ପବିତ୍ର ମାର୍ଗଶିର ମାସର ତୃତୀୟ ମାଣବସା ଗୁରୁବାର ଉପଲକ୍ଷେ ମାର୍କେଟକୁ ଆସିଲା କୁନି ନମିତା ” Soumyashree “ସୁନ୍ଦର ଭଜନ ଗୀତ…ମାତ୍ର 4 ଘଣ୍ଟାରେ 4826k ରୁ ଅଧିକ ଲୋକ ଦେଖି ସାରିଲେଣି…

ଓଡ଼ିଶାରେ ପ୍ରତି ଘରେ ମାର୍ଗଶିର ମାସ ପ୍ରତ୍ୟେକ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ମାଣବସା ଓଷା ପାଳନ କରା ଯାଇଥାଏ। ଓଡ଼ିଶାର ସବୁ ପର୍ବ ମଧ୍ୟରୁ ଏହି ମାଣବସା ଓଷା ହେଉଛି ଏକ ପ୍ରଧାନ ପର୍ବ। ଗୁରୁବାର ଓଷା ଓଡ଼ିଶାର କଳା ସଂସ୍କୃତି ଖାଦ୍ୟପେୟ ଆନନ୍ଦ ଉତ୍ସବ ସରଳ ବିଶ୍ବାସର ଏକ ଶ୍ରେଷ୍ଠ ଉଦାହରଣ। ତେଣୁ ମାର୍ଗଶିର ମାସର ଏହି ଚାରି ଗୁରୁବାରକୁ ଖୁବ୍ ମହତ୍ତ୍ୱ ପ୍ରଦାନ କରା ଯାଇଛି। ଶାସ୍ତ୍ର ମଧ୍ୟ କୁହା ଯାଇଛି କି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ଆରାଧନା କଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ।

ତେଣୁ ଭକ୍ତ ମାନେ ମା ଲକ୍ଷ୍ମୀଙ୍କୁ ବିଭିନ୍ନ ଉପାୟରେ ଆରାଧନା କରିଥାନ୍ତି। ଓଡ଼ିଶାର ଘରେ ଘରେ ଗୁରୁବାର ଦିନ ମାଙ୍କ ଓଷା ପାଳନ କରା ଯାଇଥାଏ। ଏହା ସହିତ ଗୁରୁବାର ଦିନ ସମସ୍ତେ ଲକ୍ଷ୍ମୀ ପୁରାଣ ପଢନ୍ତି ଆଉ ଶୁଣନ୍ତି। କୁହା ଯାଇଥାଏ କି ଗୁରୁବାର ଦିନ ଯେଉଁମାନେ ଲକ୍ଷ୍ମୀ ପୁରାଣ ପଢନ୍ତି ଓ ଶୁଣନ୍ତି ସେମାନଙ୍କୁ ଲକ୍ଷେ କୋଟି ଗୋଦାନର ଫଳ ସେମାନଙ୍କୁ ମିଳିଥାଏ।ତେଣୁ ଭଜନ କୀର୍ତ୍ତନ ଦ୍ଵାରା ମାଙ୍କ ଗୁଣଗାନ କରା ଯାଇ ମା ଲକ୍ଷ୍ମୀଙ୍କୁ ଆରାଧନା କରା ଯାଇଥାଏ। ତେବେ ବର୍ତ୍ତମାନ ସମୟରେ ମା ଲକ୍ଷ୍ମୀଙ୍କ ଉପରେ ଆଧାରିତ ଏକ ସୁନ୍ଦର୍ ଭଜନ ସାମ୍ନାକୁ ଆସିଛି। ଭଜନଟି ବେଶ୍ ମନଛୁଆଁ ହୋଇ ପାରିଛି। ଦର୍ଶକ ମାନଙ୍କୁ ଏହି ସୁନ୍ଦର୍ ଭଜନଟି ବେଶ ପସନ୍ଦ ଆସିଛି।

ଯାହାକୁ ଗାଇଛନ୍ତି କୁନି କଣ୍ଠଶିଳ୍ପୀ ହେଉଛନ୍ତି ସୌମ୍ୟାଶ୍ରୀ ଆଚାର୍ଯ୍ୟ। ତେବେ ଆପଣ ମାନେ ଏହି କୁନି କଣ୍ଠଶିଳ୍ପୀଙ୍କୁ ଖୁବ୍ ଭଲ ଭାବରେ ଜାଣିଥିବେ। ସିଦ୍ଧାର୍ଥ ଟିଭିର ଲୋକପ୍ରିୟ ରିଆଲିଟି ଶୋ ମୁଁ ବି ନମିତା ଅଗ୍ରୱାଲ ହେବି ସିଜିନ ୱାନର ୱିନର ହୋଇ ସାରା ଓଡିଶା ବାସୀଙ୍କ ଭଲ ପାଇବା ସାଉଁଟି ପାରିଥିଲେ ସୌମ୍ୟାଶ୍ରୀ। କୁନି କଣ୍ଠଶିଳ୍ପୀ ସୌମ୍ୟାଶ୍ରୀଙ୍କ କଣ୍ଠରେ ରହିଛି ଏହି ଏକ ଭିନ୍ନ ଧରଣର ଯାଦୁ ଯିଏ ବି ତାଙ୍କର ଗୀତ ଥରେ ଶୁଣିବ ସିଏ ତାଙ୍କର ଫ୍ୟାନ ହୋଇଯିବ।

ତେବେ ବର୍ତ୍ତମାନ ସମୟରେ ସୌମ୍ୟାଶ୍ରୀ ମା ଲକ୍ଷ୍ମୀଙ୍କ ଉପରେ ଆଧାରିତ ଏକ ସୁନ୍ଦର୍ ଭଜନ ଗାଇଛନ୍ତି। ଭଜନଟି ବେଶ୍ ମନଛୁଆଁ ହୋଇ ପାରିଛି। ଦର୍ଶକ ମାନଙ୍କୁ ଏହି ସୁନ୍ଦର୍ ଭଜନଟି ବେଶ ପସନ୍ଦ ଆସିଛି। ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ନିର୍ଦ୍ଦେଶନାରେ ମା ଲକ୍ଷ୍ମୀଙ୍କ ଉପରେ ଆଧାରିତ ଏକ ସୁନ୍ଦର୍ ଭଜନ ସାମ୍ନାକୁ ଆସିଛି ଯାହାକି ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି।

କୁନି କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ଆଚାର୍ଯ୍ୟଙ୍କ କଣ୍ଠରୁ ଦର୍ଶକ ମାନେ ଏହି ମନଛୁଆଁ ଗୀତକୁ ବେଶ୍ ପସନ୍ଦ କରୁଛନ୍ତି ଆଉ ଏହା ସହିତ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ତେବେ ଆପଣ ଏହି ମନଛୁଆଁ ଗୀତକୁ ଦେଖିଲେ ଜାଣି ପାରିବେ ଏହି ଗୀତଟି କେତେ ସୁନ୍ଦର୍ ହୋଇଛି। ଆଶା କରୁଛୁ ଆପଣମାନେ ଏହି ଭଜନଙ୍କୁ ନିଶ୍ଚିତ ଦେଖନ୍ତୁ ଆପଣଙ୍କୁ ଏହା ଖୁବ୍ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment