ଶୋଇବା ପୂର୍ବରୁ କହିଦିଅନ୍ତୁ ଏହି ଦୁଇଟି ଶବ୍ଦ , ମରିବା ଯାଏ କେବେହେଲେ ଧନର ଅଭାବ ରହିବ ନାହିଁ

0

ସୃଷ୍ଟିରେ ଏମିତି କିଛି ଜିନିଷ ଥାଏ ଯାହାକୁ ପାଇବା ପାଇଁ କୌଣସି ଉପାୟ ଦରକାର ପଡେ ନାହିଁ । ମାନବ ଜୀବନ ଇଶ୍ୱରଙ୍କ ବରଦାନ ବୋଲି କୁହାଯାଇଥାଏ , ଇଶ୍ୱରଙ୍କ କୃପାରୁ ମଣିଷ ଜୀବନରେ ଉତ୍ଥାନ ପତ୍ତନ ହୋଇଥାଏ । ସେହିଠାରେ ଆମେ କେବେ କେବେ ଆମ ଜୀବନରେ କେତେକ ଦିବ୍ୟଶକ୍ତିର ଆଭାସ ହୋଇଥାଏ , ଯାହାକି ଆମକୁ ଆମ ଲକ୍ଷ୍ୟ ଏବଂ କାମସନାକୁ ପୂରା କରିବାକୁ ଆମକୁ ସହାୟତା ମିଳି ଯାଇଥାଏ । ଆମ ଘରେ କେତେକ ବସ୍ତୁ ରହିଥାଏ , ଯାହା ଘରେ ରହିବା ଦ୍ୱାରା ଆମର ସମସ୍ତ ମନ ସ୍କାମନା ପୂର୍ଣ୍ଣ ହୋଇଥାଏ ।

ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ ସ୍ୱଚ୍ଛା ମନରେ ସମସ୍ତ କାର୍ଯ୍ୟ କରିବେ ତାହେଲେ ସମସ୍ତ କାର୍ଯ୍ୟ ପୂରଣ ହେବ । ଆଜି ଆମେ ଆପଣଙ୍କୁ ଦୁଇଟି ଶବ୍ଦ ବିଷୟରେ କହିବୁ ଯାହାକୁ ଆପଣ ଶୋଇବା ପୂର୍ବରୁ କହିଦେଉଛନ୍ତି , ତେବେ ଆପଣଙ୍କ ଭାଗ୍ୟ. ଚମକିବ । ତା ସହିତ ଘରେ ଟଙ୍କା ପଇସାର ଅଭାବ ବହୁତ ଶୀଘ୍ର ଦୂର ହେବ । ତେବେ ଆସନ୍ତୁ ଜାଣିବା ସେହି ଶବ୍ଦ ଦୁଇଟି ବିଷୟରେ ।

କୁହାଯାଇଥାଏ ଯେ , ଶ୍ରୀକୃଷ୍ଣ ଶବ୍ଦ ହିଁ ଏକ ପ୍ରକାର ମନ୍ତ୍ର ହୋଇଥାଏ , ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ ନାମ ଜପ କରିବା ଦ୍ୱାରା ମନୁଷ୍ୟର ସମସ୍ତ କଷ୍ଟ ଦୂର ହୋଇଥାଏ । ଏହି ନାମରେ ସମ୍ପୂର୍ଣ୍ଣ ବ୍ରହ୍ମାଣ଼୍ଡ ଲୀନ ହୋଇଥାଏ ଏବଂ ଏହି ମନ୍ତ୍ରକୁ ପ୍ରତିଦିନ 108 ଥର ଜପ କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । କାରଣ ଭଗବାନ ଶ୍ରାୀକୃଷ୍ଣଙ୍କ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ବୋଲି କୁହାଯାଇଥାଏ । ତେଣୁ ଏହି ନାମ ସ୍ମରଣ ମାତ୍ରେହିଁ ବ୍ୟକ୍ତିର ସମସ୍ତ ଦୁଃଖ ଦୂର ହୁଏ , ଧନ ଜନିତ ସମସ୍ୟା ରହିଥିଲେ ତାହା ମଧ୍ୟ ଦୂର ହୋଇଥାଏ । ଆପଣଙ୍କୁ ଅପାର ଧନ ପ୍ରାପ୍ତ ହୋଇଥାଏ । ତେବେ ସେହି ମନ୍ତ୍ରଟି ହେଉଛି ”ଗୋବଲ୍ଲଭାୟ ସ୍ୱାହା ” ।

ଏହି ମନ୍ତ୍ରକୁ ଜପ କରିବା ସମୟରେ ଭୁଲ ଶବ୍ଦର ଉଚ୍ଚାରଣ କରନ୍ତୁ ନାହିଁ କାରଣ ଏହି ଶବ୍ଦ ଭୁଲ ଉଚ୍ଚାରଣ କରିବା ଦ୍ୱାରା ଏହାର ଲାଭ ମିଳି ନଥାଏ । ଏହି ମନ୍ତ୍ରକୁ ସିଦ୍ଧ କରିବା ପାଇଁ ହେଲେ ଅତିକମ୍ ରେ ଅଢେଇ ହଜାର ଥର ଜପ କରନ୍ତୁ । ଦେଖିବେ ଆପଣଙ୍କ ମନରେ ଥିବା ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହିତ ଆପଣଙ୍କର ସମସ୍ତ ମନ ସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ଘରେ କେବେହେଲେ ଧନର ଅଭାବ ହୋଇ ନଥାଏ , ସର୍ବଦା ଖୁସୀର ଲହରୀ ଦେଖାଯାଏ । କିନ୍ତୁ ଆପଣ ମାନେ ଯେତେବେଳେ ଏହି ଦୁଇ ଶବ୍ଦ ଉଚ୍ଚାରଣ କରୁଛନ୍ତି ନିଶ୍ଚିତ ରୂପେ ନିର୍ଭୁଲ ଭାବରେ କହିବା ପାଇଁ ଚେଷ୍ଟା କରନ୍ତୁ ତେବେ ଯାଇ ଏହାର ଶୁଭ ଫଳ ଆପଣଙ୍କୁ ପ୍ରାପ୍ତ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।