ଏହି ଦୁନିଆରେ ଆମେ ଭଗବାନ ପରେ ଡାକ୍ତରଙ୍କୁ ଭଗବାନ ବୋଲି ମାନି ନେଇ ଥାଉ। କାରଣ ଭଗବାନ ଆମକୁ ସୃଷ୍ଟି କରିବା ସହ ସୁନ୍ଦର ଜୀବନ ମଧ୍ୟ ପ୍ରଦାନ କରି ଛନ୍ତି। ଠିକ ସେହିପରି ଡାକ୍ତର ହେଉଛନ୍ତି ଆମର ଦ୍ୱିତୀୟ ଭଗବାନ ଅଟନ୍ତି। ଯାହାକି ଲୋକ ମାନଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣି ସୁନ୍ଦର ଜୀବନ ଦେଇ ଥାନ୍ତି। ସେ ତାଙ୍କ କର୍ତ୍ତବ୍ୟ ରେ କେବେ ହେଲେ ହେଲା କରିବା ଉଚିତ ନୁହେଁ, କାହିଁକି ନାଁ ସେମାନଙ୍କ ଉପରେ ଅନ୍ୟ ବ୍ୟକ୍ତିଙ୍କର ଜୀବନ ନିର୍ଭର କରୁଛି। କିନ୍ତୁ ଆଜି କାଲି ଡାକ୍ତର ମାନେ ନିଜ କର୍ମ ପ୍ରତି ସବୁ ବେଳେ ଅବହେଳା ସୃଷ୍ଟି କରୁଛନ୍ତି। ଯାହାକି ତାଙ୍କ ଉପରେ ଭରସା ଓ ବିଶ୍ୱାସ ମଧ୍ୟ ତୁଟି ଯାଉଛି।
ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ଜଣେ ନାଗରିକ ରାତି ଅଧରେ ମେଡିକାଲକୁ ଜଣେ ବ୍ୟକ୍ତିଙ୍କୁ ଆଣି ଆସିଥିଲେ କିନ୍ତୁ ଡାକ୍ତର ନଥିବାରୁ ତାଙ୍କ ମୋବାଇଲରେ ଡାକ୍ତର ଶୋଇ ଯିବାର ଦୃଶ୍ୟ ରେକର୍ଡ କରିଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ହରିୟାଣାରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ନାଗରିକଙ୍କୁ ଜଣେ ଯୁବତୀ ଅଧ ରାତିରେ ହସ୍ପିଟାଲରେ ଆଣି ପଂହଁଚି ଥିଲେ। ସେମାନେ ହସ୍ପିଟାଲରେ ପଂହଁଚିବା ପରେ କୌଣସି ଡାକ୍ତର ଦେଖା ଯାଉ ନଥିଲେ।ତେବେ ଯୁବତୀ ଜଣଙ୍କ ଆପତକାଳୀନ ଏକ ରୁମ ଭିତରକୁ ପଶି ଯାଇ ଥିଲେ, ସେଠି ଦେଖିଲେ ଡାକ୍ତର ଅନ୍ୟ ବ୍ୟକ୍ତିଙ୍କ ସହିତ ଶୋଇ ଯିବାର ଦୃଶ୍ୟ ଦେଖିଲେ।
ତେବେ ଯୁବତୀ ଜଣଙ୍କ ଡାକ୍ତର ଶୋଇ ଯିବାର ଭିଡିଓ ତାଙ୍କ ମୋବାଇଲରେ ରେକର୍ଡ କରିଥିଲେ। ଏହା ଦେଖି ଡାକ୍ତର ନିଦରୁ ଉଠି ପଡି ଯୁବତୀଙ୍କ ହାତରୁ ମୋବାଇଲ ଛଡ଼ାଇବା ପାଇଁ ଚେଷ୍ଟା କରୁ ଥିଲେ କିନ୍ତୁ ଯୁବତୀ ଜଣଙ୍କ ରାଗି ଯାଇ ଡାକ୍ତରଙ୍କୁ ଏକ ଚାପୁଡ଼ା ମାରି ମୋବାଇଲ ଦେଇ ନଥିଲେ। ଏବଂ ସେ ଯୁବତୀ ଜଣଙ୍କ ମୋବାଇଲକୁ ଆଣି ଅନିଲ ବେଜ ନିକଟରେ ପଂହଁଚାଇ ଥିଲେ। ତେବେ ଯୁବତୀ ଜଣଙ୍କ କହିବା ମୁତାବକ ଯେ ଡାକ୍ତର ଏବଂ ତାଙ୍କ ଅନ୍ୟ କର୍ମ ଚାରୀମାନଙ୍କୁ ବହିଷ୍କାର କରା ଯାଉ ବୋଲି, ପୋଲିସ ନିକଟରେ ଏକ ମାମଲା ଦର୍ଜ କରିଥିଲେ। ଯୁବତୀଙ୍କ ଏହି ଅଭିଯୋଗକୁ ପୋଲିସ ମଧ୍ୟ ସିୟୁକାର କରି ମାମଲା ରୁଜୁ କରିଥିଲେ ଏବଂ ଦୋଷୀକୁ ଉପଯୁକ୍ତ ଦଣ୍ଡ ମଧ୍ୟ ଦିଆ ଯାଉ। ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।