ସୋନାଲି ଏବଂ ସୁର ଭାଇ ଗାଇଲେ ଏମିତି ଗୀତ ” ଝୁଲରେ କାଳିଆ ଝୁଲ “… ମାତ୍ର 2 ଘଣ୍ଟାରେ 15 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଦର୍ଶକ ବନ୍ଧୁ ଆମେ ହେଉଛୁ ଓଡିଶା ବାସୀ ତେଣୁ ଆମେ ସମସ୍ତେ ଜଗନ୍ନାଥ ପ୍ରେମି, ସେଥିପାଇଁ ଆମେ ଜଗନ୍ନାଥ ଙ୍କ ସମସ୍ତ ଭଜନ କୁ ଭକ୍ତି ଭରା ମନ ରେ ଶୁଣିଥାଉ ଓ ତାକୁ ମନେ ଗାନ କରିଥାଉ |ଯେହେତୁ ଆମେ ଜଗନ୍ନାଥ ପ୍ରେମୀ ତେଣୁ ଆମେ ଭଜନ କୁ ଭକ୍ତି ଭରା ମନରେ ଗାନ କରିଥାଉ | ତେଣୁ ସୋନାଲି ସାହୁ ଓ ସୁର ଭାଇ ଗାଇଥିବା ଏ ଏହି ସୁନ୍ଦର ଭଜନ ଟି ଶୁଣିବା ପରେ ଦର୍ଶକ ମାନଙ୍କ ମନ କୁ ଛୁଇଁବ ବୋଲି ଆଶା କରାଯାଉଛି | ତେବେ ଏହି ସୁନ୍ଦର ଭଜନ ଟିକୁ ସୋନାଲି ସାହୁ ଗାଇଥିବା ବେଳେ ଏହା କୁ ଲେଖିଛନ୍ତି ଗୀତିକାର ଓଃକାର,ଓ ନିର୍ଦେଶ ଦେଇଛନ୍ତି ନବୋକିଶୋର ମିଶ୍ର, ଏବଂ ଗାଇଥିବା ଗୀତଟି ହେଉଛି ଝୁଲରେ କାଳିଆ ଝୁଲ ଏହାକୁ ସୁନ୍ଦର ଭାବରେ ସାଇ ଲଷ୍ମୀ ପ୍ରଡକ୍ସନ ଦ୍ୱାରା ମୁକ୍ତି ଲାଭ କରାଯାଇଛି |

ତେବେ ଏହି ସୁନ୍ଦର ଭଜନ ଟିକୁ ସୋନାଲି ସାହୁ ଓ ସୁର ଭାଇ ଏତେ ସୁନ୍ଦର ଭାବରେ ଗାଇଛନ୍ତି ଯେ ଏହା କୋଟି କୋଟି ଓଡିଆ ଙ୍କ ହୃଦୟ କୁ ଛୁଇଁବ ବୋଲି ଆଶା କରାଯାଉଛି |କାରଣ ଆମେ ଓଡିଆ ଓ ଆମେ ଜଗନ୍ନାଥ ପ୍ରେମୀ ସେଥିପାଇଁ ପାଇଁ ଆମେ ସବୁବେଳେ ଓ ଆମ ମନ ସବୁବେଳେ ଜଗନ୍ନାଥ ଙ୍କ ଆଡକୁ ଟାଣିଥାଏ |ସେଥିପାଇଁ ଏ ସୁନ୍ଦର ଭଜନ କୁ ଗୀତିକାର ଓମକର କୋଟି କୋଟି ଶ୍ରତା ଗଣ ମାନଙ୍କୁ ଭେଟି ଦେଇଛନ୍ତି ଓ ଏହି ସୁନ୍ଦର ଭଜନ ଟିକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି |ଯାହା ସାରା ଓଡିଆ ମାନଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଓ ଏହି ଭଜନ ଟିକୁ ଶୁଣିବା ପରେ ଦର୍ଶକ ମାନଙ୍କ ମନ ରେ ଜଗନ୍ନାଥ ଙ୍କ ପ୍ରତି ଭଲ ପାଇବା ଆଉ ଟିକେ ବଢିଯିବ ବୋଲି କହିଛନ୍ତି |

କାରଣ ଭଜନ ଟିକୁ ଏତେ ସୁନ୍ଦର ଭାବରେ ସୋନାଲି ସାହୁ ଗାଇଛନ୍ତି ଯେ ଜଗନ୍ନାଥ ପ୍ରେମୀ ଏହି ଗୀତ ଟିକୁ ଶୁଣିଲେ ଝୁମିବାକୁ ଲାଗିବେ ବୋଲି କହିଛନ୍ତି,କାରଣ ଭଜନ ଟି ରେ ଜଗନ୍ନାଥ ଙ୍କ ପ୍ରତି ଦର୍ଶକ ମାନଙ୍କର ଥିବା ଭଲ ପାଇବା କୁ ନେଇ ସୁନ୍ଦର ଭାବରେ ଲେଖା ଯାଇଛି ଓ ଏହି ଭଜନ ଟିକୁ ଏତେ ସୁନ୍ଦର ଭାବରେ ରୁପ ଦିଆଯାଇଛି ଯେ ଯିଏ ବି ଶୁଣିବ ସିଏ ଝୁମି ଉଠିବ |

ମଧୁର ସ୍ୱର ରେ ସୋନାଲି ସାହୁ ଆଗରୁ ମଧ୍ୟ ଜଗନ୍ନାଥ ଙ୍କ ଉଦେଶ୍ୟରେ ଗୀତ ଗାଈସାରିଛନ୍ତି ଯାହା ଶୁଣି ଓଡିଶା ବାସୀ ବିହୁତ ଖୁସି ଥିଲେ ଓ ବର୍ତ୍ତମାନ ଏ ଭଜନ ଟିକୁ ଗାଇ ଏବେ କୋଟି କୋଟି ଓଡ଼ିଆ ଙ୍କ ମନରେ ନିଜର ସ୍ଥାନ ଅଧିକାର କରିସାରିଛନ୍ତି ସୋନାଲି ସାହୁ |ତେଣୁ ସେ ଦର୍ଶକ ମାନଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ପୂର୍ବ ଭଳି ଭଲ ପାଇବା ଦେଇ ଏହି ଝୁଲ ରେ କାଳିଆ ଝୁଲ ଗୀତ ଟି କୁ ଶୁଣି ପୁରା ଓଡ଼ିଆ ଝୁମିବେ ବୋଲି ସେ ଆଶା କରିଛନ୍ତି |ତେବେ ଏ ସୁନ୍ଦର ଭଜନ ଟି ଏବେ ସୋସିଆଲ

ମିଡିଆରେ ରେ ଭାଇରାଲ ହେବା ପରେ ଦର୍ଶକ ମାନେ ଏହି ଗୀତ କୁ ଶୁଣି ବହୁତ ଆନନ୍ଦ ନେବା ସହିତ ଗୀତ ଟିକୁ ବହୁତ ପସନ୍ଦ କରିଛନ୍ତି ଓ ବିଭିନ୍ନ ପ୍ରକାର ର ମତ ମଧ୍ୟ ମଧ୍ଯ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment