ଶୋଇବା ପୂର୍ବରୁ କହି ଦିଅନ୍ତୁ ଏହି ୨ ଟି ଶବ୍ଦ ମନ୍ତ୍ର, ସାତ ପୁରୁଷ ପର୍ଯ୍ୟନ୍ତ ଅଭାବ ରହିବ ନାହିଁ – Sadhu Bani

0

ସୃଷ୍ଟିରେ କିଛି ଏମିତି ଜିନିଷ ଅଛି l ଯାହାକୁ ପାଇବା ପାଇଁ କିଛି ଉପାୟ ଦରକାର ପଡ଼େନାହିଁ l ମାନବ ଜୀବନ ଭଗବାନଙ୍କ ବରଦାନ ବୋଲି କୁହାଯାଇଥାଏ, ଏବଂ ଇଶ୍ୱରଙ୍କ କୃପାରୁ ମନୁଷ୍ୟ ଖୁସି ହୋଇଥାଏ ଓ ଦୁଃଖୁବି ମଧ୍ୟ ହୋଇଥାଏ l ଜୀବନରେ ଅନେକ ଉତ୍ଥାନ ପତନ ହୋଇଥାଏ l ଏଠାରେ ଆମେ କେବେ କେବେ ଆମ ଜୀବନରେ କେତେକ ଦିବ୍ୟ ଶକ୍ତିର ଆଭାସ ମଧ୍ୟ ମିଳିଥାଏ l ଯାହାକି ଆମକୁ ଆମ ଜୀବନର ଲକ୍ଷ୍ୟ ପୂରଣ କରିବାରେ ସାହାର୍ଯ୍ୟ କରିଥାଏ l

ଆମ ଘରେ କେତେ ବସ୍ତୁ ରହିଥାଏ l ଯାହାକି ସେହି ବସ୍ତୁ ଗୁଡିକ ଆମ ଘରେ ରହିଲେ ଆମର ସବୁ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୋଇଥାଏ l ଶାସ୍ତ୍ରରେ କୁହା ଯାଇଛି, ଯେ ଜଣେ ଯଦି ଭଗବାନକୁ ସଚ୍ଚା ହୃଦୟରୁ ଡାକିଥାଏ ଭଗବାନ ତା ଡାକ ନିଶ୍ଚୟ ଶୁଣିଥାନ୍ତି ଓ ଡେରିରେ ମଧ୍ୟ ଶୁଣିଥାନ୍ତି

l କିନ୍ତୁ ପୂରଣ ନିଶ୍ଚୟ ହୋଇଥାଏ l ଆଜି ଆମେ ଜାଣିବା ଯେ ଆମେ ଶୋଇବାକୁ ଗଲା ପୂର୍ବରୁ ଆମେ ଶୋଇବା ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରି ଏହି ଦୁଇଟି ଶବ୍ଦ କହି ଦିଅନ୍ତୁ l ତେବେ ଆପଣଙ୍କ ଭାଗ୍ୟ ଚମକି ଉଠିବ l ତେବେ ଆସନ୍ତୁ ଜାଣିବା ତାହା ବିଷୟରେ l ଏହି ଦୁଇଟି ଶବ୍ଦ କହିଲେ ଆମକୁ ଘରେ ଟଙ୍କା ପଇସାର ଅଭାବ ମଧ୍ୟ ରହିବ ନାହିଁ l ଏହା ସହିତ ମଧ୍ୟ ଆପଣ ପ୍ରତିଦିନ କରିବା ଦ୍ୱାରା ବର୍ଷ ବର୍ଷ ଧରି ଆପଣଙ୍କ ଘରକୁ ଧନ ଆସିବ l

ପ୍ରଥମ ଶବ୍ଦଟି ହେଉଛି ଶ୍ରୀ କୃଷ୍ଣ l କୁହାଯାଇଥାଏ କି ଶ୍ରୀକୃଷ୍ଣ ଶବ୍ଦ ହିଁ ଏକ ପ୍ରକାରର ଶବ୍ଦ ହୋଇଥାଏ l ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ ଜପ କରିବା ଦ୍ୱାରା ମନୁଷ୍ୟର ସମସ୍ତ କଷ୍ଟ ଦୂର ହୋଇ ଯାଇଥାଏ l ଏହି ନାମରେ ସମ୍ପୂର୍ଣ ନାମ ଲୀନ ହୋଇଥାଏ l ଏବଂ ଏହି ମନ୍ତ୍ରକୁ 108 ଥର ଜପ କରିବା ଦ୍ୱାରା ଆପଣଙ୍କ ସମସ୍ତ ମାନସ୍କାମନା ପୂର୍ଣ୍ଣ ହୋଇଥାଏ l କାରଣ ଭଗବାନ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ହୋଇଥାଏ l ଏହି ନାମ ବ୍ୟକ୍ତିର ସମସ୍ତ କଷ୍ଟ ଦୂର ହୁଏ l

ଦ୍ୱତୀୟ ଶବ୍ଦଟି ହେଉଛି ଗୋବବଲ୍ଲଭୟ ସ୍ୱାହା l ଏହି ମନ୍ତ୍ର କହିବା ଦ୍ୱାରା ଆପଣଙ୍କୁ ଧନର ବର୍ଷା ହୋଇଥାଏ l ଏହି ମନ୍ତ୍ରକୁ ଜପ କରିବା ସମୟରେ ଭୁଲ ଶବ୍ଦର ଉଚ୍ଚାରଣ କରନ୍ତୁ ନାହିଁ l କାରଣ ଏହି ଶବ୍ଦ ଭୁଲ ଉଚ୍ଚାରଣ କଲେ, ଏହାର ଲାଭ ହୋଇ ନଥାଏ l ମନ୍ତ୍ରକୁ ସିଦ୍ଧ କରିବା ପାଇଁ ଅଢେଇ ହଜାର ଥର ଜପ କରନ୍ତୁ l ଆଉ ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ମାନନ୍ତି l ନିଜ ହୃଦୟରୁ ଭକ୍ତି କରନ୍ତି, ତେବେ ଆପଣ ନିଶ୍ଚୟ ଏହି ଦୁଇଟି କାମ କରନ୍ତୁ, ଆପଣଙ୍କୁ ବହୁତ ଲାଭ ମିଳିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।