Astro Tips – ସିଂହ ରାଶି – ଆଗରୁ ଜାଣିନଥିବା କିଛି ଅଦ୍ଭୁତ ଗୁପ୍ତ କଥା, ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଭାଗ୍ୟ ରାଶି ଚକ୍ରରେ 12 ଗୋଟି ରାଶି ରହିଥାଏ , ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ ଯୋଗୁଁ କିଛି ରାଶି ଉପରେ ଶୁଭ ପ୍ରଭାବ ପଡିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ । ସିଂହରାଶିର ସ୍ୱାମୀ ସୂର୍ଯ୍ୟ ଦେବ ହୋଇଥାନ୍ତି , ଯିଏକି ଗ୍ରହ ମାନଙ୍କର ରାଜା ବୋଲି ବିଚାପ କରାଯାଇଥାଏ । ଏମାନଙ୍କ ଚିନ୍ତା , ବେଶଭୂଷା , ଖାଦ୍ୟ ଓ ଭ୍ରମଣ କରିବା ସ୍ୱାଭାବ ସବୁକିଛି ରାଜକୀୟ ହୋଇଥାଏ । ଏମାନେ ଚକିତ କରିବା ଭଳି ବ୍ୟକ୍ତିଙ୍କର ମାଲିକ ହୋଇଥାନ୍ତି , ସିଂବ ରାଶିର ବ୍ୟକ୍ତି ଆଦେଶ କରିବାକୁ ବହୁତ ଇଚ୍ଛା ପ୍ରାକାଶ କରିଥାନ୍ତି ।

ସ୍ୱଭାବ :-

ସିଂହରାଶିର ବ୍ୟକ୍ତି ସାହସୀ ଓ ରାଜକୀୟ ଭାବ ସମ୍ପନ୍ନ ହୋଇଥାନ୍ତି ଏବଂ ଏହି ରାଶିର ବ୍ୟକ୍ତି ନିଜ ବଚନକୁ ଭାଙ୍ଗିବା ପାଇଁ ପସନ୍ଦ କରନ୍ତି ନାହିଁ । ସିଂହରାଶିର ବ୍ୟକ୍ତି ନିଜରର ସ୍ୱଭାବରେ ହିଁ ଅନ୍ୟ ମାନଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିଥାନ୍ତି । ଅନ୍ୟ ମାନଙ୍କର ସଫଳତାରେ ଏମାନେ ଇର୍ଷା କରି ନଥାନ୍ତି , ଏମାନେ ଅତ୍ୟଧିକ ଜିଦି ପ୍ରକୃତିର ହୋଇଥାନ୍ତି । ଯେଉଁ କଥା କହିଥାନ୍ତି ସେଥିରେ ସ୍ଥିର ରହିଥାନ୍ତି । ସିଂହ ରାଶିର ବ୍ୟକ୍ତି ଶାରୀରିକ କାର୍ଯ୍ୟ କରିବା ଅପେକ୍ଷା ମାନସିକ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ଏମାନେ ଅନୁଶାସନ ପ୍ରିୟ ହୋଇଥାନ୍ତି , କିଛି ବି ଅବହେଳା ଏମାନଙ୍କୁ ପସନ୍ଦ ହୋଇ ନଥାଏ । ସ୍ପଭାବରେ ଏମାନେ ଅଧିକ କଥା କହିଲା ଭଳି ବ୍ୟକ୍ତି ହୋଇଥାନ୍ତି ।

ଜୀବନସାଥୀ :-

ସିଂହ ରାଶିର ବ୍ୟକ୍ତି ଏପରି ଜୀବନ ସାଥୀ ରଖିବାକୁ ଇଚ୍ଛା ରଖିଥାନ୍ତି , ଯିଏକି ବିଶ୍ୱାସୀ ଏବଂ ସମ୍ୱେଦନଶୀଳ ହୋଇଥିବ । ଏମାନେ ନିଜ ଜୀବନସାଥୀ ପ୍ରତି ସମ୍ପୂର୍ଣ୍ଣ ଭାବରେ ସମର୍ପିତ ରହିଥାନ୍ତି । ଏମାନେ ଯାହାକୁ ଜୀବନ ସାଥୀ ରୂପେ ଚୟନ କରିଥାନ୍ତି ସେ ମଧ୍ୟ ଅତି ଉଚ୍ଚ କୋଟୀର ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି । ଏମାନେ ନିଜର ଜୀବୱ ସାଥୀ ସହିତ ଅଧିକରୁ ଅଧିକ ସମୟ ବିତେଇବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ବୈବାହିକ ଜୀବନ ଶାନ୍ତି ଓ ସୁଖ ପୂର୍ବକ ହୋଇଥାଏ ।

କ୍ୟାରିଅର :-

ସିଂହ ରାଶିର ବ୍ୟକ୍ତିଙ୍କୁ ସରକାରୀ ଚାକିରୀ ଏବଂ ରାଜନିତୀ ବହୁତ ପସନ୍ଦ ହୋଇଥାଏ । ପ୍ରବନ୍ଧନ ଶିକ୍ଷା ଏବଂ ବ୍ୟବସାୟ କ୍ଷେତ୍ରରେ ଏମାନେ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥାନ୍ତି । ଧନ ସମ୍ୱନ୍ଧୀୟ କାର୍ଯ୍ୟରେ ଏମାନେ ସର୍ହଦା ଭାଗ୍ୟଶାଳୀ ରହିଥାନ୍ତି , ଏହି ରାଶିର ବ୍ୟକ୍ତି ମାନଙ୍କର କାର୍ଯ୍ୟ କରିବାର ଶୈଳିକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ରେ ପଡିଯାନ୍ତି । ସଙ୍ଗୀତ ଏବଂ ସାହିତ୍ୟକୁ ଏମାନେ ଖୁବ୍ ଭଲ ପାଇଥାନ୍ତି , ଏମାନଙ୍କର ଶୁଭ ରଙ୍ଗ ହୋଇଥାଏ ନାଲି ରଙ୍ଗ ଏବଂ ଶୁଭ ଅଙ୍କ ହୋଇଥାଏ 1 । ଶୁଭ ଦିନ -ରବିବାର , ନିଜ ପିତା ମାତା ଙ୍କର ସେବା କରନ୍ତୁ ଏବଂ ନାଲି ରଙ୍ଗର ତିଳକ ଧାରଣ କରନ୍ତୁ । ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତୁ ଏବଂ ଘରେ ନାଲି ରଙ୍ଗ ର ଫୁଲଗଛ ଲଗାନ୍ତୁ ଓ ନିତ୍ୟ ଜଳ ଅର୍ପଣ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।