New Twist – ଶର୍ମିଷ୍ଠା ତୋତେ ମୋ ରାଣ.. ମୋ ସର୍ଟ ଭିଡ଼ିଓ ପୋଲିସ କୁ ଦେବୁନି… ନହେଲେ ତୋତେ…ଦେଖନ୍ତୁ Video

ଧୀରେ ଧୀରେ କ୍ୟାମେରା ମ୍ୟାନ ମାନସ ଙ୍କର ହତ୍ୟା ମାମଲାରୁ ପରଦା ହଟୁଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଏହି ସମୟରେ ଏକ ରହସ୍ୟ ର ଗୁମର ଖୋଲୁଛି ଏବଂ ବାବୁ ନିରଂଜନ ଙ୍କର ସେତେ ଘଟଣା ଭିତରକୁ ଫସିଛନ୍ତି। ତେବେ ଏଠାରେ ତାଙ୍କର କିଛି ରହସ୍ୟ ସମ୍ପର୍କରେ ଶର୍ମିଷ୍ଠା ଫସେଇ ଦେବା ନେଇ ଭିଡ଼ିଓ ଶୁଣିବାକୁ ମିଳିଛି ଆସନ୍ତୁ ସେ ବିଷୟରେ ଜାଣିବା।

ଏହିଠାରେ ପୁଣି ଏକ ରହସ୍ୟ ବାହାରକୁ ଆସିଛି ଯାହା କ୍ରାଇମବ୍ରାଞ୍ଚ ହାତ ରେ ଲାଗିଛି। ଆଉ କ୍ୟାମେରା ମ୍ୟାନ ମାନସର ହତ୍ୟା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଏହି ଘଟଣାର ଗୁମର ଧୀରେ ଧୀରେ କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ କହୁଛନ୍ତି। ଏହାରି ଭିତରେ ୱେବ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ଙ୍କୁ ଧରିବା ବହୁତ ପ୍ରୟାସ କରିଥିଲା ପୋଲିସ ହେଲେ ତାଙ୍କୁ ଗିରଫ କରି ପାରି ନଥିଲା। ତା ପରେ ସେମାନେ ଏହି ଘଟଣା ପରେ ଫେରାର ଥିବା ସୂଚନା ମିଳିଥିଲା ଏବଂ ଏହି ଘଟଣା ଟି କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିବା ପରେ ସେମାନେ ଶର୍ମିଷ୍ଠା ଏବଂ ସହଯୋଗୀ ଝୁନା ଭୋଇ ଙ୍କୁ ଧରିଥିଲେ।

ଆଉ ଏବେ ସମସ୍ତେ ଙ୍କୁ ଏକାଠି ବସାଇ ଜେରା କରା ଯାଉଛି ଯାହା ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଭିଡ଼ିଓ ଦେଖିବାକୁ ମିଳୁଛି। ଏହି ସମୟରେ ବିଭିନ୍ନ ରହସ୍ୟ ସମ୍ପର୍କରେ ଧୀରେ ଧୀରେ ସବୁ ସାମ୍ନାକୁ ଆସୁଛୁ ଏବଂ ଏହା ସହିତ ଯେତେ ଜେରା କରା ଯାଉଛି ସେତେ ସତ ସାମ୍ନାକୁ ଆସୁଛି ଆଉ ଏହି ସମୟରେ ନିରଞ୍ଜନ ଙ୍କର ସବୁ ରହସ୍ୟ ଜଣା ପଡୁଛି। ଏହି ଘଟଣା ରେ ନିରଞ୍ଜନ ସବୁ ଯୋଜନା ବୋଲି ଜଣା ପଡି ଗଲାଣି। ଆଉ ଏବେ ନିରଞ୍ଜନ ଘଟଣା ଭିତରେ ଫସି ଗଲେଣି ଯାହା ତାଙ୍କ ପାଇଁ ଅସୁବିଧା ବହୁତ ହୋଇପାରେ। ଆଉ ଧିରେ ଧିରେ ଘଟଣା ଭିତରକୁ ନିରଞ୍ଜନ ଟାଣି ହୋଇ ଯାଉଛନ୍ତି ଯାହା ଏବେ ତାଙ୍କ ପାଇଁ ଅଡ଼ୁଆ ହୋଇ ଯାଉଛି। ଏହି ସମୟରେ ଶର୍ମିଷ୍ଠା ଚିଫ୍ ନେଇ କିଛି ମୁଁହ ଖୋଲି ଥିବା ବେଳେ ତାହା ସତ୍ୟ ବୋଲି ପ୍ରମାଣ ହୋଇ ପାରିନାହିଁ। ଏପଟେ ନିରଞ୍ଜନ ସମ୍ପର୍କରେ ରହସ୍ୟ ଖୋଲିବା ପରେ ତାଙ୍କର ସବୁ ସ୍ୱପ୍ନ ସରିଯିବ ଏବଂ ଜେଲ କୁ ମଧ୍ୟ ଯାଇ ପାରନ୍ତି।

ଏଠାରେ ଏକ ଡାଏରୀ କଥା ଉଠୁଛି ଯାହା ଏବେ ଭାଇରଲ ହୋଇଛି ସେହି ଘଟଣା ରେ ନିରଞ୍ଜନ ଙ୍କର ସବୁ ଯୋଜନା ବୋଲି ଜଣା ପଡିଯିବ। ଆଉ ଯଦି ସେହି ରହସ୍ୟ କ୍ରାଇମବ୍ରାଞ୍ଚ ହାତ ରେ ଲାଗେ ତେବେ ଦଣ୍ଡ ବିଧାନ ହୋଇ ପାରେ ନିରଂଜନ ଙ୍କୁ। ଆଉ ସେ ଭାବିଥିଲେ ଏଥିରେ ତାଙ୍କର ବେଶୀ କିଛି ଜଣା ପଡିବ ନାହିଁ ହେଲେ ସବୁ ରହସ୍ୟ ଜେରା କରିବା ଦ୍ୱାରା ଜଣ ପଡିଛି। ଏବେ ପୁଣି କିଛି ଦିନ ଜେରା କରିବା ନେଇ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment