Jyotisa Shastra – ସୋମବାରର ସକାଳୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବ ବଡ଼ ପରିବର୍ତନ, ଘରର ସବୁ ଅଭାବ ହେବ ଦୂର

0

ଜ୍ୟୋତିଷ ନିଜର ଜ୍ୟୋତିଷ ଶାସ୍ତ୍ର ଦେଖି ସେ ଆମର ଆଗାମୀ ଭବିଷ୍ଯତ କଥା ଜାଣି ପାରୁ । ଜୋତିଷ ଶାସ୍ତ୍ର ଅନୁସାରେ ଆପଣ ପୂର୍ବ ରୁ ଆଗାମୀ ଭବିଷ୍ୟତ ରେ ଘଟିବାକୁ ଥିବା ଘଟଣା ସମ୍ବନ୍ଧ ରେ ଜାଣିପାରିବ। ଜ୍ୟୋତିଷ ଶାସ୍ତ୍ର ଦ୍ବାରା ଆମେ ଆମର ଆଗାମୀ ଭବିଷ୍ଯତ ବିଷୟ ରେ ଜାଣି ପାରିବା l ସେହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣ ଙ୍କୁ ଏମିତିକି ୪ ଟି ରାଶି ବିଷୟ ରେ କହିବା ପାଇଁ ଯାଉଛୁ ଯେଉଁ ମାନଙ୍କ ଜୀବନ ରେ ସୋମବାର ଠାରୁ ବଡ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଏହି ଚାରୋଟି ରାଶି ବିଷୟ ରେ ଜାଣିବା l

1.ମେଷ ରାଶି :-

ମେଷ ରାଶି ର ବ୍ଯକ୍ତି ଙ୍କ ଉପରେ ସୋମବାର ଠାରୁ ମହାଦେବ ଙ୍କ କୃପା ହେବା କୁ ଯାଉଛି। ଏହି ରାଶିର ବ୍ଯକ୍ତି ନିଜର ସାଙ୍ଗ ଓ ଭାଇ ଙ୍କ ର ସହ ମିଶି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ପୈତୃକ ସମ୍ପତି ରୁ ଲାଭବାନ ହେବେ। ନିଜର ବୁଦ୍ଧି ଓ ପରାକ୍ରମ ବଳ ରେ ଆପଣ ନିଜର ବ୍ୟବସାୟ କୁ ଆଗ କୁ ବଢ଼ାଇବେ।ଏହି ରାଶି ର ବ୍ଯକ୍ତି ନିଜ ର ଦାଇତ୍ୱ କୁ ସମ୍ପୂର୍ଣ ପୁରା କରିବେ ।

2.ମିଥୁନ ରାଶି :-

ମିଥୁନ ରାଶି ର ବ୍ୟକ୍ତି ଙ୍କ ର ସୋମବାର ଠାରୁ ମହାଦେବ ଙ୍କ ର ଅନେକ କୃପା ଦୃଷ୍ଟି ପ୍ରାପ୍ତି ହେବ।ବ୍ୟବସାୟ ରେ ଉନ୍ନତି ର ଯୋଗ ରହିଛି।ଆପଣ ଙ୍କ ର କାର୍ଯ୍ୟ ର ସବୁ ସମସ୍ୟା ଦୂର ହେବ l କୌଣସି ନୂତନ ସଫଳତା ର ଖୁସି ଖବର ପାଇବ l ଆପଣ ସବୁ ସମସ୍ୟା ର ସମାଧାନ କରିପାରିବେ ।

3.କନ୍ୟା ରାଶି :-

କନ୍ୟା ରାଶି ର ବ୍ୟକ୍ତି ଙ୍କ ର ସୋମବାର ଠାରୁ ମହାଦେବ ଙ୍କ ର କୃପା ପ୍ରାପ୍ତି ହେବାକୁ ଯାଉଛି । କାର୍ଯ୍ୟ କ୍ଷେତ୍ର ରେ ଆପଣ ବିଶେଷ ଲାଭବାନ ହେବେ।ଆପଣଙ୍କ ର ସାକ୍ଷ୍ୟାତ କିଛି ଗୁରୁତ୍ୱପୂର୍ଣ ଲୋକ ଙ୍କ ସହ ହେବ।ବ୍ୟବସାୟ ରେ କୌଣସି ନୂତନ ଯୋଜନା ର ଆରମ୍ଭ କରିପାରିବେ। କାର୍ଯ୍ୟ କ୍ଷେତ୍ର ରେ ଆପଣ ଅନ୍ୟ ଙ୍କ ର ସହାୟତା ପ୍ରାପ୍ତି କରିବେ ସ୍ଵାସ୍ତ୍ୟ ଉତ୍ତମ ରହିବ ।

4.କୁମ୍ଭ ରାଶି :-

ଏହି ରାଶି ର ବ୍ୟକ୍ତି ଙ୍କ ର ସୋମବାର ଠାରୁ ମହାଦେବ ଙ୍କ ର କୃପା ପ୍ରାପ୍ତି ହେବାକୁ ଯାଉଛି। ବିଦ୍ୟାର୍ଥୀ ମାନେ ପାଠ ପଢା ରେ ସଫଳ ହେବେ। ଆପଣ ଙ୍କ ର ସବୁ ମାନସିକ ଚିନ୍ତା ଦୂର ହେବ । ମହାଦେବ ଙ୍କ ର କୃପା ରୁ ଆପଣ ଙ୍କ ର ଜୀବନ ର ସବୁ ଦୁଃଖ ଦୂର ହେବ ।

ଏହି ରାଶି ଗୁଡିକ ରେ ଅନେକ ପରିବର୍ତ୍ତନ ହେବା l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।