ଶୋଇବା ପୂର୍ବରୁ ବାସ୍ ୧ ଥର ଉଚ୍ଚାରଣ କରନ୍ତୁ ହନୁମାନଙ୍କର ଏହି ଗୁପ୍ତ ମନ୍ତ୍ର ତା ପରେ ଦେଖନ୍ତୁ – Sadhu Bani

0

ବଜରଙ୍ଗବାଲୀ ହନୁମାନଙ୍କର ଏମିତି କିଛି ଗୁପ୍ତ ମନ୍ତ୍ର ରହିଛି ଯାହାର ଉଚ୍ଚାରଣ ମାତ୍ରେ ହିଁ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ । କାରଣ ବଜରଙ୍ଗବାଲି ହନୁମାନ ଅତ୍ୟନ୍ତ ଶକ୍ତିଶାଳୀ ଅଟନ୍ତି ଏବଂ ତାଙ୍କର ଏହି ମନ୍ତ୍ରରେ ଅସୀ୍ମ ଶକ୍ତି ରହିଛି । ଏହି ମନ୍ତ୍ରଟିକୁ ଆପଣ ନିର୍ଭୁଲ ଭାବରେ ଉଚ୍ଚାରଣ କଲେ ଏହାର ସୁପ୍ରଭାବ ଆପଣଙ୍କ ଉପରେ ନିଶ୍ଚିତ ଭାବରେ ପଡିବ । ଆପଣ ମାନେ ଜାଣିଛନ୍ତି କି ହନୁମାନଙ୍କର ପାଖରେ ଅସୀମ ଶକ୍ତି ରହିଛି , ଯାହାର ଉଦାହରଣ ମଧ୍ୟ ଅନେକ ରହିଛି ।

ଆପଣ ମାନେ ଜାଣିଛନ୍ତି କି ହନୁମାନଙ୍କ ପାଖରେ ଏପରି କିଛି ଶକ୍ତି ରହିଛି ଯାହା ସେ ନିଜକୁ ଅତି କ୍ଷୁଦ୍ରରୁ ଅତି କ୍ଷୁଦ୍ରତର ଅଣୁରେ ପରିଣତ କରି ପାରନ୍ତି ଏବଂ ଚାହିଁଲେ ନିଜକୁ ବଗିଚା ପରି ବିଶାଳକାୟ ମଧ୍ୟ କରି ପାରନ୍ତି । ପ୍ରଭୁ ହନୁମାନ ରାବଣର ଲଙ୍କାକୁ ମଧ୍ୟ ଧ୍ୱସଂ କରି ଦେଇଥିଲେ ଏବଂ ପ୍ରଭୁ ରାମଚନ୍ଦ୍ରକୁ ଅସିମୀତ ସମୁଦ୍ରକୁ ପାର କରି ଦେଇଥିଲେ ।

ବଜରଙ୍ଗବଲୀ ହନୁମାନଙ୍କୁ ଅଷ୍ଠ ସିଦ୍ଦି ନଅ – ନିଧୀଙ୍କର ଦାତା ବୋଲି କୁହାଯାଏ । ଏପରିକି ସେ ସୂର୍ଯ୍ୟଦେବଙ୍କୁ ମଧ୍ୟ ଏକ ଦିନ ପର୍ଯ୍ୟନ୍ତ ନିଜ ପାଟିରେ ପୂରାଇ ରଖିଥିଲେ । ତେବେ ଜାଣି ପାରୁଥିବେ ହନୁମାନ କେତେ ଶକ୍ତିଶାଳୀ ହୋଇଥିବେ , ହନୁମାନଙ୍କ ପରି ଶକ୍ତି ମଧ୍ୟ ଏହି ମନ୍ତ୍ରରେ ରହିଛି । କିନ୍ତୁ ଧ୍ୟାନ ରଖିବା ଉଚିତ କି ଏହି ମନ୍ତ୍ର ଉଚ୍ଚାରଣ କରିବା ସମୟରେ କୌଣସି ପ୍ରକାର ଭୁଲ ତ୍ରୁଟି ହେବ ନାହିଁ ।

ଆପଣ କୌଣସି କାରଣରୁ ବହୁତ ଚିନ୍ତାରେ ଅଛନ୍ତି ବା ସେହି ଚିନ୍ତା ଆପଣଙ୍କ ମନରୁ ଦୂର ହେଉ ନାହିଁ ବା ସର୍ବଦା ସମସ୍ୟା ଘେରରେ ରହୁଛନ୍ତି । ସେଥିପାଇଁ ଆପଣ ଏହି ମନ୍ତ୍ରଟିକୁ ଉଚ୍ଚାରଣ କଲେ ଆପଣଙ୍କର ସମସ୍ତ ଦୁଚିନ୍ତା ଦୂର ହେବା ସହିତ ଆପଣଙ୍କର ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ବ୍ୟତୀତ ଆପଣ କୌଣସି ରୋଗରେ ପଡୀତ ଅଛନ୍ତି ଏବଂ ଏହା ବହୁତ ଦିନରୁ ଭଲ ହେଉ ନାହିଁ ତେବେ ଆପଣ ଏହି ମନ୍ତ୍ରଟିକୁ ଉଚ୍ଚାରଣ କରନ୍ତୁ ।

ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ । ଆପଣ କୌଣସି କାର୍ଯ୍ୟରେ ସଫଳତା ପାଇଁବା ପାଇଁ ଚାହୁଛନ୍ତି ତେବେ ଏହି ମନ୍ତ୍ରଟି ଉଚ୍ଚାରଣ କରିବାର 30 ମିନିଟ ପରେ ଆପଣ ଯାହାକିଛି ଚାହୁଛନ୍ତି ତାହା ପୂର୍ଣ୍ଣ ହେବ । ଆପଣଙ୍କ ଘରେ କେବେହେଲେ ଧନର ଅଭାବ ମଧ୍ୟ ହୋଇ ନଥାଏ ।

ଏହି ମନ୍ତ୍ରଟିକୁ ଆପଣ ମଙ୍ଗଳବାର ଦିନ ଉଚ୍ଚାରଣ କରନ୍ତୁ କାରଣ ଏହି ବାରଟି ହନୁମାନଙ୍କର ପ୍ରିୟ ବାର ହୋଇଥାଏ । ଏହି ମନ୍ତ୍ରଟିକୁ ଆପଣ ରାତି 12 ରୁ 1 ଟା ପର୍ଯ୍ୟନ୍ତ ଉଚ୍ଚାରଣ କରିବାର ଅଛି କାରଣ ଏହି ସମୟରେ ସମସ୍ତ ଲୋକମାନେ ନିଦ୍ରାରେ ଶୋଇଥାନ୍ତି ।

ସେହି ମନ୍ତ୍ରଟି ହେଉଛି ହନୁମାନ ଜାଗ ,କିଲମାରୀ ମାର ”, ତୁ ହୁଙ୍କାରେ ରାମ କାର୍ଜ ସବାରେ ”, ଓଡ ସିନ୍ଦୁର ସୀତା ମୟାକା”, ତୁ ପ୍ରହରୀ ରାମ ଦ୍ୱାରେ ମେ ବୁଲାଉଁ ତୁ ଅବ ଆ “, ” ନେହି ଆୟେ ତୋ ହନୁମାନ ଶ୍ରୀ ରାମ ଜି ଅର ସୀତା ମଇୟା କି ଦୁହାଇ “, ଶବ୍ଦ ସାଞ୍ଚା ପିଣ୍ଡ କାଞ୍ଚା ଫୁରୋ ମନ୍ତ୍ର ଇଶ୍ୱୋର ବାଚା “,। ଏହି ମନ୍ତ୍ରଟିକୁ ଉଚ୍ଚାରଣ କରନ୍ତୁ ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବ । ପର ଲୋକରେ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।