍ୟ ଆପଣଙ୍କ ପାଇଁ ଭଲ ରହିବ।
ମନ୍ଦ- ଜାନୁଆରୀ ମାସ ୧୭ ତାରିଖରୁ ୨୨ ଏପ୍ରିଲ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ବହୁତ୍ ସଂଘର୍ଷ ଲାଗି ରହିବ। ସବୁ କ୍ଷେତ୍ରରେ ଆପଣଙ୍କ ପାଇଁ ବାଧା ଉପୁଜିବ। ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

କନ୍ୟା ରାଶି:-

କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷ ୨୦୨୩ ଆଦୌ ଭଲ ନାହିଁ। ଆପଣ ଜଗିରଖି ଚାଲନ୍ତୁ। ସବୁ କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଅର୍ଥ ନିବେଶ କରନ୍ତୁ ନାହିଁ। ନିଜ ଇଚ୍ଛା ମୁତାବକ କାର୍ଯ୍ୟ ନ କରି। ଗୁରୁଜନ ବା ଉଚ୍ଚସ୍ପଦ ବ୍ୟକ୍ତି ବିଶେଷଙ୍କ ପାଖରୁ ଉଚିତ୍ ପରାମର୍ଶ ନିଅନ୍ତୁ ଏହା ଆପଣଙ୍କ ପାଇଁ ଭଲ ହେବ।

ତୁଳା ରାଶି:-

୨୦୨୧ ଓ ୨୦୨୨ ଠାରୁ ୨୦୨୩ ଆପଣଙ୍କ ପାଇଁ ଅଧିକ ଭଲ ରହିବ। ଆପଣ ପୂର୍ବରୁ ଯେଉଁ ସବୁ ସମସ୍ୟାରେ ରହିଥିଲେ ତାହା ବର୍ଷ ୨୦୨୩ରେ ଦୂରେଇ ଯିବ। ଶନିଙ୍କ କୋପରୁ ଆପଣ ସମ୍ପୂର୍ଣ୍ଣ ମୁକ୍ତି ପାଇ ଯିବେ ଯାହା ଦ୍ଵାରା ବର୍ଷଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଆୟ ବୃଦ୍ଧି ପାଇବ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ବଡ ଧରଣର ଉନ୍ନତି ଦେଖିବାକୁ ମିଳିବ।

ବିଛା ରାଶି:-

ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ବର୍ଷ ୨୦୨୩ ମିଶ୍ରିତ ଫଳ ପ୍ରଦାନ କରିବ। ନା ବେଶି ଭଲ ରହିବ ନା ବହୁତ୍ ଖରାପ ରହିବ। ସୁଖଦୁଃଖ ଜୀବନରେ ଲାଗି ରହିବ। ଶନିଙ୍କ ଦୃଷ୍ଟି ଆପଣଙ୍କ ଉପରେ ରହିବ ଯାହା ଫଳରେ ଜମି ବାଡି ଉପରେ ଏହାର ବିଶେଷ ପ୍ରଭାବ ପକାଇବ। ଯଦି ବିବାହ ବ୍ରତଘର ମାଙ୍ଗଳିକ କାର୍ଯ୍ୟ କଥା ଦେଖିବା ତେବେ ୨୨ ଏପ୍ରିଲ ପୂର୍ବରୁ ନିଜର ସନ୍ତାନଙ୍କର କିମ୍ବା ପରିବାରର କୌଣସି ସଦ୍ୟସଙ୍କ ବିବାହ ହୋଇପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment